Advertisment

କାଉଣ୍ଟରରୁ ଟିକେଟ୍ କାଟି ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି

ନିଜେ କାଉଣ୍ଟରରେ ଟିକେଟ୍ କାଟିଲେ ପରେ ମେଟ୍ରୋ ଟ୍ରେନ୍‌ରେ ସାଧାରଣ ଲୋକଙ୍କ ସହ ଯାତ୍ରା କଲେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଭଳି ଘଟଣା ଦେଖିବାକୁ ମିଳିଛି, ଆଜି ପୁଣେ ସହରରେ । ପୁଣେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଟ୍ରୋ ରେଲ୍ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ସାଧାରଣ ଲୋକଙ୍କ ସହ ମେଟ୍ରୋରେ ପୁଣେ ସହର ପରିଭ୍ରମଣ କରିଛନ୍ତି ।

author-image
Pallipuspa Samal

PM Narendra Modi Metro Rail Project
Advertisment
Advertisment