ଭିଡ଼ିଓ ପାଇଁ ପ୍ରବଳ ବିରକ୍ତ ହେଲା କୁନି ପୁଅ। କହିଲା, ଖାଇବାଠୁ ପିଇବା ଶୋଇବା ଯାଏଁ ସବୁବେଳେ ଖାଲି ଭିଡ଼ିଓ କରୁଛି। ମୁଁ ଯେତେବେଳେ ଝାଡା କରୁଛି ସେତେବେଳେ କଣ ପାଇଁ କ୍ୟାମେରା ଅପ୍ କରିଦେଉଛି? ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ଇଲୋ ବୋଉ...ଏଇଟା କୋଉ ନିଶା? ଦେଶୀ ନା ବିଦେଶୀ? ଭାଇ ତୁମକୁ ସିଟ୍ ମିଳିଛି ତୁମେ ଥୟ ହେଇକି ବସୁନ କାଇଁ? ନା ଇଏ ଶୁଣିବା ପରିସ୍ଥିତିରେ ହିଁ ନାହାନ୍ତି। ଦେଖୁନାହାନ୍ତି ନାଲିପାଣି ପେଟେ ପିଇ କେମିତି ହେଉଛନ୍ତି?
ପାନମଧୁରୀ ମୁଠି ଗଜା... ନାଁ ଯେମିତି, ଟେଷ୍ଟ ବି ସେମିତି। ଟିକିଏ ଗୋଲମରିଚ ସହ ଚିନି, ଲୁଣ ଦେଇ ଏମିତି ତିଆରି କରନ୍ତୁ ଏହି ସୁନ୍ଦର ରେସିପି… ନିଜେ ଖାଆନ୍ତୁ, ପରିବାର ସମ୍ପର୍କୀୟଙ୍କୁ ବି ଖୁଆନ୍ତୁ...
ଆଉ କିଛି ଘଣ୍ଟା ପରେ ଝିଅର ବାହାଘର ହୋଇଥାନ୍ତା। ହେଲେ ତା’ପୂର୍ବରୁ ଏମିତି ଏକ ଖବର ପରିବାର ଲୋକଙ୍କୁ ମିଳିଲା, ଯାହା ଶୁଣି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଗଲା।
IAS ପରୀକ୍ଷାରେ ସଫଳ ହେବା ପାଇଁ ପ୍ରାର୍ଥୀମାନେ ବର୍ଷ ବର୍ଷ ଧରି ଅଧ୍ୟୟନ କରନ୍ତି। ଏନେଇ ଅନେକ କୋଚିଂ ବି ନିଅନ୍ତି। କିନ୍ତୁ ଜଣେ ମହିଳା ବିନା କୋଚିଂରେ ପ୍ରଥମ ପ୍ରୟାସରେ ଏହି ସଫଳତା ପାଇଛନ୍ତି। ଏହି ମହିଳା ୬ଷ୍ଠରେ ଫେଲ୍ ହୋଇଥିଲେ ବି କିପରି ମିଳିଲା ସଫଳତା ଆସନ୍ତୁ ଜାଣିବା।
ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଦେଇ ଯାଇଛି ଜାତୀୟ ରାଜପଥ ୧୪୩। ଝାରଖଣ୍ଡ, ବିହାର, ଛତିଶଗଡ଼ ସହିତ ବିଭିନ୍ନ ରାଜ୍ୟକୁ ଏହି ରାସ୍ତା ସଂଯୋଗ କରୁଛି। ହେଲେ ରାସ୍ତା ଅବସ୍ଥା ନ କହିବା ଭଲ। ଖାଲ ଖମାରେ ଭର୍ତ୍ତି ଏ ରାସ୍ତାରେ ଲହଡି ଭାଙ୍ଗୁଛି ପାଣି...
ସେ ପଶୁ ଚିକିତ୍ସକ ନୁହଁନ୍ତି, ହେଲେ ତାଙ୍କ ସେବା ଓ ଚିକିତ୍ସା କୌଣସି ଚିକିତ୍ସକଠାରୁ କମ୍ ନୁହେଁ। ଖରା ହେଉ କି ବର୍ଷା, ଦିନ ହେଉ କି ରାତି ଯିଏ ଯେତେବେଳେ ଯେଉଁଠି ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ଡାକିଥାନ୍ତି, ସେଠାରେ ପହଞ୍ଚି ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେଇଥାନ୍ତି କ୍ରିଷ୍ଣା ନାୟକ...
