• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

india-china
ଭାରତ-ଚାଇନା ସୀମା ବିବାଦ: LACରେ ଯୁଦ୍ଧ ଭଳି ପରିସ୍ଥିତି

ନୂଆଦିଲ୍ଲୀ: LACରେ ଯୁଦ୍ଧ ଭଳି ପରିସ୍ଥିତି। ଉଭୟ ଚୀନ ଓ ଭାରତ ନିଜ ନିଜ ସ୍ଥିତିରେ ଅଟଳ ଅଛନ୍ତି। କେହି କାହା ପୋଜିସନରୁ ହଟୁନାହାନ୍ତି। ମିଲିଟାରି ଓ କୂଟନୈତିକ ସ୍ତରରେ ବାରମ୍ବାର ଆଲୋଚନା ପରେ ମଧ୍ୟ ସମାଧାନର କୌଣସି ସୂତ୍ର ବାହାରି ପାରି ନାହିଁ। ପୂର୍ବ ସ୍ଥିତି ବଜାୟ ରଖାଯାଉ ବୋଲି ଭାରତ ଚୀନ ନିକଟରେ ଦାବି କରିଛି। ଚୀନ ସେନା ନିଜ ପୂର୍ବ ଅବସ୍ଥିତିକୁ ଫେରିଯାଉ ବୋଲି ଭାରତ ଚାହୁଁଛି। କିନ୍ତୁ ଚୀନ ହଟୁ ନାହିଁ। […]

  • Monday, 26 July 2021
satindra
କରୋନାରୁ ମୁକ୍ତ ହେଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍

ନୂଆଦିଲ୍ଲୀ: ଶେଷରେ କରୋନା ମୁକ୍ତ ହେଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି।  ଆଜି ସେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ମଧ୍ୟ ହେବେ। ନିମୋନିଆ କାରଣରୁ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ସାକେତର ମାକ୍ସ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ଠାରେ କୋଭିଡ-୧୯ ଭୂତାଣୁ ଚିହ୍ନଟ ପରେ ତାଙ୍କୁ ରାଜିବ ଗାନ୍ଧି ସୁପର ସ୍ପେଶାଲିଟି ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ୫୫ ବର୍ଷୀୟ ଆପ୍‌ ନେତା ସତୈନ୍ଦ୍ର ଜୈନ୍‌ଙ୍କୁ ପ୍ଲାଜ୍‌ମା […]

  • Monday, 26 July 2021
soniagandhi
ସୋନିଆଙ୍କ ପ୍ରଶ୍ନ: ଯଦି ଚୀନ ଅନୁପ୍ରବେଶ କରିନି, ଆମ ଯବାନ ସହିଦ ହେଲେ କେମିତି ?

ନୂଆଦିଲ୍ଲୀ: ଚାଇନା ସହିତ ଆମ ସୀମା ସୁରକ୍ଷା ଦାୟିତ୍ୱରୁ କେନ୍ଦ୍ର ସରକାର ଏମିତି ଖସିଯାଇ ପାରିବେନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖ ପରିସ୍ଥିତି ସମ୍ପର୍କରେ ଦେଶକୁ ନିହାତି ଅବଗତ କରିବା ଦରକାର। ଆଜି ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଏପରି ଟାର୍ଗେଟ୍ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି। ସହିଦ ୨୦ ଯବାନ ସମ୍ମାନରେ କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ଏକ ଭିଡିଓରେ ସୋନିଆ କେନ୍ଦ୍ରକୁ ସେଇ ଏକା ପ୍ରଶ୍ନ ପୁଣିଥରେ ପଚାରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦାବି ଅନୁସାରେ, […]

  • Monday, 26 July 2021
plane
LACରେ ଉତ୍ତେଜନା ସତ୍ତ୍ୱେ ସୀମାରେ ଭାରତର ସମରାଭ୍ୟାସ

ଲଦାଖ: LAC ରେ ପ୍ରବଳ ଉତ୍ତେଜନା ପରିସ୍ଥିତି ଚାଲିଥିବା ବେଳେ ଲଦାଖର ଲେହ ଅଞ୍ଚଳରେ ସମରାଭ୍ୟାସ କରିଛି ଭାରତ। ଉଭୟ ଆର୍ମି ଓ ଏୟାରଫୋର୍ସ ମଧ୍ୟରୁ ମିଳିତ ସମରାଭ୍ୟାସ କରାଯାଇଛି। ଯେକୌଣସି ପରିସ୍ଥିତିର ସଫଳ ମୁକାବିଲା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପ୍ରକୃତ ଅପରେସନ ସମୟରେ ଯେମିତି ସମନ୍ୱୟରେ କୌଣସି ଅସୁବିଧା ନ ହୁଏ, ଏବେ ଶତ୍ରୁ ପକ୍ଷ ଉପରେ ପ୍ରଚଣ୍ଡ ଆକ୍ରମଣ ହୁଏ, ସେଥିପାଇଁ କରାଯାଉଛି। ଏହି ଜଏଣ୍ଟ ଅପରେସନ LACକୁ ଯାଇ ସ୍ଥଳସେନା […]

