ଚେକ୍ ଡ୍ୟାମ ନାଁରେ ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା। ନାଁ ଚେକ୍ ଡ୍ୟାମ ହେଲେ ରହୁନି ମୁନ୍ଦାଏ ପାଣି। ଚାଷୀ ପାଣି ପାଉନି କି ଗାଈଗୋରୁ ପାଣି ବି ପିଇପାରୁନାହାନ୍ତି। ଉପରେ ଚକ୍ ଚକ୍ ହେଲେ ଭିତରେ ପୂରା ଖୋଳ, ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ ଏହି ରିପୋର୍ଟ
ଲୋନ୍ କରିବାକୁ ଯାଇଥିଲେ ଆଉ ବ୍ୟାଙ୍କ ଆକାଉଣ୍ଟରୁ କଟିଗଲା ୧୨ ଲକ୍ଷ ଟଙ୍କା। ବେପାର କରିବେ କ’ଣ? ଏବେ ଯୋଗାଡ଼ ଟଙ୍କା କେଉଁଠୁ ଆଣିବେ ସେ ଚିନ୍ତାରେ...
ରାତାରାତି ଷ୍ଟାର୍ ପାଲଟି ଯାଇଛନ୍ତି ପଶ୍ଟିମବଙ୍ଗର ବାଦାମ ବିକାଳି ଭୁବନ ବାଦ୍ୟକରଙ୍କୁ ଘାରିଛି ଅଜଣା ଭୟ। ଯେଉଁଥି ପାଇଁ ଆଉ ରାସ୍ତାରେ ବୁଲି ବୁଲି ବାଦାମ ବିକିବେନି ଭୁବନ। ଜାଣନ୍ତୁ, ଆଉ କଣ ନିଷ୍ପତ୍ତି ନେଇଛନ୍ତି ‘କଚ୍ଚା ବାଦାମ’ ଗୀତର ଗୀତିକାର...
ଭୟଙ୍କର ପ୍ରଦୂଷଣ। ଗଛର ରଙ୍ଗ କଳା, ଆଉ ଆକାଶର ରଙ୍ଗ ଧଳା। ପ୍ରଦୂଷଣର ଆଁରେ ପୂରା ଅନୁଗୁଳ ସହର...ଯେଉଁଠିକୁ ଚାହିଁବେ କେବଳ ଦେଖିବେ ଧୂଳି ଆଉ ଧୂଳି...
ୟୁକ୍ରେନ ସହ ଯୁଦ୍ଧ ଘୋଷଣା ହେବା ପୂର୍ବରୁ ସକାଳୁ ସକାଳୁ ଏହି ନେତାଙ୍କୁ ଫୋନ୍ କରିଥିଲେ ପୁଟିନ୍। ବେଶ୍ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା କଥାବାର୍ତ୍ତା...ପରେ ଯୁଦ୍ଧ ପାଇଁ ନିର୍ଦ୍ଦେଶ ଦେଇଥିଲେ ପୁଟିନ୍। ଜାଣନ୍ତୁ କାହାକୁ ଥିଲା ସେହି ଫୋନ୍ କଲ?
ଭୋଟ ପୂର୍ବରୁ ଭୋଟରଙ୍କ ପାଖରେ ଲାଗି ହେଉଛି ଶୁଖିଲା ଭୋଗ। ବରା, ବାଇଗଣୀ, ଗରମ ଗରମ ଆଳୁଚପ୍...କିଏ କ’ଣ ଖାଇବ ଖାଇଯାଅରେ ନାରଣ...ଏ ଭୋଗ ପାଂଚ ବର୍ଷରେ ଥରେ ପା’ ଲାଗେ...
