• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ALERT ! Are Ice Blocks Manufactured In Safe & Hygienic Way ?
ରାସ୍ତା କଡ଼ରେ ଆଖୁରସ କି ଥଣ୍ଡା ପାନୀୟ ଜଳ ପିଉଛନ୍ତି କି? ବରଫ ନାଁରେ ଦିଆଯାଉଛି ବିଷ !!

ହୁସିଆର୍‌ !! ରାସ୍ତା କଡ଼ରେ ପସରା ମେଲାଇଥିବା ଆଖୁରସ କି ଲେମ୍ବୁ ପାଣି ସହ ପିଉଛନ୍ତି କି ଥଣ୍ଡା ପାଣି? ଏଥିରେ ମିଶୁଥିବା ବରଫ ନାଁରେ ଆପଣଙ୍କୁ ଦିଆଯାଉଛି ବିଷ। ଦେଖନ୍ତୁ କେମିତି ଓ କେଉଁ ପରି ଭାବରେ ତିଆରି ହେଉଛି ଏହି ବରଫ...ଓଟିଭି ହାତରେ ଲାଗିଲା

ovt Official Creates Ruckus In Inebriated Condition
ମଦ ପିଇ ରାସ୍ତା ମଝିରେ ହଙ୍ଗାମା କଲେ ମହିଳା ଅଧିକାରୀ, ଭିଡିଓ ଭାଇରାଲ୍‌...

ଶ୍ରମିକ ଦିବସରେ ଶ୍ରମ କମିସନର କଲେ ହଙ୍ଗାମା। ଯାହାକୁ ଦେଖି ତାଜୁବ ହୋଇଗଲେ ଲୋକେ। ପୁଲିସ୍ ଯେତେ ବୁଝାସୁଝା କରି ଘରକୁ ପଠାଇଲେ ବି ଘରକୁ ଯିବାକୁ ନାରାଜ ଏହି ଅଧିକାରୀ। ଶେଷରେ...

heat weave
ସକାଳ ହେଲେ ଜଳୁଛି ବରଗଡ଼ ସହର, ଗରମରେ ଛଟପଟ ଲୋକେ

ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ। ବୃଦ୍ଧି ପାଉଛି ତାପମାତ୍ରା। ଅସ୍ତବ୍ୟସ୍ତ ବରଗଡ଼ ସହର। ମୁଣ୍ଡଫଟା ଖରାରେ ଜନଜୀବନ ପ୍ରଭାବିତ ହୋଇପଡିଛି। ବାରମ୍ବାର ବିଦ୍ୟୁତ କାଟ କଷ୍ଟକୁ ବଢାଇ ଦେଇଛି...

Meet Forest Guard
କାମ ତ କରି ପାରୁନି, ଗାଦି କାହିଁକି ମାଡିକି ବସିବି?

ଦୀର୍ଘ ବର୍ଷ ଧରି ସରକାରୀ ଚାକିରି କରିଥିଲେ। ଆଉ କେଇଟା ଦିନ ପରେ ରିଟାୟାର୍ଡ ହୋଇଥାଆନ୍ତେ। କିନ୍ତୁ ନିଜ ଦେହ ଅସୁସ୍ଥତା କାରଣରୁ କାମ କରି ନ ପାରିବାରୁ, ବସି ବସି ଦରମା ନେବାକୁ ତାଙ୍କୁ ଭଲ ଲାଗିଲାନି। କହିଲେ ତୁଛାଟାରେ ଗାଦା କାହିଁକି ମାଡି ବସିବି? ବରଂ ମୋ ଜାଗାରେ କିଏ ନୂଆ ପିଲା ଚାକିରି ପାଇଲେ ଭଲ।

Qasim Chacha
କାସିମ ଚାଚାଙ୍କୁ ନେଇ ବଢିଲା ଚର୍ଚ୍ଚା : ମାଗଣା ଖାଇବା ଦେବା ସହ ଦେଉଛନ୍ତି ଶାଢୀ, ଲୁଙ୍ଗି ସହିତ ୫୦ ଟଙ୍କା

କାସିମ ଚାଚାଙ୍କୁ ନେଇ ବଢିଲା ଚର୍ଚ୍ଚା। ଏଥର କେବଳ ମାଗଣା ଖାଇବା ନୁହେଁ ବରଂ ଶାଢୀ, ଧୋତି ସାଙ୍ଗକୁ ଦେଉଛନ୍ତି ୫୦ ଟଙ୍କା। ଚାରିଆଡ଼ୁ ଛୁଟିଲା ପ୍ରଶଂସାର ସୁଅ। ଚିକେନ୍‌ ଦୋକାନ କରି ଲୋକଙ୍କୁ ଏମିତି ଭାବରେ କରୁଛନ୍ତି ସାହାଯ୍ୟ…

CHILAD REACT
ଭିଡ଼ିଓ ପାଇଁ ବିରକ୍ତ ହେଲା କୁନି ପିଲା। କହିଲା, ସବୁବେଳେ ଭିଡ଼ିଓ କରୁଛି...ଝାଡା ଗଲେ ବେଳେ କାହିଁକି ନୁହେଁ?

