ତାପମାତ୍ରା ବୃଦ୍ଧି ଯୋଗୁଁ ସାରା ଦେଶ ଚିନ୍ତାରେ। ସ୍କୁଲ୍ ଯାଉଥିବା ପିଲାମାନଙ୍କ ପାଇଁ ଏହା ଭାରି ପଡିଛି। ଏହାରି ଭିତରେ ଜଣେ ଶିକ୍ଷକ ନିଆରା ଢଙ୍ଗରେ ଗୋବିନ୍ଦାଙ୍କ ଷ୍ଟାଇଲ୍ରେ ପିଲାମାନଙ୍କୁ ସଚେତନ କରୁଥିବା ଦେଖାଯାଏ।
ରାନୁଙ୍କ ମଣ୍ଡଳଙ୍କ ପରି ଆଉ ଜଣେ ଗାୟକ ଆଗକୁ ଆସିଛନ୍ତି, ଯିଏ ବହୁତ ସୁନ୍ଦର ଗୀତ ଗାଉଛନ୍ତି। ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଟ୍ରକ୍ ଡାଇଭର ନଜର ଆସିଛନ୍ତି, ଯିଏ ମହମ୍ମଦ ରାଫିଙ୍କ ଗୀତକୁ ଚମତ୍କାର ଭାବେ ଗାଉଛନ୍ତି।
ଭାରି ପଡିଲା ଅନ୍ଲାଇନ୍ ଅର୍ଡର । ୩୦ ହଜାର ସାଉଣ୍ଡ ସିଷ୍ଟମ ବଦଳରେ ଆସିଲା କବାଡି ଜିନିଷ, ଆଉ ତା’ପରେ...
ଐତିହ୍ୟ କରିଡର୍ କାମ ସବୁ ନିୟମ ମୁତାବକ ହେଉଛି କି ? ବୋଲି ପ୍ରଶ୍ନରେ କେହି ଜଣେ ହେଲେ କିନ୍ତୁ ମୁହଁ ଖୋଲିନଥିଲେ ।
ବିଡିଓଙ୍କୁ ମାଡ଼ ମାରିଥିବା ନେଇ ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।
ସଦର ଥାନା ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ମଦୁଆ ଗାଡ଼ିଚାଳକଙ୍କୁ ସାବାଡ଼ କରିବା ପାଇଁ ଗତକାଲି ଠାରୁ ପୋଲିସ ଓ ପରିବହନ ବିଭାଗର ମିଳିତ ଡ୍ରାଇଭ ଆରମ୍ଭ କରିଛି ।
ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନରଙ୍କ ମୃତ୍ୟୁ ଘଟିଛି ।
କାଗଜ କଲମରେ ସରକାରୀ ଯୋଜନା। କେଉଁଠି କାମ ନ ହୋଇ ଫଳକ ଲାଗୁଛି ତ ଆଉ କେଉଁଠି କାମ ନ କରି ଟଙ୍କା ଖାଇ ଦେଉଛନ୍ତି ଠିକାଦାର। ଏ ହେଉଛି ଏ ମିତି ଘଟଣା ଶ୍ମଶାନ ଅଛି ହେଲେ ଗୋଟିଏ ବି ଶବ
ପୁଟିନଙ୍କର ଅତି ବିଶ୍ୱସ୍ତ କିଏ? ଋଷୀୟ ସେନାର କମାଣ୍ଡର ଇନ ଚିଫ୍ ପୁଟିନ ସବୁ ବେଳେ ନିଜର ରଣକୌଶଳ ପାଇଁ ଏମାନଙ୍କ ଉପରେ ନିର୍ଭର କରିଥାନ୍ତି। ଏମାନଙ୍କ ପରାମର୍ଶ ଅନୁସାରେ ଅସ୍ତ୍ର ଉଠାଇବାକୁ ନିର୍ଦ୍ଦେଶ ଦେଇଥାନ୍ତି...
ଋଷିଆ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଥିବା ବେଳେ ପୁଟିନଙ୍କ ପ୍ରେମିକାଙ୍କୁ ନେଇ ପୁଣି ଚର୍ଚ୍ଚା। ପୁଟିନଙ୍କ ପ୍ରେମିକା ବୋଲି କୁହାଯାଉଥିବା ଆଲିନା କାବାଏଭାଙ୍କ ଉପରେ କଟକଣା ଲଗାଇବାକୁ ପଛଘୁଞ୍ଚା ଦେଇଛି ଆମେରିକା। ଏ ଖବର ପରେ ଋଷିଆର ସିକ୍ରେଟ୍ ଫାଷ୍ଟ ଲେଡିଙ୍କୁ ନେଇ ଚର୍ଚ୍ଚା
ଏ କେମିତିକା ଭକ୍ତ କିରେ ନାରଣ... ସିଂହଦ୍ୱାର ଆଗରେ ପଡିଛନ୍ତି ଯେ ଉଠୁ ନାହାଁନ୍ତି। ସାଆନ୍ତଙ୍କୁ ଦୁଃଖ ଜଣାଇବାକୁ ବୋଧେ ଆସିଛନ୍ତି ଏ ମ୍ୟାଡମ୍
ରାଜ୍ୟର ୮୯ଟି କ୍ଷେତ୍ରରେ ଶ୍ରମିକଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ହୋଇଛି। ମହଙ୍ଗା ଭତ୍ତା ୧୧ ଟଙ୍କା ଲେଖାଏ ବୃଦ୍ଧି ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି।
ଖରା ବେଳେ ଗାଁରେ ଅଘୋଷିତ ବିଜୁଳିକାଟ , ସନ୍ତୁଳି ହେଉଛନ୍ତି ଗ୍ରାମାଞ୍ଚଳ ବାସିନ୍ଦା ।ବିଦ୍ୟୁତ୍ ବିତରଣ କମ୍ପାନୀ ଡିସ୍କମ୍ ଟାଟା ପାଓ୍ୱାର କଟ୍ କରୁଥିବା ଗ୍ରାମବାସୀଙ୍କ ଅଭିଯୋଗ ...
