କାହା ହାତରେ ଦୂରବିକ୍ଷଣ ଯନ୍ତ୍ର ତ ଆଉ କାହା ହାତରେ ପ୍ରକଳ୍ପ। ବଡ଼ ହେଲେ ବୈଜ୍ଞାନିକ ହେବାର ସଂକଳ୍ପ ନେଇ ଆଗେଇ ଆସିଛନ୍ତି ଏହି ପିଲା। ସ୍କୁଲରେ ମୂଳଦୁଆ ପକାଇ ତିଆରି କରିଛନ୍ତି ଭଳିକି ଭଳି ପ୍ରକଳ୍ପ। ଯାହାକୁ ମିଳିଛି ଢେରସାରା ପ୍ରଶଂସା
Published: Pallipuspa Samal
Last updated: 07 March 2022, 11:33 AM IST
ମୁଁ ହାଡ଼ ପାକଳ କରୁଛି। ଆଗକୁ ଜୋରଦାର ଲଢେଇ କରିବାର ଅଛି। ହାଡ ମଜବୁତ ହୋଇନଥିଲେ ହାରିବାକୁ ହେବ। ହାଡ଼ ସବୁ ଭାଙ୍ଗି ଚୁନା ହୋଇଯିବ...