ବାହାଘର ପରେ ଖୁସିରେ ମିଳିମିଶି ଘର ସଂସାର କରୁଥିଲେ ବିଶ୍ୱଜିତା ଓ ବିନୋଦ। ଦିନେ ହଠାତ୍ ଆଗକୁ ଆସିଲା ଗୋଟିଏ ଫଟୋ। ଯେଉଁଥିରେ ଫାଟିଗଲା ଖୁସିର ସଂସାର। କଣ ଥିଲା ସେ ଫଟୋରେ? ଜାଣିବା ପାଇଁ ଦେଖନ୍ତୁ ଜୀବନ ଦୋ ଛକିରେ ଆଶାର ଆଲୋକ
Published: Pallipuspa Samal
Last updated: 01 May 2022, 12:55 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।