ଚେକ୍ ଡ୍ୟାମ ନାଁରେ ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା। ନାଁ ଚେକ୍ ଡ୍ୟାମ ହେଲେ ରହୁନି ମୁନ୍ଦାଏ ପାଣି। ଚାଷୀ ପାଣି ପାଉନି କି ଗାଈଗୋରୁ ପାଣି ବି ପିଇପାରୁନାହାନ୍ତି। ଉପରେ ଚକ୍ ଚକ୍ ହେଲେ ଭିତରେ ପୂରା ଖୋଳ, ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ ଏହି ରିପୋର୍ଟ