  • Monday, 26 July 2021
cbse
ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଏମିତି ହେବ ମୂଲ୍ୟାଙ୍କନ; ଜୁଲାଇ ୧୫ରେ ରେଜଲ୍ଟ

ନୂଆଦିଲ୍ଲୀ: ଚଳିତ ବର୍ଷ ସିବିଏସ୍‌ଇର ବାକି ଥିବା ପରୀକ୍ଷା ଜୁଲାଇ ପ୍ରଥମାର୍ଦ୍ଧରେ ହେବାକୁ ଥିବା ବେଳେ ଏହାକୁ ରଦ୍ଦ କରି ଦେଇଛି ବୋର୍ଡ। ଜୁଲାଇ ୧୫ ତାରିଖରେ ପରୀକ୍ଷା ବିନା ପିଲାଙ୍କ ରେଜଲ୍ଟ ପ୍ରକାଶ କରିବ ବୋଲି ଆଶା କରାଯାଉଛି। ଏନେଇ କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇ ସିବିଏସ୍‌ଇ ଓ ଆସିଏସ୍‌ଇ ରେଜଲ୍ଟ ଜୁଲାଇ ୧୫ରେ ପ୍ରକାଶ କରିବାକୁ କହିଛି। ମୂଲ୍ୟାଙ୍କନ ନିୟମ ଅନୁସାରେ ପରୀକ୍ଷାଫଳ ପ୍ରକାଶ କରିବା ପାଇଁ କୋର୍ଟ ମଧ୍ୟ ସିବିଏସ୍‌ଇକୁ ଅନୁମତି ଦେଇଛନ୍ତି। […]

  • Monday, 26 July 2021
gold
ବଢ଼ିଲା ସୁନା, କମିଲା ରୂପା

ନୂଆଦିଲ୍ଲୀ: ପୁଣି ବଢ଼ିଲା ସୁନା ଦର କମିଲା ରୂପା। ଦଶ ଗ୍ରାମ ପ୍ରତି ଦର ୪୮,୦୬୦ ରୁ ୪୮,୦୭୦ରେ ପହଞ୍ଚିଛି। ସେହିଭଳି ରୂପା ଦର ଶୁକ୍ରବାର ସୁଦ୍ଧା କିଲୋପ୍ରତି ୪୮,୪୫୦ରୁ ୪୭,୬୦୦କୁ ଖସିଛି। ତେବେ ଭାରତରେ ସୁନାର ଦର ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ହେବ। ଉତ୍ପାଦ ଶୁଳ୍କ, ରାଜ୍ୟଗୁଡ଼ିକର ଟ୍ୟାକ୍ସ ଓ ମେକିଂ ଚାର୍ଜକୁ ମିଶାଇ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଦରରେ ସୁନା ଉପଲବ୍ଧ ହେବ। ଭୁବନେଶ୍ୱରରେ ମଧ୍ୟ ସୁନାର ମୂଲ୍ୟ ବୃଦ୍ଧି ହୋଇଛି। […]

  • Monday, 26 July 2021
imran
ଲାଡେନ୍‌ ମରିନି ସହିଦ ହୋଇଛି: ଇମ୍ରାନ ଖାନ

ଇସଲାମାବାଦ: ପାକିସ୍ତାନ ୱାଜିର-ଏ-ଆଜମ(ପ୍ରଧାନମନ୍ତ୍ରୀ) ଇମ୍ରାନ୍‌ ଖାନ୍‌ଙ୍କ ପାଇଁ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଡେନ୍‌ ଜଣେ ସହିଦ। ଗୁରୁବାର ପାକିସ୍ତାନ ପାର୍ଲିଆମେଣ୍ଟରେ ଲାଡେନ୍‌କୁ ସହିଦ ସମ୍ବୋଧନ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରାନଙ୍କ ଏପରି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାକିସ୍ତାନର ସବୁଠାରୁ ଲଜ୍ଜାଜନକ ଇତିହାସ ବିଷୟରେ ଗୁରୁବାର ସଂସଦରେ ଆଲୋଚନା କରିବା ବେଳେ ସେ କହିଛନ୍ତି, ଯେ ପାକିସ୍ତାନର ଆକାଶ ପଥ ଦେଇ ଆମେରିକା ପ୍ରବେଶ କରିଥିଲା। ଏବଂ ଆବୋଟାବାଦରେ ଓସାମା ବିନ୍ ଲାଡେନଙ୍କୁ […]