ଭିଡ଼ିଓ ପାଇଁ ପ୍ରବଳ ବିରକ୍ତ ହେଲା କୁନି ପୁଅ। କହିଲା, ଖାଇବାଠୁ ପିଇବା ଶୋଇବା ଯାଏଁ ସବୁବେଳେ ଖାଲି ଭିଡ଼ିଓ କରୁଛି। ମୁଁ ଯେତେବେଳେ ଝାଡା କରୁଛି ସେତେବେଳେ କଣ ପାଇଁ କ୍ୟାମେରା ଅପ୍‌ କରିଦେଉଛି? ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

News Fuse
ଅନାନି...ଜମା ଚିଲାନା। ମଙ୍ଗୁଳିରେ ମୋର ଦୋକାନ...ତତେ ଦେଖିନେବି

ଇଲୋ ବୋଉ...ଏଇଟା କୋଉ ନିଶା? ଦେଶୀ ନା ବିଦେଶୀ? ଭାଇ ତୁମକୁ ସିଟ୍‌ ମିଳିଛି ତୁମେ ଥୟ ହେଇକି ବସୁନ କାଇଁ? ନା ଇଏ ଶୁଣିବା ପରିସ୍ଥିତିରେ ହିଁ ନାହାନ୍ତି। ଦେଖୁନାହାନ୍ତି ନାଲିପାଣି ପେଟେ ପିଇ କେମିତି ହେଉଛନ୍ତି?

Taste of Odisha
କେମିତି ତିଆରି କରିବେ ପାନମଧୁରୀ ମୁଠି ଗଜା?

ପାନମଧୁରୀ ମୁଠି ଗଜା... ନାଁ ଯେମିତି, ଟେଷ୍ଟ ବି ସେମିତି। ଟିକିଏ ଗୋଲମରିଚ ସହ ଚିନି, ଲୁଣ ଦେଇ ଏମିତି ତିଆରି କରନ୍ତୁ ଏହି ସୁନ୍ଦର ରେସିପି… ନିଜେ ଖାଆନ୍ତୁ, ପରିବାର ସମ୍ପର୍କୀୟଙ୍କୁ ବି ଖୁଆନ୍ତୁ...

Deadbody Found In Railway Track In Angul
ଝିଅ ବାହାଘର ଦିନ ବାପାର ମୃତ୍ୟୁ, ରେଲ୍‌ୱେ ଟ୍ରାକ୍‌ରୁ ମିଳିଲା ମୃତଦେହ

ଆଉ କିଛି ଘଣ୍ଟା ପରେ ଝିଅର ବାହାଘର ହୋଇଥାନ୍ତା। ହେଲେ ତା’ପୂର୍ବରୁ ଏମିତି ଏକ ଖବର ପରିବାର ଲୋକଙ୍କୁ ମିଳିଲା, ଯାହା ଶୁଣି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଗଲା।

IAS Rukmani Riar success story
୬ଷ୍ଠରେ ହୋଇଥିଲେ ଫେଲ୍; ବିନା କୋଚିଂରେ ପାଇଗଲେ IAS

IAS ପରୀକ୍ଷାରେ ସଫଳ ହେବା ପାଇଁ ପ୍ରାର୍ଥୀମାନେ ବର୍ଷ ବର୍ଷ ଧରି ଅଧ୍ୟୟନ କରନ୍ତି। ଏନେଇ ଅନେକ କୋଚିଂ ବି ନିଅନ୍ତି। କିନ୍ତୁ ଜଣେ ମହିଳା ବିନା କୋଚିଂରେ ପ୍ରଥମ ପ୍ରୟାସରେ ଏହି ସଫଳତା ପାଇଛନ୍ତି। ଏହି ମହିଳା ୬ଷ୍ଠରେ ଫେଲ୍ ହୋଇଥିଲେ ବି କିପରି ମିଳିଲା ସଫଳତା ଆସନ୍ତୁ ଜାଣିବା।

Special Story
ଖରାଦିନରେ ବି ଅବସ୍ଥା ସାଂଘାତିକ : ଜାତୀୟ ରାଜପଥ ୧୪୩ରେ ଲହଡ଼ି ଭାଙ୍ଗୁଚି ପାଣି

