ଋଷିଆ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଥିବା ବେଳେ ପୁଟିନଙ୍କ ପ୍ରେମିକାଙ୍କୁ ନେଇ ପୁଣି ଚର୍ଚ୍ଚା। ପୁଟିନଙ୍କ ପ୍ରେମିକା ବୋଲି କୁହାଯାଉଥିବା ଆଲିନା କାବାଏଭାଙ୍କ ଉପରେ କଟକଣା ଲଗାଇବାକୁ ପଛଘୁଞ୍ଚା ଦେଇଛି ଆମେରିକା। ଏ ଖବର ପରେ ଋଷିଆର ସିକ୍ରେଟ୍ ଫାଷ୍ଟ ଲେଡିଙ୍କୁ ନେଇ ଚର୍ଚ୍ଚା
Published: Pallipuspa Samal
Last updated: 01 May 2022, 01:22 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।