• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Russiaukrainewar

Ukrainian Missile Hits Military Camp In Russia, Vladimir Putin's Troops Withdrawing From Chernobyl
୩୫ ଦିନ ପରେ ବି ଥମୁନି ଯୁଦ୍ଧ; ରଷିଆ ଉପରେ ୟୁକ୍ରେନ୍‌ର ମିଶାଇଲ୍ ମାଡ଼

ରଷିଆ-ୟୁକ୍ରେନ୍ ଯୁଦ୍ଧକୁ ବିତିଲାଣି ୩୫ ଦିନ । ତଥାପି ଏବେ ଯାଏଁ ବାହାରି ପାରିନି କୌଣସି ନିଷ୍କର୍ସ । ଗୋଟେପଟେ ୟୁକ୍ରେନ୍‌ରୁ ରଷିଆ ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟପଟେ ୟୁକ୍ରେନ୍-ରଷିଆ ଉପରେ ମିଶାଇଲ୍‌ରେ ହମଲା କରିଛି ।

Special Story | Love During War - Delhi Lawyer To Marry Ukrainian Girl
ମହାଯୁଦ୍ଧ ବେଳେ ଆନ୍ନାଙ୍କୁ ବିବାହ କରିବେ ଅନୁଭବ, ଜାଣନ୍ତୁ ବାହାଘର ହେବ କେଉଁଠି?

ଯୁଦ୍ଧ ଭିତରେ ସାମ୍ନାକୁ ଆସିଲା ପ୍ରେମର ବାର୍ତ୍ତା। ଏବେ ବିବାହ ବନ୍ଧନରେ ବାନ୍ଧି ହେବେ ଅନୁଭବ-ଆନ୍ନା। ଋଷିଆର ଭୟଙ୍କର ଆକ୍ରମଣରେ ବଙ୍କର ଭିତରେ ଲୁଚି ରହିଥିଲେ, ଏବେ ନୂଆଦିଲ୍ଲୀରେ ପରସ୍ପରର ହେବେ ଜୀବନସାଥୀ...ଜାଣନ୍ତୁ ବିବାହର ପୂରା ସ୍କେଡ୍ୟୁଲ ।

Special Story | Ukraine Fears Poisoning Of Its Delegation By Russia - OTV Report
ୟୁକ୍ରେନକୁ ଘାରିଛି ବିଷ ଭୟ : ଋଷ୍‌-ୟୁକ୍ରେନ ବୈଠକରେ କିଛି ଖାଇବେନି ୟୁକ୍ରେନ ପ୍ରତିନିଧି

ୟୁକ୍ରେନକୁ ଘାରିଲାଣି ବିଷ ଭୟ। ଋଷ୍‌-ୟୁକ୍ରେନ ମଧ୍ୟରେ ହେବାକୁ ଥିବା ବୈଠକରେ କୌଣସି ଖାଦ୍ୟ ଗ୍ରହଣ ନକରିବାକୁ ୟୁକ୍ରେନ ପ୍ରତିନିଧିଙ୍କୁ ଜାରି ହେଲା ନିର୍ଦ୍ଦେଶ। ମନ୍ତ୍ରୀ କହିଲେ, ପୂର୍ବ ବୈଠକରେ ଖାଇଥିବାରୁ ବିଗିଡ଼ିଥିଲା ସ୍ୱାସ୍ଥ୍ୟାବସ୍ଥା ।

russia ukrain war
ଋଷିଆର ଆକ୍ରମଣକୁ ଡରି ପୋଲାଣ୍ଡ ପଳାଇଲେ ଜେଲେନସ୍କି?

ଋଷିଆର ଭୟଙ୍କର ଆକ୍ରମଣକୁ ଦେଖି ଦେଶ ଛାଡ଼ି ପୋଲାଣ୍ଡ ପଳାଇଲେ ଜେଲେନସ୍କି? ଋଷିଆ ଗଣମାଧ୍ୟମ ଦେଲା ଚାଚଂଲ୍ୟକର ତଥ୍ୟ, ସେପଟେ ୟୁକ୍ରେନ ପ୍ରଧାନମନ୍ତ୍ରୀ କହିଲେ

Mass resignation
ରୁଷିଆ ମାଟିରେ ମଧ୍ୟ ପ୍ରତିବାଦର ସ୍ୱର, ଟିଭି ଚ୍ୟାନେଲର ସମସ୍ତ କର୍ମଚାରୀଙ୍କ ସାମୂହିକ ଇସ୍ତଫା

ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ରୁଷିଆ ମାଟିରେ ମଧ୍ୟ ପ୍ରତିବାଦର ସ୍ୱର । ୟୁକ୍ରେନ ଉପରେ ତୁରନ୍ତ ଆକ୍ରମଣ ବନ୍ଦ ପାଇଁ ରୁଷିଆର ଏକ ଟିଭି ଚ୍ୟାନେଲର ସମସ୍ତ କର୍ମଚାରୀଙ୍କ ସାମୂହିକ ଇସ୍ତଫା । କାର୍ଯ୍ୟକ୍ରମ ପ୍ରସାରଣ ଚାଲୁଥିବା ବେଳେ ଲାଇଭ୍ ଇସ୍ତଫା ଦେଲେ ସମସ୍ତେ ।

Russo Ukrainian Conflict - How Much Is Russia Spending On Waging War Each Day
ଋଷ-ୟୁକ୍ରେନ୍ ମହାଯୁଦ୍ଧ। ଦିନକୁ ପୁଟିନ୍ ଖର୍ଚ୍ଚ କରୁଛନ୍ତି...

ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ମହାଯୁଦ୍ଧ। ୟୁକ୍ରେନ ଉପରେ ଜବରଦସ୍ତ ଆଟାକ୍ ପାଇଁ ମାତ୍ର ଗୋଟିଏ ଦିନରେ ପୁଟିନ୍ ଖର୍ଚ୍ଚ କରୁଛନ୍ତି ଏତିକି ଲକ୍ଷ କୋଟି ଟଙ୍କା…ଏତେ ପରିମାଣ ଟଙ୍କାରେ ପୂରା ବିଶ୍ୱ…

President Zelensky
ଯୁଦ୍ଧ ବେଳେ ଭାବବିହ୍ୱଳ ହେଲେ ୟୁକ୍ରେନ ରାଷ୍ଟ୍ରପତି: କହିଲେ, ଆମକୁ ସମସ୍ତେ ଏକା କରିଦେଲେ

ଋଷିଆର ପ୍ରଚଣ୍ଡ ଆକ୍ରମଣକୁ ସାମ୍ନା କରିପାରୁନି ୟୁକ୍ରେନ। କିନ୍ତୁ ମୁଣ୍ଡ ନୁଆଁଇବାର ପ୍ରଶ୍ନ ଉଠୁନାହିଁ ବୋଲି ୟୁକ୍ରେନ ସ୍ପଷଟ କରିଛି। ଗୋଟିଏ ପଟେ ଆକ୍ରମଣର ସାମ୍ନା କରିପାରୁନି ସତ କିନ୍ତୁ ଋଷିଆକୁ କଡ଼ା ଜବାବ ଦେବାକୁ ଚେଷ୍ଟା କରୁଛି ୟୁକ୍ରେନ

Nuclear Weapons
ଋଷିଆ ଉପରେ ପରମାଣୁ ଆକ୍ରମଣ କରିଦେବ କି ଫ୍ରାନ୍ସ?

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ସମଗ୍ର ୟୁରୋପ ପ୍ରତି ବିପଦ ସୃଷ୍ଟି ହୋଇଛି। ଯଦି କୌଣସି ରାଷ୍ଟ୍ର ୟୁକ୍ରେନକୁ ସହାୟତା କରିବେ, ତା’ହେଲେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଧମକ ଦେଇଛନ୍ତି।

Modi Talk With Putin
"ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ": ୟୁକ୍ରେନ୍

ୟୁକ୍ରେନ୍‌ ଏବଂ ରୁଷ ମଧ୍ୟରେ ଭୟାବହ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଆଜି ରାତିରେ ଏହି ପ୍ରସଙ୍ଗରେ ରୁଷ ରାଷ୍ଟ୍ରପତି ଭ୍ଲାଡମିରି ପୁଟିନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି।

Indian Return Issue
ୟୁକ୍ରେନ୍‌ରୁ ଉଦ୍ଧାର ପାଇଁ ଓଟିଭି ଜରିଆରେ ଓଡିଆ ଛାତ୍ରଛାତ୍ରୀଙ୍କ ଅପିଲ୍‌

ୟୁକ୍ରେନ୍-ଋଷିଆ ଯୁଦ୍ଧ ମଧ୍ୟରେ ଭାରତୀୟଙ୍କ ସୁରକ୍ଷା ଚିନ୍ତା ଖାସ୍ କରି ୟୁକ୍ରେନ୍‌ରେ ରହୁଥିବା ଭାରତୀୟଙ୍କ ଲାଗି ଆଡଭାଇଜରୀ ଜାରି କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ୟୁକ୍ରେନ ସ୍ଥିତିକୁ ଅନିଶ୍ଚିତତାପୂର୍ଣ୍ଣ କହିବା ସହ ବିବ୍ରତ ନହୋଇ ସୁରକ୍ଷିତ ରହିବାକୁ କୁହାଯାଇଛି।

Dhenkanal Boy in Ukrain
"ସବୁ ଏୟାରପୋର୍ଟ ସିଜ୍‌, ଘରକୁ ଯିବି କେମିତି?"

ୟୁକ୍ରେନ୍‌ରେ ଫସି ରହିଛନ୍ତି ଢେଙ୍କାନାଳ ଗୋବିନ୍ଦପୁରର ସୁପ୍ରିତ ସ୍ୱାଇଁ । ଯେ କୌଣସି ମୂହୂର୍ତ୍ତରେ ସୁପ୍ରିତ ସ୍ୱାଇଁଙ୍କୁ ଫ୍ଲାଇଟରେ ପଠାଯିବାର ବ୍ୟବସ୍ଥା କରାଯାଇପାରେ ବୋଲି ମାଆ ସଂଧ୍ୟାରାଣୀ ସ୍ୱାଇଁଙ୍କ ସହ ଆଲୋଚନା ବେଳେ ଭିଡିଓ କଲରେ କହିଛନ୍ତି ସୁପ୍ରିତ ।

Ukraine-Russia War
ଚାରିଆଡେ ହାହାକାର, ଋଷିଆ-ୟୁକ୍ରେନ୍‌ ଯୁଦ୍ଧବିଭୀଷିକାର କିଛି ଦୃଶ୍ୟ

ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଯାହାକି ତୃତୀୟ ବିଶ୍ୱ ଯୁଦ୍ଧ ଆଡକୁ ଯାଉଛି ବୋଲି କୁହାଯାଉଛି।