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଦେଇ ଯାଇଛି ଜାତୀୟ ରାଜପଥ ୧୪୩। ଝାରଖଣ୍ଡ, ବିହାର, ଛତିଶଗଡ଼ ସହିତ ବିଭିନ୍ନ ରାଜ୍ୟକୁ ଏହି ରାସ୍ତା ସଂଯୋଗ କରୁଛି। ହେଲେ ରାସ୍ତା ଅବସ୍ଥା ନ କହିବା ଭଲ। ଖାଲ ଖମାରେ ଭର୍ତ୍ତି ଏ ରାସ୍ତାରେ ଲହଡି ଭାଙ୍ଗୁଛି ପାଣି...

Special Story
ନିସ୍ୱାର୍ଥପର ମଣିଷ : ମାଗଣାରେ କରନ୍ତି ବୁଲା ଗାଈଗୋରୁଙ୍କ ଚିକିତ୍ସା

ସେ ପଶୁ ଚିକିତ୍ସକ ନୁହଁନ୍ତି, ହେଲେ ତାଙ୍କ ସେବା ଓ ଚିକିତ୍ସା କୌଣସି ଚିକିତ୍ସକଠାରୁ କମ୍ ନୁହେଁ। ଖରା ହେଉ କି ବର୍ଷା, ଦିନ ହେଉ କି ରାତି ଯିଏ ଯେତେବେଳେ ଯେଉଁଠି ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ଡାକିଥାନ୍ତି, ସେଠାରେ ପହଞ୍ଚି ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେଇଥାନ୍ତି କ୍ରିଷ୍ଣା ନାୟକ...

Two youths die after coming in contact with live electric wire
କାଳ ହେଲା ହକି ଖେଳ, ପୋଲ୍‌ ଉଠାଇବା ବେଳେ ଚାଲିଗଲା ଜୀବନ

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ଯୁବକଙ୍କ ମୃତ୍ୟୁ ଘଟିଛି। ଗାଁ ପାଖ ପଡ଼ିଆରେ ହକି ଖେଳି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।

Bijaya Pradhan
ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନଙ୍କ ପରଲୋକ

କେନ୍ଦ୍ରାପଡ଼ା ମାଟିର ଲଢ଼ୁଆ ନେତାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବୈଜୟନ୍ତ ପଣ୍ଡା 

3 Persons Killed In Road Accident
ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା: ୨ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ

ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି।

Acharya Harihar Cancer Hospital
ଓଟିଭିର ବଡ଼ ପ୍ରଭାବ ! ଖବର ବାଜିଲା ପରେ ଚେତା ପଶିଲା, ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ନିର୍ମାଣ ହେଲା ଶିବିର

ଆସନ୍ତାକାଲି ସୁଦ୍ଧା ଦ୍ୱିତୀୟ ଶିବିର ନିର୍ମାଣ ଶେଷ ହେବ । ଏହାସହ ସପ୍ତାହ ଶେଷ ସୁଦ୍ଧା ତୃତୀୟ ଶିବିର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

 puspa movie in smart class
ସ୍ମାର୍ଟ ଟିଭିରେ ପାଠ ପଢ଼ା ନୁହେଁ, ଚାଲିଲା ପୁଷ୍ପା ଫିଲ୍ମ

ପିଲାଙ୍କ ହାତରେ ଟିଭି ଚଳାଇବାର ଅଧିକାର ଗଲା କେମିତି? 

Viral Video
 କାର ବନେଟରେ ସେକି ହୋଇଯାଉଛି ରୁଟି, ଦେଖନ୍ତୁ ଭିଡିଓ

ଏବେ ଏଭଳି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

Celebrate Akshaya Tritiya
ସବୁ ଅନୁକୂଳର ମହାପର୍ବ ଅକ୍ଷୟ ତୃତୀୟା

ଯେକୌଣସି ନୂତନ କାର୍ଯ୍ୟ ଯେପରି ଗୃହାରମ୍ଭ, ନୂଆ ଗହଣା କିଣିବା, ନୂଆ କରି ବ୍ୟବସାୟ ଆରମ୍ଭ କରିବା ଆଦି କାମ ଏହି ଦିନରୁ ଆରମ୍ଭ ହୋଇଥାଏ।

animal lover
ପଶୁପକ୍ଷୀଙ୍କ ଚିନ୍ତାରେ ଯୁବକ, ଖୋଳି ଚାଲିଛନ୍ତି ଗାତ

ମୁଣ୍ଡଫଟା ଖରା ସାଙ୍ଗକୁ ଜଳ କଷ୍ଟ । ଅସ୍ତବ୍ୟସ୍ତ ଜନଜୀବନ । ପଶୁ ପକ୍ଷୀଙ୍କ ପାଇଁ ଚିନ୍ତା କରିବ କିଏ ? ପଶୁ ପକ୍ଷୀ କେମିତି ପାଣି ପାଇବେ ସେଥି ପାଇଁ ଉଦ୍ୟମ କରିଛନ୍ତି ନୂଆପଡା ଜିଲ୍ଲା ପାର୍ବତ୍ୟ ଅଞ୍ଚଳ ପାଟଦରା ଗାଁର ଯୁବକମାନେ