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ଯୁବକଙ୍କ ମୃତ୍ୟୁ ଘଟିଛି। ଗାଁ ପାଖ ପଡ଼ିଆରେ ହକି ଖେଳି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।
କେନ୍ଦ୍ରାପଡ଼ା ମାଟିର ଲଢ଼ୁଆ ନେତାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବୈଜୟନ୍ତ ପଣ୍ଡା
ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି।
ଆସନ୍ତାକାଲି ସୁଦ୍ଧା ଦ୍ୱିତୀୟ ଶିବିର ନିର୍ମାଣ ଶେଷ ହେବ । ଏହାସହ ସପ୍ତାହ ଶେଷ ସୁଦ୍ଧା ତୃତୀୟ ଶିବିର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ପିଲାଙ୍କ ହାତରେ ଟିଭି ଚଳାଇବାର ଅଧିକାର ଗଲା କେମିତି?
ଏବେ ଏଭଳି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।
ଯେକୌଣସି ନୂତନ କାର୍ଯ୍ୟ ଯେପରି ଗୃହାରମ୍ଭ, ନୂଆ ଗହଣା କିଣିବା, ନୂଆ କରି ବ୍ୟବସାୟ ଆରମ୍ଭ କରିବା ଆଦି କାମ ଏହି ଦିନରୁ ଆରମ୍ଭ ହୋଇଥାଏ।
ମୁଣ୍ଡଫଟା ଖରା ସାଙ୍ଗକୁ ଜଳ କଷ୍ଟ । ଅସ୍ତବ୍ୟସ୍ତ ଜନଜୀବନ । ପଶୁ ପକ୍ଷୀଙ୍କ ପାଇଁ ଚିନ୍ତା କରିବ କିଏ ? ପଶୁ ପକ୍ଷୀ କେମିତି ପାଣି ପାଇବେ ସେଥି ପାଇଁ ଉଦ୍ୟମ କରିଛନ୍ତି ନୂଆପଡା ଜିଲ୍ଲା ପାର୍ବତ୍ୟ ଅଞ୍ଚଳ ପାଟଦରା ଗାଁର ଯୁବକମାନେ
ପାରାଦ୍ୱୀପରେ ମାଛ ମଡ଼କ । ବାଲିଝରା କ୍ରିକ୍ରେ ରୋହି ଭାକୁର ଭଳି ବିଭିନ୍ନ ପ୍ରଜାତିର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି ।
୪୦ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ
ତୁମେ ପାଗଳ ହେଲ କି? ମୋ ଉପରେ ଚାପ ପକାଇବ କିଏ? ପାଣ୍ଡିଆନ୍ ମୋ କାମ କରିଦେଉଛି ତେଣୁ ମୁଂ ତାଙ୍କୁ ପ୍ରଶଂସା କରିବି...ନବୀନ ବାବୁଙ୍କ ସହ ଭାରି ଭଲ ସମ୍ପର୍କ। ଦିନେ ଖାଇବାକୁ ଡାକିଥିଲି ଦେଢ ଘଂଟା ବସି ଖାଇଲେ। ମୋର ସମସ୍ତଙ୍କ ସହ ଭଲ...
ଭାଗ୍ୟ ବଦଳାଇ ଦେଲା କଦଳୀ ଚାଷ। ନୀଳ ଜହର ମୋହରେ ବାୟା ନହୋଇ ପାଳରେ କଲେ କଦଳୀ ଚାଷ॥ ଏତେ ମାତ୍ରାରେ ଫଳୁଛି ଯେ, ପୂରା ପକେଟ୍ ହୋଇଯାଉଛି ଗରମ। କେବଳ ପାଣି ଆଉ ଟିକିଏ ସୁବିଧା ହେଲେ...