ଭାରତ ଛୋଟ ଛୋଟ ସହରେ ଆମେ ପ୍ରାୟ ଗୋଟିଏ ବୋତଲ ପାଣିର ମୂଲ୍ୟ ୩୦ ଟଙ୍କା ପର୍ଯ୍ୟନ୍ତ ଦେଇଥାଉ। କିନ୍ତୁ ଏଠି ଏମିତି ବି ଜାଗା ଅଛି ଯେଉଁଠି ଗୋଟିଏ ବୋତଲ ପାଣିକୁ ୧୨ ହଜାର ଟଙ୍କାରେ ବିକ୍ରି ହେଉଛି। ତେବେ ଏହି ପାଣିର ରହସ୍ୟ କ’ଣ ଓ ଏହା କେଉଁଠି ମିଳେ ଆସନ୍ତୁ ଜାଣିବା।
କଣ୍ଟାମାଳ ଥାନା ଖୁଣ୍ଟିଗୋରା ପଞ୍ଚାୟତ ଉଡେର ଗ୍ରାମର ବାସୁଦେବ ଭୋଇ । ବୟସ ୨୫ ବର୍ଷ । ବୃତ୍ତିରେ ଜଣେ ଶିକ୍ଷକ । ବିବାହ ପାଇଁ ଲଗ୍ନ ସ୍ଥିର ହୋଇସାରିଥିଲା । କିଛି ଦିନ ପରେ ହାତରୁ ଦିହାତ ହୋଇ ଥାଆନ୍ତେ
ତାଳଚେର ସାଉଥ ବଲଣ୍ଡାରେ ରହୁଥିବା MCL କର୍ମଚାରୀ ଶିଶିର କୁମାର ଦାସ ଓ ତାଙ୍କ ପତ୍ନୀ ନମିତା ଦାସଙ୍କ ପୁଅ ଶ୍ରିତାଂଶୁ । ୟୁକ୍ରେନର ଭିନିତସିୟା ସହରରେ ଥିବା National Pirogov memorial medical Universityରେ ସେ ଡାକ୍ତରୀ ପାଠ ପଢ଼ନ୍ତି
ମୋବାଇଲ ଫାଟି ଯିବା ଯୋଗୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ଗାଡ଼ିରୁ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ପକେଟ୍ରେ ଥିବା ମୋବାଇଲ ଫୋନ୍ ଫାଟି ଯାଇଥିଲା।
ଢେଙ୍କାନାଳ ଗୋବିନ୍ଦପୁରର ପୁଅ ସୁପ୍ରିତ ସ୍ୱାଇଁ ୟୁକ୍ରେନରେ ମେଡିକାଲ ପାଠ ପଢ଼ିବାକୁ ଯାଇଛନ୍ତି। ବାରମ୍ବାର ଭିଡିଓ କଲ୍ କଲା ପରେ ବି ଲାଗୁ ନ ଥିଲା। ଏବେ ଦେଖନ୍ତୁ କଣ ରହିଛି ସ୍ଥିତି।
ୟୁକ୍ରେନ୍ରେ ଫସି ରହିଛନ୍ତି ଢେଙ୍କାନାଳ ଗୋବିନ୍ଦପୁରର ସୁପ୍ରିତ ସ୍ୱାଇଁ । ଯେ କୌଣସି ମୂହୂର୍ତ୍ତରେ ସୁପ୍ରିତ ସ୍ୱାଇଁଙ୍କୁ ଫ୍ଲାଇଟରେ ପଠାଯିବାର ବ୍ୟବସ୍ଥା କରାଯାଇପାରେ ବୋଲି ମାଆ ସଂଧ୍ୟାରାଣୀ ସ୍ୱାଇଁଙ୍କ ସହ ଆଲୋଚନା ବେଳେ ଭିଡିଓ କଲରେ କହିଛନ୍ତି ସୁପ୍ରିତ ।
ବାପା ନିର୍ବାଚନ ପାଇଁ ବ୍ୟସ୍ତ ରହିବା ଯୋଗୁ ପୁଅ ପାଇଁ ଆଉ ବିରିୟାନୀ ଆଣି ପାରିନଥିଲେ। ଶେଷରେ ବିରିୟାନୀ ପାଇଁ ପୁଅ ଜୀବନ ହାରିଛି।
କିଏ କହୁଛନ୍ତି ଏହାଙ୍କ ବୟସ ୧୬୩ ବର୍ଷ। ୟୁଜର୍ସଙ୍କୁ ଚକିତ କରୁଥିବା ଏହି ଭିଡିଓଟିକୁ ନେଇ ସବୁ ଆଡେ ଚର୍ଚ୍ଚା। କିଏ କଲା ଏହି ଭିଡିଓ ରେକଡିଂ? ସତରେ କ’ଣ ଏତେ ବୟସରେ ପାଦ ଦେଲେଣି ଏହି ବୌଦ୍ଧ ଭିକ୍ଷୁ ?
୨ ଶିଶୁଙ୍କ ସଲିଳ ସମାଧି । ପୋଖରୀରେ ଗାଧୋଉଥିବାବେଳେ ବୁଡିଗଲେ ୨ ଶିଶୁକନ୍ୟା । ମାଲକାନଗିରି ଚାଲାଣଗୁଡ଼ା ପଞ୍ଚାୟତର ମୁଣ୍ଡାଗୁଡ଼ା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।
କାମକୁ ଗଲେ ମୋବାଇଲ ସାଙ୍ଗରେ ଥିବା ଦରକାର। ଗୀତ ବାଜୁଥିବା, କାମ ହଉଥିବ। ସେ ଯୋଉ ମଜା, ଆଉ କୋଉଥିରେ ନାହିଁ। ମୋବାଇଲର ଗୀତକୁ ନେଇ ଆସିଲା ମହା ଅଭିଯୋଗ...