Hundreds of dead fish found floating in Paradip
ପାରାଦୀପରେ ମାଛ ମଡ଼କ; ମଲା ମାଛ ବୋହି ନେଉଛନ୍ତି ଲୋକେ

ପାରାଦ୍ୱୀପରେ ମାଛ ମଡ଼କ । ବାଲିଝରା କ୍ରିକ୍‌ରେ ରୋହି ଭାକୁର ଭଳି ବିଭିନ୍ନ ପ୍ରଜାତିର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି ।

Kalia Money
କାଲି ଚାଷୀଙ୍କ ଖାତାକୁ ଯିବ କାଳିଆ ଟଙ୍କା

୪୦ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ

Khola Katha
ରୋଗ ପାଇଁ ନବୀନ ବାବୁ ବାହାରେ ଖାଉନାହାନ୍ତି...ବାହାରିଲେ ଆମେ ଏକାଠି ଖାଇବୁ

ତୁମେ ପାଗଳ ହେଲ କି? ମୋ ଉପରେ ଚାପ ପକାଇବ କିଏ? ପାଣ୍ଡିଆନ୍‌ ମୋ କାମ କରିଦେଉଛି ତେଣୁ ମୁଂ ତାଙ୍କୁ ପ୍ରଶଂସା କରିବି...ନବୀନ ବାବୁଙ୍କ ସହ ଭାରି ଭଲ ସମ୍ପର୍କ। ଦିନେ ଖାଇବାକୁ ଡାକିଥିଲି ଦେଢ ଘଂଟା ବସି ଖାଇଲେ। ମୋର ସମସ୍ତଙ୍କ ସହ ଭଲ...

Banana Farming
ପ୍ରଭାବିତ କଲାନି ଗଞ୍ଜେଇ ଚାଷ, କଦଳୀ ଚାଷ କରି ହଜାର ହଜାର ଟଙ୍କା କରୁଛନ୍ତି ରୋଜଗାର

ଭାଗ୍ୟ ବଦଳାଇ ଦେଲା କଦଳୀ ଚାଷ। ନୀଳ ଜହର ମୋହରେ ବାୟା ନହୋଇ ପାଳରେ କଲେ କଦଳୀ ଚାଷ॥ ଏତେ ମାତ୍ରାରେ ଫଳୁଛି ଯେ, ପୂରା ପକେଟ୍‌ ହୋଇଯାଉଛି ଗରମ। କେବଳ ପାଣି ଆଉ ଟିକିଏ ସୁବିଧା ହେଲେ...

Engineer’s Tea Shop
ଇଞ୍ଜିନିୟରଙ୍କ ଚା’ ଦୋକାନ। ସୁନ୍ଦର ଗୀତ ଶୁଣିବେ...ଚା’ ସହିତ ଫ୍ରୀ ବିସ୍କୁଟ ଖାଇବେ... ଏମାନଙ୍କ ପାଇଁ ୫୦% ଡିସକାଉଣ୍ଟ

ଚର୍ଚ୍ଚାରେ ଇଞ୍ଜିନିୟରଙ୍କ ଚା’ଦୋକାନ। ଦୋକାନକୁ ଆସୁଥିବା ଲୋକଙ୍କୁ ଟେଷ୍ଟି ଚା’ ସହିତ ମିଳୁଛି ବିସ୍କୁଟ ଫ୍ରୀ। ଚା’ ପିଉଥିବା ଲୋକଙ୍କୁ ଗୀତ ଗାଇ ଶୁଣାଉଛନ୍ତି ସଙ୍ଗୀତକାର। ପୁଣି ଫ୍ରଣ୍ଟଲାଇନ୍‌ ୱାର୍କରଙ୍କୁ ମିଳୁଛି ୫୦ ପ୍ରତିଶତର ସ୍ୱତନ୍ତ୍ର ରିହାତି....ଆସନ୍ତୁ ଚା’ପିଇବା ଏହି ଦୋକାନରୁ...