  • Monday, 26 July 2021
eddd
ଗୋଟେପଟେ ବୈଠକ, ଅନ୍ୟପଟେ ବିଶ୍ୱାସଘାତ: ଧରାପଡ଼ିଲା ଚୀନର ଚାଲାକି

ନୂଆଦିଲ୍ଲୀ: ପୁଣି ଥରେ ଧରାପଡ଼ିଲା ଚୀନର ଚାଲାକି। ଆଲୋଚନା ପରେ ପ୍ରତିଶ୍ରୁତି ମୁତାବକ ପଛକୁ ସେନା ହଟାଇବା ତ ଦୂରର କଥା, ବରଂ ଗଲୱାନ ଘାଟୀରେ ସେନା ଠୁଳ କରି ଚୀନ ପୁଣି ତାର ଦୋମୁହାଁ ଚରିତ୍ରର ପରିଚୟ ଦେଇଛି। ସାଟେଲାଇଟ୍ ଚିତ୍ରରୁ ଚୀନ୍ ରାସ୍ତା ନିର୍ମାଣ କରିବା ସହ ନୂଆ କ୍ୟାଂପ୍ ପ୍ରତିଷ୍ଠା କରିଥିବା ଜଣାପଡ଼ିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି।  ଏପଟେ ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗକୁ […]

  • Monday, 26 July 2021
truck
ସୀମାରେ ସେନା ସଂଖ୍ୟା ବଢ଼ାଇଲା ଭାରତ

ନୂଆଦିଲ୍ଲୀ: ୩,୪୮୮ କିମି ବିଶିଷ୍ଟ ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ସୈନ୍ୟ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନେଇଛି ଭାରତ।  ସେପଟେ ଚାଇନା ସୈନ୍ୟ ସଂଖ୍ୟା ବଢ଼ାଉଥିବା ବେଳେ ଭାରତ ତାକୁ ଚେକ୍ ଦେବାକୁ ଏଭଳି ନିଷ୍ପତ୍ତି ନେଇଛି। କେବଳ ଆର୍ମି ନୁହେଁ, ଭାରତ- ତିବ୍ବତ ପୁଲିସ ମଧ୍ୟ ଘଟଣା ସ୍ଥଳରେ ସୈନ୍ୟ ସରଞ୍ଜାମ ଧରି ସୀମାକୁ ଯାଇଛନ୍ତି। ଶନିବାର ଲେଫ୍ଟନାଣ୍ଟ ଜେନେରାଲ୍‌ ପରମଜିତ ସିଂହ, ମିଲିଟାରୀ ଅପରେସନ୍‌ର ଡାଇରେକ୍ଟର ଜେନେରାଲ୍ ଏବଂ ଆଇଟିବିପି ମୁଖ୍ୟ ଏସ୍‌ଏସ୍‌ ଦେଶୱାଲ୍‌ […]

  • Monday, 26 July 2021
gold price today in bhubaneswar gold price today in bhubaneswar
ସୁନା ଦରରେ ରେକର୍ଡ ବୃଦ୍ଧି: ଭୁବନେଶ୍ୱରରେ ଦାମ କେତେ ହେଲା ?

ନୂଆଦିଲ୍ଲୀ: ଡିଜେଲ୍‌, ପେଟ୍ରୋଲ୍‌ ପରେ ଏବେ ସୁନା ଦରରେ ରେକର୍ଡ ବୃଦ୍ଧି ହୋଇଛି। ଦିଲ୍ଲୀରେ ଦଶଗ୍ରାମ ପିଛା ସୁନା ଦର ୫୦ ହଜାର ହୋଇଛି। କରୋନା ପରିସ୍ଥିତି ଯୋଗୁ ଦର ବଢ଼ୁଥିବା କୁହାଯାଉଛି। ବିଦେଶର ସୁନା ଚାହିଦା ବୃଦ୍ଧି ପାଉଥିବାରୁ ଏହାର ଦର ବୃଦ୍ଧି ହେଉଛି ବୋଲି କୁହାଯାଉଛି। ଅହମଦାବାଦରେ ବି ସୁନା ଦର ରେକର୍ଡ କରିଛି। ଏଠାରେ ୩ ପ୍ରତିଶତ ଜିଏସ୍‌ଟି ଲଗାଇ ଦର ୫୦,୪୦୦ ହୋଇଛି। ସେହିଭଳି ଭୁବନେଶ୍ୱରରେ ୨୨କ୍ୟାରେଟ୍‌ ସୁନାର ଦାମ ୧୦ […]

