Sandip Ghosh
ପଶ୍ଚିମବଙ୍ଗର ଏକ ଛୋଟ ସହର ବାଙ୍ଗାଓଁରେ ସୈତାନ ସନ୍ଦୀପ ଘୋଷର ଘର । ଯେଉଁଠୁ ତା’ର ପାଠ ପଢ଼ା ଆରମ୍ଭ ହୋଥିଲା । ପାଠ ପଢ଼ୁଥିଲେ ସତ, ହେଲେ ମୁଣ୍ଡରେ ଚାଲିଥିଲା ସୈତାନୀ ବୁଦ୍ଧି । ୧୯୮୯ରେ ସନ୍ଦୀପ ବୋନଗାଓନ ହାଇସ୍କୁଲରେ ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତ କରିଥିଲେ । ପରେ ୧୯୯୪ ମସିହାରେ ଆର.ଜି କାର୍ ମେଡିକାଲ୍ କଲେଜରେ ଡାକ୍ତରୀ ଡିଗ୍ରୀ ହାସଲ କରିଥିଲେ । ଆଉ ତା’ ପରେ ସେ ଚଢ଼ି ଚାଲିଥିଲା ଗୋଟିଏ ଉପରେ ଗୋଟିଏ ସିଡ଼ି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)