ଭାବିଥିଲେ ଇଂଜିନିୟର ହେବି। ଭଲ ରୋଜଗାର କରି ପରିଣତ ବୟସରେ ମାଆକୁ ଭଲରେ ରଖିବେ ବୋଲି। ହେଲେ ଦଇବ ଏମିତି ଦେଲା ଯନ୍ତ୍ରଣା। ଏବେ ମାଆ କାନ୍ଧ ହୋଇଛି ସାହା ଭରସା...
ଗାଁ ଗାଁ ବଣ୍ଟା ବଣ୍ଟି ହଉଛି। ଏଇଥି ପାଇଁ ମେଡିକାଲ ବେଡ୍ ଛାଡି ପଳାଇ ଆସିଲି। କିଛି ମିଳିଗଲେ ମୋ ଔଷଧ ଖର୍ଚ୍ଚ ଉଠିଯିବ। କେହି କିଛି ଦିଅ...
ବିବାଦ ବନାମ ବିକାଶ। କୋରାପୁଟର ଯେଉଁ କୋଟିଆ ଅଂଚଳକୁ ନେଇ ବିବାଦ ଦେଖାଦେଇଛି, ସେଇ ମାଟିରେ ଫଳିଲା ଲାଲ୍ ଟହଟହ ଷ୍ଟ୍ରବେରୀ। ଆଦିବାସୀ ମାନଙ୍କୁ ଏହି ଚାଷ କୌଶଳ ଶିଖାଇ ଦିଆଯିବା ପରେ ସେମାନଙ୍କ ଭିତରେ ହସ ଫେରିଛି। ଏ ଚିତ୍ର ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ।
ସେ କଟକର ବିଧାୟକ ଥିଲେ। ଏବେ ପୁଅକୁ ବିଧାୟକ କରି ମୁହାଁଇଛନ୍ତି କେନ୍ଦ୍ରାପଡା ଆଡେ। ଭୋଟ ବେଳେ ଗାଁକୁ ଯାଇ ଦେଉଛନ୍ତି ଭୋଜି...
ଭୋଟର ତାଲିକାରେ ତ୍ରୁଟି ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଲୋକେ । ଖୋର୍ଦ୍ଧା ଜିଲ୍ଲାରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ।
ଅନଲାଇନ ଲୋନ୍ ପଡି ସର୍ବସ୍ୱାନ୍ତ ହୋଇଗଲେ ସୁରଥ ବାରିକ। ୭୫ ଲକ୍ଷ ଟଙ୍କା ମାୟାରେ ପଡି ଗଲେ ଦିଲ୍ଲୀ। ହେଲେ ଫେରିଲେ ଖାଲି ହାତରେ...
ଆଡ଼କାଠ ନିକଟରୁ ଭକ୍ତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ କରିପାରିବେ ଦର୍ଶନ । ବୈଠକ ଶେଷରେ ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।
ଦୁନିଆରେ ମାଆ ହେଉଛି ଏମିତି ଏକ ଶବ୍ଦ, ଯାହା କି ଦୁନିଆର ସବୁଠାରୁ ଶକ୍ତିଶାଳୀ। ଆଉ ମାଆ ହେଉଛି ଏମିତି ଏକ ସଂଜ୍ଞା, ଯାହା ଖୋଜି ପାଇବା ବୋଧ ହୁଏ ଏ ମଣିଷ ସମାଜ ପାଇଁ କଷ୍ଟକର। ଆପଣମାନେ ଅନେକ ମାଆ-ପୁଅଙ୍କ କଥା ଶୁଣିଥିବେ, ଯେଉଁଠି ମାଆର ଅଧୁରା ସ୍ୱପ୍ନକୁ ପୂରଣ କରିଥାଏ ପୁଅ। ହେଲେ ଏଠି ସଂପୂର୍ଣ୍ଣ ଓଲଟା। ମାଆ ପୂରଣ କଲା ପୁଅର ଅଧୁରା ସ୍ୱପ୍ନ ।
କେନ୍ଦ୍ରୀୟ ଡେପୁଟେସନ୍ରେ ଯିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଗକୁ ଦେଖିବାକୁ ବାକି ରହିଲା ଯେ, କ୍ରିଷନ କୁମାର ଓଡ଼ିଶା ଛାଡ଼ି ଯାଉଛନ୍ତି ନା ନାହିଁ ।