grant
ଫାଇନାଲ ପରୀକ୍ଷା ବାତିଲ କରିବାକୁ ସରକାରଙ୍କୁ ୟୁଜିସିର ପରାମର୍ଶ

ନୂଆଦ୍ଲିଲୀ: ଦେଶରେ ବୃଦ୍ଧି ପାଉଥିବା କୋଭିଡ୍ ମାମଲା ଏବଂ କରୋନା କଟକଣାକୁ ଦୃଷ୍ଟିରେ ରଖି ସବୁ ୟୁନିଭରସିଟିର ଫାଇନାଲ ପରୀକ୍ଷା ବାତିଲ କରିବାକୁ ପରାମର୍ଶ ଦେଇଛି ୟୁସିଜି। ସମସ୍ତ ୟୁନିଭରସିଟି ଓ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଏ ବର୍ଷ ଫାଇନାଲ ପରୀକ୍ଷା ନ କରିବାକୁ ୟୁଜିସିର ଏକ୍ସପର୍ଟ ପ୍ୟାନେଲ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ତା ବଦଳରେ ଗତ ସେମିଷ୍ଟରର ପ୍ରଦର୍ଶନକୁ ଆଧାର କରି ଓ ଇଣ୍ଟରନାଲ ପ୍ରଦର୍ଶନ ଅନୁସାରେ ମାର୍କ ଦେବାକୁ ପରାମର୍ଶ ଦିଆଯାଇଛି। ଯଦି ପରୀକ୍ଷା କରାଯାଏ, […]

  • Monday, 26 July 2021
rocket
ମହାକାଶ କାର୍ଯ୍ୟକ୍ରମ ପାଇଁ ଘରୋଇ କ୍ଷେତ୍ରର ଭାଗିଦାରୀକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ମହାକାଶ କାର୍ଯ୍ୟକ୍ରମ ପାଇଁ ଘରୋଇ କ୍ଷେତ୍ରର ଭାଗିଦାରୀକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଭାରତରେ ମହାକାଶ ସହ ଜଡ଼ିତ ସମସ୍ତ ପ୍ରକାର କାର୍ଯ୍ୟକ୍ରମରେ ଘରୋଇ ସଂସ୍ଥା ଅଂଶଗ୍ରହଣ କରିପାରିବେ ବୋଲି ଅନୁମତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମହାକାଶ କ୍ଷେତ୍ରରେ ଏହି ଐତିହାସିକ ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ମହାକାଶ କାର୍ଯ୍ୟକ୍ରମକୁ ଏହି ପଦକ୍ଷେପ ଦ୍ୱାରା ନୂଆ ଶକ୍ତି ମିଳିବ ଏବଂ ଆତ୍ମନିର୍ଭର ଭାରତ ନିର୍ମାଣ କ୍ଷେତ୍ରରେ […]

  • Monday, 26 July 2021
rbi
ଜମାକାରୀଙ୍କ ଜମାରାଶିର ସୁରକ୍ଷା ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଜମାରାଶି ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ଏବେ ରିଜର୍ଭ ବ୍ୟାଙ୍କ ସ୍କାନରରେ ରହିବେ ଦେଶର ୧୫ଶହ ୪୦ଟି ସମବାୟ ବ୍ୟାଙ୍କ। ଏଗୁଡ଼ିକ ମଧ୍ୟରେ ରହିଛି ୧୪ ଶହ ୮୨ଟି ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ। ଏବଂ ୫୮ଟି ବହୁ ରାଜ୍ୟ ସମବାୟ ବ୍ୟାଙ୍କ। ଏହି ବ୍ୟାଙ୍କର ସିଧାସଳଖ ତଦାରଖ ପାଇଁ ରିଜର୍ଭ ବ୍ୟାଙ୍କକୁ କ୍ଷମତା ଦିଆଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ଏହି […]

