କାଗଜ କଲମରେ ସରକାରୀ ଯୋଜନା। କେଉଁଠି କାମ ନ ହୋଇ ଫଳକ ଲାଗୁଛି ତ ଆଉ କେଉଁଠି କାମ ନ କରି ଟଙ୍କା ଖାଇ ଦେଉଛନ୍ତି ଠିକାଦାର। ଏ ହେଉଛି ଏ ମିତି ଘଟଣା ଶ୍ମଶାନ ଅଛି ହେଲେ ଗୋଟିଏ ବି ଶବ
Published: Pallipuspa Samal
Last updated: 01 May 2022, 02:01 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।