ମଧ୍ୟବିତ୍ତ ଖାଉଟିଙ୍କ ହାଣ୍ଡିଶାଳରେ ରୁଷ ୟୁକ୍ରେନ୍ ଯୁଦ୍ଧର ପ୍ରଭାବ । ଗଲା ୧୦ ଦିନ ଭିତରେ ସୂର୍ଯ୍ୟମୂଖୀ ତେଲ ଲିଟର ପିଛା ୩୦ରୁ ୪୦ ଟଙ୍କା ବୃଦ୍ଧି ପରେ ସାଧାରଣରେ ଭାଳେଣି ।
ମହିଳାମାନେ ଆଉ ଘର କଣରେ ସୀମିତ ନାହାନ୍ତି। ନିଜର ଶକ୍ତିକୁ ଦୁନିଆକୁ ଦେଖେଇ ସାରିଲେଣି। ତେବେ ଆସନ୍ତୁ ବିଶ୍ୱ ମହିଳା ଦିବସ ଅବସରରେ, ବିଶ୍ୱର ଏପରି ପାଞ୍ଚ ଜଣ ସଶକ୍ତ ମହିଳାଙ୍କ ବିଷୟରେ ଜାଣିନେବା ଯେଉଁମାନେ କେବଳ ନିଜ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ।
ନିର୍ବାଚର ସରିଲେ ଆରମ୍ଭ ହୁଏ ଏକଜିଟ୍ ପୋଲ। ଏହା କ’ଣ ଠିକ୍ ସୂଚନା ଦିଏ? ଏହାର ସଠିକତାକୁ ନେଇ କାହିଁକି ଉଠେ ପ୍ରଶ୍ନ ଓ ଏହାକୁ ବିରୋଧ କାହିଁକି ଜାଣିବା ପାଇଁ ପଢନ୍ତୁ।
ଆଗକୁ ବଢୁଛନ୍ତି ନାରୀ। କିଛି ବଡ ବଡ ରାଜନୈତିକ ଦଳର ଜାତୀୟ ସଭାପତି ନେତୃତ୍ୱ ନେଉଥିବାବେଳେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଭିନ୍ନ ରାଜନୈତିକ କ୍ଷେତ୍ରରେ ଥିବା ଏହି ମହିଳାମାନେ ଆଜି ପାଉଛନ୍ତି ସମ୍ମାନ।
ଜଣେ ଦିନ ମଜୁରିଆଙ୍କ ଝିଅ ଭାରତୀୟ ଦଳରେ ସାମିଲ ହୋଇ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବାଲିଗୁଡ଼ାର ସୁନା ଝିଅ ପ୍ରୀତିଲତା ନାୟକ.. ଭାରତୀୟ ମହିଳା ଟେନିସ କ୍ରିକେଟ ଦଳର ସେ ଜଣେ ଉଦୀୟମାନ ଖେଳାଳି..
ପାଦେ ପାଦେ ବିପଦ। ଟିକିଏ ଏପଟ ସେପଟ ହେଲେ ଚାଲି ଯାଇପାରେ ଜୀବନ। ଜଳାଶୟ ଉପରୁ ଯିବାକୁ ଏକମାତ୍ର ସାହାରା ବାଉଁଶ ପୋଲ। ନଦୀ ନାଳ ପାର ହେବାକୁ ଏକମାତ୍ର ସାହାରା ବାଉଁଶ ପୋଲ।
ଚିତ୍ର ଯାହା ମନର କଥାକୁ କାନଭାସରେ ପରିପ୍ରକାଶ କରେ। ମହିଳା ଯିଏ ଜୀବନ ସାରା ନିଜ ପାଇଁ ନିଜ ପରିବାର ପାଇଁ ବଳିଦାନ ଦିଏ । ଆଉ ଯେତେବେଳେ ମହିଳାଙ୍କ ହାତରେ ତୂଳୀ ଆସେ ସେତେବେଳେ ଆପେ ଆପେ ଆଙ୍କି ହୋଇଯାଏ ଅନେକ କିଛି । ସମାଜର ବାସ୍ତବ ଚିତ୍ରକୁ କାନଭାସରେ ତୋଳି ଧରିଛନ୍ତି ମହିଳା ଚିତ୍ର ଶିଳ୍ପୀ।
କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାଳପଟଣା ଗାଁର ଶୁଭ୍ରକାନ୍ତ ଲେଙ୍କା । ୟୁକ୍ରେନରେ ପ୍ରଥମ ବର୍ଷର ଡାକ୍ତରୀ ପାଠ ପଢ଼ୁଥିଲେ । ଯୁଦ୍ଧଭୂମିରେ ଗୋଟିଏ ସପ୍ତାହର ଆତଙ୍କିତ ଜୀବନ କାଟିବା ପରେ ୬ ତାରିଖ ବିଳମ୍ବିତ ରାତିରେ ନିଜ ଘର ମାଳପାଟଣାରେ ପହଞ୍ଚିଛନ୍ତି ।
