ଭଗବାନ ଶିବ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି, ସେଥିପାଇଁ ତାଙ୍କୁ ମହାଦେବ କୁହାଯାଏ। ଭୋଳାନାଥଙ୍କ ସହ ଜଡିତ ଅନେକ ରହସ୍ୟମୟ କାହାଣୀ ଲୋକପ୍ରିୟ। ତେବେ ଆଜି ମହା ଶିବରାତ୍ରୀ ବା ଜାଗର ଅବସରରେ ଆସନ୍ତୁ ଭଗବାନ ଶିବଙ୍କ ସହ ଜଡିତ କିଛି ରହସ୍ୟ ବିଷୟରେ ଜାଣିନେବା।
ଆଗକୁ ଆସୁଛି ମହାଶିବରାତ୍ରୀ। ଉତ୍ସବମୁଖର ହୋଇପଡ଼ିବ ଶୈବପୀଠ। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା କାହିଁକି ପାଳନ ହୁଏ ମହାଶିବରାତ୍ରୀ। ପୁରାଣରେ ଏହାକୁ ନେଇ ଅନେକ କୌତୂହଳୀ କାହାଣୀ ରହିଛି। ମାତା ପାର୍ବତୀ ଜାଣିବାକୁ ଚାହିଁଥିଲେ, ଅଜାଣତରେ ଯଦି ଜଣେ ଶିବରାତ୍ରୀର ନୀତି କରିଥାଏ ତାହେଲେ ସେ ମଧ୍ୟ ପ୍ରଭୁଙ୍କ କୃପା ଲାଭ କରିଥାଏ। ପଢ଼ନ୍ତୁ ଏହି ସୁନ୍ଦର କାହାଣୀ।
ବିଶ୍ୱାସ କରାଯାଏ ଯେ ଭଗବାନ ଶିବଙ୍କର ଦୁଇଟି ପତ୍ନୀ ଥିଲେ, ପ୍ରଥମ ଦେବୀ ସତୀ ଏବଂ ଦ୍ୱିତୀୟ ମାତା ପାର୍ବତୀ। କିନ୍ତୁ ଯଦି ହିନ୍ଦୁ ପୁରାଣକୁ ବିଶ୍ୱାସ କରାଯାଏ, ତେବେ ଭଗବାନ ନିଳକଣ୍ଠେଶ୍ୱର ଜଣେ କି ଦୁଇଜଣ ନୁହେଁ ବରଂ ଚାରିଜଣଙ୍କୁ ବିବାହ କରିଥିଲେ।
ଆଡ଼କାଠ ନିକଟରୁ ଭକ୍ତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ କରିପାରିବେ ଦର୍ଶନ । ବୈଠକ ଶେଷରେ ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।