ପଶ୍ଚିମବଙ୍ଗର ଏକ ଛୋଟ ସହର ବାଙ୍ଗାଓଁରେ ସୈତାନ ସନ୍ଦୀପ ଘୋଷର ଘର । ଯେଉଁଠୁ ତା’ର ପାଠ ପଢ଼ା ଆରମ୍ଭ ହୋଥିଲା । ପାଠ ପଢ଼ୁଥିଲେ ସତ, ହେଲେ ମୁଣ୍ଡରେ ଚାଲିଥିଲା ସୈତାନୀ ବୁଦ୍ଧି । ୧୯୮୯ରେ ସନ୍ଦୀପ ବୋନଗାଓନ ହାଇସ୍କୁଲରେ ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତ କରିଥିଲେ । ପରେ ୧୯୯୪ ମସିହାରେ ଆର.ଜି କାର୍ ମେଡିକାଲ୍ କଲେଜରେ ଡାକ୍ତରୀ ଡିଗ୍ରୀ ହାସଲ କରିଥିଲେ । ଆଉ ତା’ ପରେ ସେ ଚଢ଼ି ଚାଲିଥିଲା ଗୋଟିଏ ଉପରେ ଗୋଟିଏ ସିଡ଼ି ।
Published By: Santosh Kumar Sahoo
Last updated: 25 August 2024, 11:35 AM IST
SHG ଗ୍ରୁପ୍ ମହିଳାଙ୍କ ପାଇଁ ଘୋଷଣା ହେବ ୨୫୦୦ କୋଟିର ପ୍ୟାକେଜ୍ । ମହିଳା ସଶକ୍ତୀକରଣ କ୍ଷେତ୍ରରେ ସରକାରଙ୍କ ବଳିଷ୍ଠ ପଦକ୍ଷେପ ।