ଚର୍ଚ୍ଚାରେ ଇଞ୍ଜିନିୟରଙ୍କ ଚା’ଦୋକାନ। ଦୋକାନକୁ ଆସୁଥିବା ଲୋକଙ୍କୁ ଟେଷ୍ଟି ଚା’ ସହିତ ମିଳୁଛି ବିସ୍କୁଟ ଫ୍ରୀ। ଚା’ ପିଉଥିବା ଲୋକଙ୍କୁ ଗୀତ ଗାଇ ଶୁଣାଉଛନ୍ତି ସଙ୍ଗୀତକାର। ପୁଣି ଫ୍ରଣ୍ଟଲାଇନ୍ ୱାର୍କରଙ୍କୁ ମିଳୁଛି ୫୦ ପ୍ରତିଶତର ସ୍ୱତନ୍ତ୍ର ରିହାତି....ଆସନ୍ତୁ ଚା’ପିଇବା ଏହି ଦୋକାନରୁ...
ଯେ କୌଣସି ନୂତନ କାର୍ଯ୍ୟ ଯେପରି ଗୃହାରମ୍ଭ, ନୂଆ ଗହଣା କିଣିବା, ନୂଆ କରି ବ୍ୟବସାୟ ଆରମ୍ଭ କରିବା ଆଦି କାମ ଆଜିର ଦିନରୁ ଆରମ୍ଭ ହୋଇଥାଏ। ସେଥିପାଇଁ ଓଡିଶାର ପାରମ୍ପରିକ ପରିବେଶରେ ଅକ୍ଷୟ ତୃତୀୟାର ମହାତ୍ମ୍ୟ ରହିଛି...
ଖାତା ଦେଖାରେ ବ୍ୟସ୍ତ ଥିଲେ ଶିକ୍ଷୟିତ୍ରୀ। ହଠାତ୍ ବାଜିଲା ମୋବାଇଲ। କୁହାଗଲା, ବ୍ୟାଙ୍କରୁ କହୁଛୁ...ଏଟିଏମରେ ଅସୁବିଧା ଅଛି....ଓଟିପି ଦେଲେ ସମସ୍ୟାର ହେବ ସମାଧାନ। ବାସ୍ ଏତିକିରେ ଖେଳ ଖତମ୍। ଆକାଉଣ୍ଟରୁ କଟିଚାଲିଲା ଟଙ୍କା
ମେ’ ମାସରେ ଓଡ଼ିଶାକୁ ଆସିବ କି ବାତ୍ୟା? ସାଇକ୍ଲୋନର ରୂପ ନେବ କି ଲଘୁଚାପ? କେବେ ଜଣାପଡ଼ିବ ବାତ୍ୟା ସ୍ଥଳଭାଗ ଛୁଇଁବ କେଉଁଠି? ସେପଟେ IMD କହିଛି ବାତ୍ୟାକୁ ଏଡ଼ାଇ ହେବନି...
ଇଲୋ ହେଇଲୋ...ଶ୍ରୀକ୍ଷେତ୍ରରେ କଣ ଏକା ଏକା ବୁଲୁଛନ୍ତି ନରସିଂହ? କିଲୋ ଦଳ ତାଙ୍କୁ ଛାଡ଼ିଲା ନା ସିଏ ଦଳକୁ ଛାଡ଼ିଦେଲେ? ଆରେ ନାଇଁରେ ଧନ କେହି କାହାକୁ ଛାଡ଼ିନାହାନ୍ତି...ସିଏ ପା ଜଗା ଦର୍ଶନରେ ପୁରୀ ଗସ୍ତ କରିଛନ୍ତି
ପାରାଦୀପ ବୃନ୍ଦାବନ କଲୋନୀ ବସ୍ତିର ମନୋରଂଜନ ଗେଡ଼ିକୁ ମିଛ କେସରେ ଫସାଇ ପୋଲିସ ବାଡ଼େଇ ମାରିଦେଇଥିବାର ଆସିଛି ସଂଗୀନ ଅଭିଯୋଗ । ଅଭିଯୋଗ ହେଉଛି, ଦୁଇ ଦିନ ପୂର୍ବରୁ ମନୋରଂଜନକୁ ରାତି ଅଧରେ ଅଭୟଚାନ୍ଦପୁର ପୋଲିସ ଉଠାଇ ନେଇଥିଲା