ଜରୁରୀକାଳୀନ କାର୍ଯ୍ୟ ପାଇଁ ହେଲ୍ପଲାଇନ୍ର ବ୍ୟବସ୍ଥା କରିବାକୁ ସରକାର କହିଛନ୍ତି । ନିର୍ଦ୍ଦେଶରେ କୁହାଯାଇଛି ଯେ, ହେଲ୍ପ ଲାଇନ୍ ଜରିଆରେ ଅଭିଭାବକମାନେ ସ୍କୁଲ ସହିତ ହୋଗାଯୋଗ କରିପାରିବେ ।
ଚାକିରି କରି ନଥିବା ପିଲାଙ୍କୁ ଭତ୍ତା ଦେବେ ସରକାର । ଦିଲ୍ଲୀ ସରକାର ଶିକ୍ଷିତ ବେକାରୀଙ୍କୁ ଭତ୍ତା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଯମୁନା ନଦୀ କୂଳରେ ଆଜି ଦିଲ୍ଲୀ ଜଳ ବୋର୍ଡର କର୍ମଚାରୀ ପହଞ୍ଚି ପାଣି ଛିଞ୍ଚିଛନ୍ତି । କୂଳକୁ ଯେପରି ଫେଣ ନଆସିବ ସେ ନେଇ ଚେଷ୍ଟା କରୁଛନ୍ତି
ଆପ୍ରେ ଯୋଗ ଦେଇପାରନ୍ତି ବଲିଉଡ଼୍ ଅଭିନେତା ସୋନୁ ସୁଦ୍। ଦଳରେ ଯୋଗ ଦେବା ନେଇ ଦୀର୍ଘଦିନ ହେବ ଚର୍ଚ୍ଚା ଲାଗିରହିଛି। ବଲିଉଡ ଅଭିନେତା ସୋନୁ ସୁଦ ଆମ୍ ଆଦମୀ ପାର୍ଟି (AAP) ରେ ଯୋଗଦେବା ଚର୍ଚ୍ଚା ଖୁବ୍ଶୀଘ୍ର ଶେଷ ହୋଇପାରେ।