• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Indian Postal
ଏଣିକି ଡାକଘରେ ବାହାର କରିପାରିବେ ପାସପୋର୍ଟ

ବିଦେଶ ଯିବାକୁ ହେଲେ ସବୁଠାରୁ ବଡ ପ୍ରତିବନ୍ଧକ ପାସପୋର୍ଟ। ବିନା ପାସପୋର୍ଟରେ ବିଦେଶ ଯାଇପାରିବେ ନାହିଁ, ହେଲେ ଏହି ପାସପୋର୍ଟ ବି ସହଜରେ ହୋଇପାରେ ନାହିଁ। ହେଲେ, ଏଣିକି ପାସପୋର୍ଟ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ।

dl
ଗାଡ଼ି ଡକ୍ୟୁମେଣ୍ଟ ବୈଦ୍ଧତା ଅବଧି ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଗାଡି ଡକ୍ୟୁମେଣ୍ଟ ବୈଦ୍ଧତା ଅବଧି ବୃଦ୍ଧି କରାଯାଇଛି। ସେପ୍ଟେମ୍ବର ପର୍ଯ୍ୟନ୍ତ ଅବଧି ବୃଦ୍ଧି ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଛନ୍ତି। ଏନେଇ ସବୁ ରାଜ୍ୟକୁ ଆଡଭାଇଜରୀ ଜାରି କରାଯାଇଛି। ଗାଡିର ଫିଟ୍‌ନେସ, ପରମିଟ୍, ରେଜିଷ୍ଟ୍ରେସନ ଓ ଡ୍ରାଇଭିଂ ଲାଇସେନସ୍ କିମ୍ବା ଅନ୍ୟ କୌଣସି ଡକ୍ୟୁମେଣ୍ଟର ଅବଧି ଯଦି ଚଳିତବର୍ଷ ୧ ଫେବୃଆରୀ ପରେ ଶେଷ ହେଉଥାଏ, ତେବେ ତାହା ସେପ୍ଟେମ୍ବର ୩୦ […]

  • Monday, 26 July 2021
school-reopen
ଖୋଲିଲା ସ୍କୁଲ: ଗେଟ୍‌ରେ ଫୁଲ ଓ ଚନ୍ଦନ ଦେଇ ପିଲାଙ୍କୁ କରାଗଲା ସ୍ୱାଗତ, ଗିଫ୍ଟ ଆକାରରେ ମିଳିଲା ସାନିଟାଇଜର୍‌

କରୋନା ସଂକ୍ରମଣ ଥିବାରୁ ବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ା ଶୈଳୀ ମଧ୍ୟ ବଦଳିଯାଇଛି। ସରକାରୀ ନିୟମ ଅନୁସାରେ, ପ୍ରତ୍ୟେକ ସ୍କୁଲ୍ ଗେଟ ଗୁଡ଼ିକରେ ପିଲାମାନଙ୍କର ଶରୀରର ତାପମାତ୍ରା ମପାଯାଉଛି। ପରେ ପିଲଙ୍କ ହାତରେ ସାନିଟାଇଜ୍‌ର ଦିଆଯାଉଛି। ଏହାପରେ ଦୀର୍ଘଦିନ ବ୍ୟବଧାନ ପରେ ସ୍କୁଲ ଆସିଥିବା ପିଲାଙ୍କୁ ସ୍ୱାଗତ ଆକାରରେ ମୁଣ୍ଡରେ ଚନ୍ଦନ ଟିପା ଦେବା ସହ ମଥାରେ ପୁଷ୍ପ ବୃଷ୍ଚି ମଧ୍ୟ କରାଯାଉଛି

manidt
କାଲିଠୁ ଖୋଲିବ ଧାର୍ମିକ ସ୍ଥଳ ଓ ସପିଂ ମଲ୍‌, ହେଲେ ଓଡ଼ିଶାରେ...

ଭୁବନେଶ୍ୱର: ଦୀର୍ଘ ୭୦ ଦିନର ବ୍ୟବଧାନ ପରେ କାଲିଠୁ ଦେଶର ବିଭିନ୍ନ ସ୍ଥାନରେ ଖୋଲିବ ଧାର୍ମିକସ୍ଥଳ, ସପିଙ୍ଗ୍ ମଲ, ହୋଟେଲ ଓ ରେଷ୍ଟୁରାଣ୍ଟ। ତେବେ ଓଡ଼ିଶାରେ କିଛି କ୍ଷେତ୍ରରେ ଜାରି ରହିବ କଟକଣା। କେନ୍ଦ୍ର ଗୃହ ମନ୍ତ୍ରାଳୟର ନୂଆ ଗାଇଡଲାଇନ୍ ଅନଲକ୍ ଓ୍ୱାନ୍ ଅନୁସାରେ କଣ୍ଟେନମେଣ୍ଟ ଅଞ୍ଚଳ ହୋଇନଥିଲେ କାଲିଠୁ ସର୍ବସାଧାରଣଙ୍କ ଲାଗି ଧାର୍ମିକସ୍ଥଳ, ସପିଙ୍ଗ୍ ମଲ, ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲି ପାରିବ। କରୋନା ସଂକ୍ରମଣ ରୋକିବାକୁ ଏସବୁ ସ୍ଥାନରେ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ପାଳନ […]

  • Monday, 26 July 2021