ଓଡ଼ିଶାର ଚାହିଦା ଅନୁସାରେ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ତେଲ ଅଛି। ତେଣୁ କୌଣସି ଖାଉଟି ଗୁଜବ ସୃଷ୍ଟି କରନ୍ତୁ ନାହିଁ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସମ୍ପାଦକ କହିଛନ୍ତି।
ଆଗ ପଛ, ଉପର ତଳ ସବୁଆଡେ ଖାଲି ଗେରୁଆ ପତାକା। ଆଗରୁ କିନ୍ତୁ ମୁଁ ଗ୍ରୀନ ଥିଲି। ଏବେ ଗେରୁଆ ହୋଇଛି କେବଳ ଏଇଥି ପାଇଁରେ ନାରଣ ।
କାହା ହାତରେ ଦୂରବିକ୍ଷଣ ଯନ୍ତ୍ର ତ ଆଉ କାହା ହାତରେ ପ୍ରକଳ୍ପ। ବଡ଼ ହେଲେ ବୈଜ୍ଞାନିକ ହେବାର ସଂକଳ୍ପ ନେଇ ଆଗେଇ ଆସିଛନ୍ତି ଏହି ପିଲା। ସ୍କୁଲରେ ମୂଳଦୁଆ ପକାଇ ତିଆରି କରିଛନ୍ତି ଭଳିକି ଭଳି ପ୍ରକଳ୍ପ। ଯାହାକୁ ମିଳିଛି ଢେରସାରା ପ୍ରଶଂସା
ମୁଁ ହାଡ଼ ପାକଳ କରୁଛି। ଆଗକୁ ଜୋରଦାର ଲଢେଇ କରିବାର ଅଛି। ହାଡ ମଜବୁତ ହୋଇନଥିଲେ ହାରିବାକୁ ହେବ। ହାଡ଼ ସବୁ ଭାଙ୍ଗି ଚୁନା ହୋଇଯିବ...
ପଦାକୁ ଆସିଲା ଅସଲ କଥା। କାମ ନ କରି ଲଗାଇ ଦେଲେ ଫଳକ। ଆଉ ଫଳକ ଲଗାଇ ଦେଇ ଚଳୁ କରି ଦେଲେ ଲକ୍ଷ ଲକ୍ଷ ଟଙ୍କା। ଏବେ ସତ ପଦାକୁ ଆସିବା ପରେ...
ମହାପ୍ରଭୁଙ୍କ ବେଶ ସମୟରେ ଦେଖିବାକୁ ମିଳିଲା ରକ୍ତଛିଟା। ରକ୍ତଛିଟା ଦେଖାଯିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା।
ପ୍ରିନ୍ସପାଲଙ୍କ ଘରେ ଭିଜିଲାନ୍ସ ରେଡ୍। ହୀରାନୀଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଆଜି ସକାଳୁ ସକାଳୁ ଚଢ଼ଉ ହୋଇଛି।
ବିନା ଶିକ୍ଷକରେ ଚାଲିଛି ବିଦ୍ୟାଳୟ। ଅନ୍ୟ ସ୍କୁଲ୍ର ଶିକ୍ଷକ ସପ୍ତାହକୁ ୩ ଦିନ ଡେପୁଟେସନରେ ଆସି ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି। ଫଳରେ ବର୍ଷକର କୋର୍ସ ଶେଷ ହୋଇପାରୁନାହିଁ।
କାହା ହାତରେ ଦୂରବିକ୍ଷଣ ଯନ୍ତ୍ର ତ ଆଉ କାହା ହାତରେ ପ୍ରକଳ୍ପ। ବଡ଼ ହେଲେ ବୈଜ୍ଞାନିକ ହେବାର ସଂକଳ୍ପ ନେଇ ଆଗେଇ ଆସିଛନ୍ତି ଏହି ପିଲା। ସ୍କୁଲରେ ମୂଳଦୁଆ ପକାଇ ତିଆରି କରିଛନ୍ତି ଭଳିକି ଭଳି ପ୍ରକଳ୍ପ। ଯାହାକୁ ମିଳିଛି ଢେରସାରା ପ୍ରଶଂସା