ବାହାଘର ପରେ ଖୁସିରେ ମିଳିମିଶି ଘର ସଂସାର କରୁଥିଲେ ବିଶ୍ୱଜିତା ଓ ବିନୋଦ। ଦିନେ ହଠାତ୍ ଆଗକୁ ଆସିଲା ଗୋଟିଏ ଫଟୋ। ଯେଉଁଥିରେ ଫାଟିଗଲା ଖୁସିର ସଂସାର। କଣ ଥିଲା ସେ ଫଟୋରେ? ଜାଣିବା ପାଇଁ ଦେଖନ୍ତୁ ଜୀବନ ଦୋ ଛକିରେ ଆଶାର ଆଲୋକ
ଦୌଡି ଦୌଡି ନୟାନ୍ତ ହୋଇଗଲେଣି। ହେଲେ ଉପର ଅଫିସରଠୁ ତଳ ଅଫିସର ପର୍ଯ୍ୟନ୍ତ କେହି ଶୁଣୁ ନାହାଁନ୍ତି ଅଭିଯୋଗ। ଶେଷ କାନମୁଣ୍ଡା ଆଉଁସି ଚୁପ୍ ହୋଇ ବସିବାକୁ ହେଲା...
ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ
ପକ୍ଷୀ ସଉକକୁ ବେଉସା କରିଲେଣି ଯୁବ ଇଂଜିନିୟର। ମୁମ୍ବାଇରୁ ଚାକିରୀ ଛାଡି ଗାଁରେ ତିଆରି କରିଛନ୍ତି ପକ୍ଷୀ ବିହାର। ୪୨ ପ୍ରଜାତିର ନାମିଦାମୀ ପକ୍ଷୀ ରଖି କରୁଛନ୍ତି ମ୍ୟୁଟେସନ ଓ ବ୍ରିଡିଙ୍ଗ। ନିଜେ ସ୍ୱାବଲମ୍ବୀ ହେବା ସହ ବେକାରୀ ଯୁବକଙ୍କୁ ଦେଉଛନ୍ତି ରୋଜଗାର...
ଧନ୍ୟ ସେ ଠିକାଦାର। ଯିଏ ତିଆରି କରିଛି ଅଷ୍ଟବକ୍ରି ଡ୍ରେନ୍। ଆଖି ଖୋଲିବା ଦିନଠାରୁ ଆପଣ କେବେ ହେଲେ ଏମିତିକା ଡ୍ରେନ୍ ଦେଖିନଥିବେ, ଯାହା ଆନନ୍ଦପୁର ପୌର ପରିଷଦ ଅଂଚଳରେ ତିଆରି ହୋଇଛି। ଯେମିତି ସେମିତି ଡ୍ରେନ୍ କାମ କରି ଟଙ୍କା ଚଳୁ କରି ଦେଇଛନ୍ତି ଠିକାଦାର...
କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ସହ ମାର୍କେଟରେ ଚାଷୀ କିପରି ଉଚିତ ମୂଲ୍ୟ ପାଇପାରିବ, ସେ ନେଇ ଚାଲିଛି ପ୍ରସ୍ତୁତି। କେନ୍ଦ୍ର ସରକାର ଇ-ନାମ ମାର୍କେଟିଂ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରୁଛନ୍ତି। ଇ-ନାମ ମାର୍କେଟିଂ ନେଇ ଚାଷୀ ଖୁସି ଥିଲେ ମଧ୍ୟ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଚାଲିଥିବା ସମସ୍ତ କାର୍ଯ୍ୟକୁ ତନତନ କରି ଅନୁଧ୍ୟାନ କରୁଛି ASI ଟିମ୍
ଆଜି ରବିବାର ଜମିବ। ମାଛ କି ମଟନ୍ ନ ହୋଇ ହେବ କଙ୍କଡା ଡାଲମା। କେମିତି କରି ଜାଣି ନିଅନ୍ତୁ... ଆଉ ଖାଇ ସାରିବା ପରେ କମେଣ୍ଟ ବକ୍ସରେ ଜଣାଇବେ କେମିତି ଲାଗିଲା...
ପର୍ଯ୍ୟଟକ ଓ କୁମ୍ଭୀରମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମେ’ ପହିଲାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଭିତରକନିକା ବନ୍ଦ ରଖାଯାଇଛି।
ବିଶେଷଜ୍ଞଙ୍କ ମତରେ ଯେତେ ବିଜୁଳି ଦରକାର, ଟାଟା ସେତିକି କିଣୁ ନାହିଁ । ଆଉ ହଜାରେ ମେଗାଓ୍ୱାଟ କିଣିଲେ, ପାଓ୍ୱାର କଟ୍ ହୁଅନ୍ତା ନାହିଁ