ଯେ କୌଣସି ନୂତନ କାର୍ଯ୍ୟ ଯେପରି ଗୃହାରମ୍ଭ, ନୂଆ ଗହଣା କିଣିବା, ନୂଆ କରି ବ୍ୟବସାୟ ଆରମ୍ଭ କରିବା ଆଦି କାମ ଆଜିର ଦିନରୁ ଆରମ୍ଭ ହୋଇଥାଏ। ସେଥିପାଇଁ ଓଡିଶାର ପାରମ୍ପରିକ ପରିବେଶରେ ଅକ୍ଷୟ ତୃତୀୟାର ମହାତ୍ମ୍ୟ ରହିଛି...
ଖାତା ଦେଖାରେ ବ୍ୟସ୍ତ ଥିଲେ ଶିକ୍ଷୟିତ୍ରୀ। ହଠାତ୍ ବାଜିଲା ମୋବାଇଲ। କୁହାଗଲା, ବ୍ୟାଙ୍କରୁ କହୁଛୁ...ଏଟିଏମରେ ଅସୁବିଧା ଅଛି....ଓଟିପି ଦେଲେ ସମସ୍ୟାର ହେବ ସମାଧାନ। ବାସ୍ ଏତିକିରେ ଖେଳ ଖତମ୍। ଆକାଉଣ୍ଟରୁ କଟିଚାଲିଲା ଟଙ୍କା
ମେ’ ମାସରେ ଓଡ଼ିଶାକୁ ଆସିବ କି ବାତ୍ୟା? ସାଇକ୍ଲୋନର ରୂପ ନେବ କି ଲଘୁଚାପ? କେବେ ଜଣାପଡ଼ିବ ବାତ୍ୟା ସ୍ଥଳଭାଗ ଛୁଇଁବ କେଉଁଠି? ସେପଟେ IMD କହିଛି ବାତ୍ୟାକୁ ଏଡ଼ାଇ ହେବନି...
ଇଲୋ ହେଇଲୋ...ଶ୍ରୀକ୍ଷେତ୍ରରେ କଣ ଏକା ଏକା ବୁଲୁଛନ୍ତି ନରସିଂହ? କିଲୋ ଦଳ ତାଙ୍କୁ ଛାଡ଼ିଲା ନା ସିଏ ଦଳକୁ ଛାଡ଼ିଦେଲେ? ଆରେ ନାଇଁରେ ଧନ କେହି କାହାକୁ ଛାଡ଼ିନାହାନ୍ତି...ସିଏ ପା ଜଗା ଦର୍ଶନରେ ପୁରୀ ଗସ୍ତ କରିଛନ୍ତି
ପାରାଦୀପ ବୃନ୍ଦାବନ କଲୋନୀ ବସ୍ତିର ମନୋରଂଜନ ଗେଡ଼ିକୁ ମିଛ କେସରେ ଫସାଇ ପୋଲିସ ବାଡ଼େଇ ମାରିଦେଇଥିବାର ଆସିଛି ସଂଗୀନ ଅଭିଯୋଗ । ଅଭିଯୋଗ ହେଉଛି, ଦୁଇ ଦିନ ପୂର୍ବରୁ ମନୋରଂଜନକୁ ରାତି ଅଧରେ ଅଭୟଚାନ୍ଦପୁର ପୋଲିସ ଉଠାଇ ନେଇଥିଲା
ଗଛ ସହ କାର ଧକ୍କା ହୋଇ ୬ ଆହତ । ଅନୁଗୁଳ ପାଲଲହଡ଼ାରେ ୧୪୯ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା ।
ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ସ୍ଥିତି କହିଲେ ନ ସରେ,୨ କିଲୋମିଟର ପାହାଡ଼ ଚଢ଼ି ଆଣୁଛନ୍ତି ଦୂଷିତ ଝରଣା ପାଣି, ବାରମ୍ବାର ଦାବି ଜଣାଇଲା ପରେ ବି ଅଧିକାରୀ ଶୁଣୁନଥିବା ଅଭିଯୋଗ
ନୂଆ ଆଶା, ନୂଆ ସମ୍ଭାବନା ସହ ସିନ୍ଥିରେ ସାତ ଜନ୍ମର ସାଥୀର ସନ୍ତକକୁ ନେଇ ଶ୍ୱଶୁର ଘର ଗଲେ ସଂକୁନ୍ତଳା ଓ ଚଞ୍ଚଳା
ବଲିଉଡ୍ ସିଙ୍ଗର ଯୁବିନ୍ ନଟିୟାଲଙ୍କ ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ଦେଖିବା ପାଇଁ NIT ମୁଖ୍ୟ ଗେଟ ସମ୍ମୁଖରେ ଉତ୍ତେଜନା ।
ବାଇକ୍ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ । ବାଲେଶ୍ୱର ବାଲିଆ ଅଞ୍ଚଳରେ ଘଟିଛି ଏହି ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ।
ବିଜେପି କର୍ମୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
ଜଣେ ମହିଳା ଯେତେବେଳେ ତାଙ୍କ ଜନ୍ମଦିନକୁ ପାଳନ କରିବା ପାଇଁ ତାଙ୍କ ମୃତ ସ୍ୱାମୀଙ୍କ କବର ସ୍ଥାନରେ ପହଞ୍ଚିଲେ ସେ ଏମିତି କିଛି ଦେଖିବାକୁ ପାଇଲେ ଯାହା ତାଙ୍କ ହୋସ୍ ଉଡେଇ ଦେଇଛି। ତେବେ କ’ଣ ଥିଲା ଆସନ୍ତୁ ଜାଣିବା।
ଡହ ଡହ ଖରାରେ ପାଣି ଢୋକେ ମିଳୁନାହିଁ। ଖରା ବଢିବା ସାଙ୍ଗକୁ ଉତ୍କଟ ହୋଇଛି ପିଇବା ପାଣି ସମସ୍ୟା। ପ୍ରଚଣ୍ତ ଖରା ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ବାସୁଦେବପୁର ପୌରପାଳିକା କହୁଛି ଏମିତି କଥା...
ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ତେତେରକେଲା ପଞ୍ଚାୟତ ରାସ୍ତା, ଯେଉଁଥିରେ ଆତ୍ମସାତ୍ ହୋଇଛି ଲକ୍ଷାଧିକ ଟଙ୍କା
ଜଣେ ବ୍ୟକ୍ତି ନିଜର ପରିସ୍ରା ପିଇ ବୟସକୁ ଅଟକେଇ ଦେଇ ପାରିଛନ୍ତି ବୋଲି ଦାବି କରିଛନ୍ତି। ସେ କୁହନ୍ତି ଯେ ବିଅର୍ ଗ୍ରୀଲ୍ସର ପ୍ରସିଦ୍ଧ ସୋ 'ମେନ୍ ଭର୍ସେସ୍ ୱାଇଲ୍ଡ'ର ଏକ ଦୃଶ୍ୟକୁ ମନେ ପକାଯାଇପାରେ, ଯେଉଁଥିରେ ଭୋଗ୍ ୱିଲିୟମ୍ ଠାରୁ ନିଲ୍ ମୋରିସିସି ପର୍ଯ୍ୟନ୍ତ ନିଜ ପରିସ୍ରା ପିଉଥିବାର ଦେଖାଯାଇଥିଲା।
ତାପମାତ୍ରା ବୃଦ୍ଧି ଯୋଗୁଁ ସାରା ଦେଶ ଚିନ୍ତାରେ। ସ୍କୁଲ୍ ଯାଉଥିବା ପିଲାମାନଙ୍କ ପାଇଁ ଏହା ଭାରି ପଡିଛି। ଏହାରି ଭିତରେ ଜଣେ ଶିକ୍ଷକ ନିଆରା ଢଙ୍ଗରେ ଗୋବିନ୍ଦାଙ୍କ ଷ୍ଟାଇଲ୍ରେ ପିଲାମାନଙ୍କୁ ସଚେତନ କରୁଥିବା ଦେଖାଯାଏ।
ରାନୁଙ୍କ ମଣ୍ଡଳଙ୍କ ପରି ଆଉ ଜଣେ ଗାୟକ ଆଗକୁ ଆସିଛନ୍ତି, ଯିଏ ବହୁତ ସୁନ୍ଦର ଗୀତ ଗାଉଛନ୍ତି। ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଟ୍ରକ୍ ଡାଇଭର ନଜର ଆସିଛନ୍ତି, ଯିଏ ମହମ୍ମଦ ରାଫିଙ୍କ ଗୀତକୁ ଚମତ୍କାର ଭାବେ ଗାଉଛନ୍ତି।
ଭାରି ପଡିଲା ଅନ୍ଲାଇନ୍ ଅର୍ଡର । ୩୦ ହଜାର ସାଉଣ୍ଡ ସିଷ୍ଟମ ବଦଳରେ ଆସିଲା କବାଡି ଜିନିଷ, ଆଉ ତା’ପରେ...
ଐତିହ୍ୟ କରିଡର୍ କାମ ସବୁ ନିୟମ ମୁତାବକ ହେଉଛି କି ? ବୋଲି ପ୍ରଶ୍ନରେ କେହି ଜଣେ ହେଲେ କିନ୍ତୁ ମୁହଁ ଖୋଲିନଥିଲେ ।
ବିଡିଓଙ୍କୁ ମାଡ଼ ମାରିଥିବା ନେଇ ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଥିଲା।
ସଦର ଥାନା ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ମଦୁଆ ଗାଡ଼ିଚାଳକଙ୍କୁ ସାବାଡ଼ କରିବା ପାଇଁ ଗତକାଲି ଠାରୁ ପୋଲିସ ଓ ପରିବହନ ବିଭାଗର ମିଳିତ ଡ୍ରାଇଭ ଆରମ୍ଭ କରିଛି ।
ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନରଙ୍କ ମୃତ୍ୟୁ ଘଟିଛି ।
କାଗଜ କଲମରେ ସରକାରୀ ଯୋଜନା। କେଉଁଠି କାମ ନ ହୋଇ ଫଳକ ଲାଗୁଛି ତ ଆଉ କେଉଁଠି କାମ ନ କରି ଟଙ୍କା ଖାଇ ଦେଉଛନ୍ତି ଠିକାଦାର। ଏ ହେଉଛି ଏ ମିତି ଘଟଣା ଶ୍ମଶାନ ଅଛି ହେଲେ ଗୋଟିଏ ବି ଶବ
ପୁଟିନଙ୍କର ଅତି ବିଶ୍ୱସ୍ତ କିଏ? ଋଷୀୟ ସେନାର କମାଣ୍ଡର ଇନ ଚିଫ୍ ପୁଟିନ ସବୁ ବେଳେ ନିଜର ରଣକୌଶଳ ପାଇଁ ଏମାନଙ୍କ ଉପରେ ନିର୍ଭର କରିଥାନ୍ତି। ଏମାନଙ୍କ ପରାମର୍ଶ ଅନୁସାରେ ଅସ୍ତ୍ର ଉଠାଇବାକୁ ନିର୍ଦ୍ଦେଶ ଦେଇଥାନ୍ତି...