Advertisment

ଶାଢ଼ୀ ପିନ୍ଧିଥିବା ବିବାଦକୁ ଗୁରୁତ୍ୱର ସହ ନେଇଛନ୍ତି ଜାତୀୟ ମହିଳା କମିଶନ

ଦିଲ୍ଲୀର ରେସ୍ତୋରାଁରେ ଶାଢ଼ୀ ପିନ୍ଧିଥିବା ବିବାଦକୁ ଗୁରୁତ୍ୱର ସହ ନେଇଛନ୍ତି ଜାତୀୟ ମହିଳା କମିଶନ I ଦିଲ୍ଲୀ ପୋଲିସକୁ ମାମଲାର ତଦନ୍ତ କରିବା ସହ ସବିଶେଷ ରିପୋର୍ଟ ତଲବ କରିଛନ୍ତି

author-image
Otv Khabar Bureau
ଅଦ୍ୟତନ ହୋଇଛି

ଦିଲ୍ଲୀର ରେସ୍ତୋରାଁରେ ଶାଢ଼ୀ ପିନ୍ଧିଥିବା ବିବାଦକୁ ଗୁରୁତ୍ୱର ସହ ନେଇଛନ୍ତି ଜାତୀୟ ମହିଳା କମିଶନ I ଦିଲ୍ଲୀ ପୋଲିସକୁ ମାମଲାର ତଦନ୍ତ କରିବା ସହ ସବିଶେଷ ରିପୋର୍ଟ ତଲବ କରିଛନ୍ତି  ।

Advertisment
NCW Saree Weaving Restaurant
Advertisment
Advertisment