  • Monday, 26 July 2021
safoora-zagar
ଦିଲ୍ଲୀ ହିଂସା ମାମଲାରେ ଗିରଫ ଜାମିଆ ଛାତ୍ରୀଙ୍କୁ ମିଳିଲା ବେଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲା ଗିରଫ ହୋଇଥିବା ଜାମିଆ ୟୁନିଭର୍ସିଟି ଛାତ୍ରୀ ବିକ୍ଷୋଭକାରୀ ସଫୋରା ଜାରଗରଙ୍କୁ ମିଳିଲା ବେଲ୍ । ସଫୋରା ଗର୍ଭବତୀ ଥିବାରୁ ତାଙ୍କୁ ବେଲ୍ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ହିଂସା ମାମଲାରେ ତାଙ୍କ ବିରୋଧରେ ୟୁଏପିଏର କଠୋର ‘ଆଣ୍ଟି ଟେର୍‌ର୍ ଲ’ ଅଧୀନରେ ମାମଲା ହୋଇଛି। ସଲିସିଟର ଜେନେରାଲ୍ ତୁଷାର ମେହଟ୍ଟା ମାନବିକତା ଦୃଷ୍ଟିରୁ ବେଲ୍‌ ଆବେଦନକୁ ବିରୋଧ ନ କରିବାରୁ ସଫୋରାଙ୍କୁ ବେଲ୍ ମିଳିଛି। ସଫୋରା ଜାରଗର ହେଛନ୍ତି ଜାମିଆ ମିଲିଆ […]

  • Monday, 26 July 2021
trump-moid
ଆମେରିକାର ଏହି ନିଷ୍ପତ୍ତିରେ ଭାରତକୁ କ୍ଷତି

ନୂଆଦିଲ୍ଲୀ: ପ୍ରବାସୀଙ୍କ ପାଇଁ ଲାଗୁ ହୋଇଥିବା H-1B, H-2B,J, L ଏବଂ ଅନ୍ୟ ଅସ୍ଥାୟୀ ଅନୁମତି ପତ୍ରକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ରଦ୍ଦ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏନେଇ ମଙ୍ଗଳବାର ଘୋଷଣା କରିଛନ୍ତି ଟ୍ରମ୍ପ।  ଜୁନ୍‌ ୨୪ ତାରିଖ ଠାରୁ ଏହା ଲାଗୁ ହେବ। ଆମେରିକା ନାଗରିକଙ୍କ ପାଇଁ ବଢ଼ୁଥିବା ବେକାରୀ ସମସ୍ୟା ଯୋଗୁ  ଏପରି ନଷ୍ପତ୍ତି ନେଇଥିବା ଟ୍ରମ୍ପ କହିଛନ୍ତି। ୨୦ ମିଲିୟିନ ଆମେରିକୀୟ ଚାକିରି ହରାଇଛନ୍ତି। ସେମାନଙ୍କୁ କାମ ଯୋଗାଇ ଦେବାକୁ […]

  • Monday, 26 July 2021
prajnya thakur
ସଭାରେ ଯୋଗ ଦେବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା

ଭୋପାଳ: ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ଭୋପାଳ ଏମ୍‌ପି ସାଧ୍ୱୀ ପ୍ରଜ୍ଞା ଠାକୁର୍‌। ମଙ୍ଗଳବାର ଭୋପାଳରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକି ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ପ୍ରଜ୍ଞା ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ରବିବାର ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଦେଇ ନିଜ ଅସୁସ୍ଥତା ପାଇଁ କଂଗ୍ରେସକୁ ଦାୟୀ କରିଥିଲେ ସାଧ୍ୱୀ ପ୍ରଜ୍ଞା। କଂଗ୍ରେସ ଶାସନ ସମୟରେ ନିର୍ଯାତନା ଯୋଗୁ […]

  • Monday, 26 July 2021
navane
ଆହତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଆଜି ଲଦାଖ ଗସ୍ତ କରିବେ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ଦେଶର ଅଖଣ୍ଡତା କାଏମ୍‌ ରଖିବା ପାଇଁ ଚୀନ ଯବାନଙ୍କ ସହିତ ସଂର୍ଷ କରି ଆହତ ହୋଇଥିବା ଭାରତୀୟ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଆଜି ଲଦାଖର ଲେହ ସ୍ଥିତ ୧୪ କର୍ପସକୁ ଯାତ୍ରା କରିବେ ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ଏମ୍‌ଏମ୍‌ ନରଭଣେ। ଆଜି ଅପରାହ୍ନରେ କମାଣ୍ଡରମାନଙ୍କ ସହିତ ଆଲୋଚନା ସାରିବା ପରେ ଲଦାଖ ଗସ୍ତ କରିବେ ସେନା ମୁଖ୍ୟ। ନରଭଣେଙ୍କ ଦୁଇଦିନିଆ ଲଦାଖ ଗସ୍ତରେ ଆହତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହିତ ସୀମାରେ ବର୍ତ୍ତମାନର ସ୍ଥିତି […]

  • Monday, 26 July 2021