Advertisment

ମେଡିକାଲରେ ଚାଲିଥିଲା ସେକ୍ସ ରାକେଟ୍

ସ୍ୱାସ୍ଥ୍ୟ ସେବା ନାଁରେ ଚାଲିଥିଲା ଦେହବେପାର । ମେଡିକାଲକୁ ଆସୁଥିଲେ ସୁନ୍ଦରୀ ଦେହଜୀବୀ । ପର୍ଣ୍ଣ ଭିଡିଓ ସୁଟିଂ ହେଉଥିଲା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି

ସ୍ୱାସ୍ଥ୍ୟ ସେବା ନାଁରେ ଚାଲିଥିଲା ଦେହବେପାର । ମେଡିକାଲକୁ ଆସୁଥିଲେ ସୁନ୍ଦରୀ ଦେହଜୀବୀ । ପର୍ଣ୍ଣ ଭିଡିଓ ସୁଟିଂ ହେଉଥିଲା । ଆଉ ସେଥିରୁ ରୋଜଗାର ହେଉଥିଲା ଲକ୍ଷ ଲକ୍ଷ ଟଙ୍କା । ଦିନ ଯେତିକି ଯେତିକି ଗଡ଼ୁଛି, ପାପର ପେଡ଼ି ସେତିକି ସେତିକି ଖୋଲିବାର ଲାଗିଛି । ସାମ୍‌ନାକୁ ଏବେ କେବଳ ନରହନ୍ତା ସଞ୍ଜୟ ନୁହେଁ RG କର ମେଡିକାଲ କଲେଜର ତତ୍କାଳୀନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଗୁମର ଖୋଲିବାରେ ଲାଗିଲାଣି ।

Advertisment
Kolkata Lady Doctor Murder Case
Advertisment
Advertisment