ଗଛରେ ପିଟି ହେଲା ବରଯାତ୍ରୀ ଗାଡ଼ି। ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।
ଦ୍ରୁତଗତିରେ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ା ଖୋଳାଯାଇଛି ବିରାଟ ବିରାଟ ଗାତ, ବନ୍ଧା ଯାଇଛି ଲୁହାରଡ଼, ଚାଲିଛି କଂକ୍ରିଟ୍ ନିର୍ମାଣ।କୁହାଯାଉଛି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ପଟେ ତିଆରି ହେଉଛି, ଇଲେକ୍ଟ୍ରିକାଲ୍ ରୁମ, ସେଲଟର ରୁମ୍ ଓ ଶୌଚାଳୟ।
ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଶୁଣାଇଛି ଜଗନ୍ନାଥ ସେନା।
ଭାରତରେ ଇଣ୍ଟର୍ଣ୍ଣସିପ୍ କରିପାରିବେ ବୋଲି କହିଥିଲା ଏନ୍ଏମ୍ସି।
ନିଜେ କାଉଣ୍ଟରରେ ଟିକେଟ୍ କାଟିଲେ ପରେ ମେଟ୍ରୋ ଟ୍ରେନ୍ରେ ସାଧାରଣ ଲୋକଙ୍କ ସହ ଯାତ୍ରା କଲେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଭଳି ଘଟଣା ଦେଖିବାକୁ ମିଳିଛି, ଆଜି ପୁଣେ ସହରରେ । ପୁଣେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଟ୍ରୋ ରେଲ୍ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ସାଧାରଣ ଲୋକଙ୍କ ସହ ମେଟ୍ରୋରେ ପୁଣେ ସହର ପରିଭ୍ରମଣ କରିଛନ୍ତି ।
ସୋସିଆଲ ମିଡ଼ିଆରେ ଡିଜିଟାଲ ସୁନ୍ଦରୀ ଆତଙ୍କ । ଲୋକଙ୍କୁ ବ୍ଲାକମେଲ କରି ଟଙ୍କା ଆଦାୟ କରିବା ଉଦ୍ଦେଶ୍ୟରେ ସାଇବର ଅପରାଧୀମାନେ ‘ଅଶ୍ଳୀଳ ଚାର୍ଟକୁ ଆୟୁଧ କରୁଛନ୍ତି । ଏହି ପରିପେକ୍ଷୀରେ ଡିଜିଟାଲ ସୁନ୍ଦରୀଙ୍କ କବଳରୁ ନିଜକୁ ରକ୍ଷା କରିବାକୁ ଓଡ଼ିଶା ପୋଲିସ ଲୋକଙ୍କୁ ସତର୍କ କରାଇଛନ୍ତି । ଏନେଇ ଓଡ଼ିଶା ପୋଲିସ୍ ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି ।
ଛେଳି ଚୋରିକୁ ନେଇ ଆନ୍ଧ୍ର ଓ ଓଡ଼ିଶା ପୋଲିସ ମୁହାଁମୁହିଁ । ଆନ୍ଧ୍ରର ଘଟଣା ଓ ଆନ୍ଧ୍ରର ଚୋରକୁ ଓଡ଼ିଶା ପୋଲିସ ବାନ୍ଧି ପାରିବ ନାହିଁ ବୋଲି କହି ଆନ୍ଧ୍ର ପୋଲିସର ଅତିକ୍ରମଣକୁ ଓଡ଼ିଶା ପୋଲିସ ବିରୋଧ କରିଛି ।
ଭାରି ବୁଦ୍ଧିଆ ମଙ୍ଗଳା । ଲୁକ୍ ଯେମିତି ଅଭିନୟ ସେମିତି। ନିଜ ଆଖିର ଯାଦୁଗରୀରେ ଦର୍ଶକଙ୍କୁ ଦେଉଛନ୍ତି ହାଣି...ଦେଖୁନାହାନ୍ତି କେମିତି ଦେଉଛନ୍ତି ଲୁକ୍