ରାତାରାତି ଷ୍ଟାର୍ ପାଲଟି ଯାଇଛନ୍ତି ପଶ୍ଟିମବଙ୍ଗର ବାଦାମ ବିକାଳି ଭୁବନ ବାଦ୍ୟକରଙ୍କୁ ଘାରିଛି ଅଜଣା ଭୟ। ଯେଉଁଥି ପାଇଁ ଆଉ ରାସ୍ତାରେ ବୁଲି ବୁଲି ବାଦାମ ବିକିବେନି ଭୁବନ। ଜାଣନ୍ତୁ, ଆଉ କଣ ନିଷ୍ପତ୍ତି ନେଇଛନ୍ତି ‘କଚ୍ଚା ବାଦାମ’ ଗୀତର ଗୀତିକାର...
Published: Otv Khabar Bureau
Last updated: 25 February 2022, 08:30 AM IST
ଭୟଙ୍କର ପ୍ରଦୂଷଣ। ଗଛର ରଙ୍ଗ କଳା, ଆଉ ଆକାଶର ରଙ୍ଗ ଧଳା। ପ୍ରଦୂଷଣର ଆଁରେ ପୂରା ଅନୁଗୁଳ ସହର...ଯେଉଁଠିକୁ ଚାହିଁବେ କେବଳ ଦେଖିବେ ଧୂଳି ଆଉ ଧୂଳି...