Kolkata Crime Case
ସସ୍ପେନ୍ସରେ ସେମିନାର ହଲର ସତ । ପ୍ରକୃତରେ ସେଇଠି ଅପରାଧ ଘଟିଥିଲା ନା ଦିଆଯାଇଥିଲା କ୍ରାଇମ୍ ସ୍ପଟ୍ର ରୂପ । ଛାତ୍ରଛାତ୍ରୀଙ୍କ ସନ୍ଦେହ, ଏହି ରହସ୍ୟକୁ ଆହୁରି ବଢାଇ ଦେଇଛି। ପିଲାଙ୍କ ଅଭିଯୋଗ, ମେଡିକାଲ କଲେଜର ତୃତୀୟ ମହଲାରେ ଥିବା ସେମିନାର୍ ହଲ୍ ପ୍ରକୃତରେ କ୍ରାଇମ ସ୍ପଟ୍ ନୁହେଁ। ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ପରେ ସେଠି ମୃତଦେହ ଆଣି ରଖାଯାଇ ଥାଇପାରେ। କାରଣ, ଘଟଣା ଦିନ ସକାଳେ ସେମିନାର୍ ହଲ୍ର ଦୃଶ୍ୟ, ସେଠି ଅପରାଧ ଘଟିଲା ଭଳି ନଥିଲା। ଏକଦମ୍ ସଫା ସୁତୁରା, ବ୍ୟବସ୍ଥିତ ଥିଲା ହଲ୍।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)