ଚର୍ଚ୍ଚାରେ ଇଞ୍ଜିନିୟରଙ୍କ ଚା’ଦୋକାନ। ଦୋକାନକୁ ଆସୁଥିବା ଲୋକଙ୍କୁ ଟେଷ୍ଟି ଚା’ ସହିତ ମିଳୁଛି ବିସ୍କୁଟ ଫ୍ରୀ। ଚା’ ପିଉଥିବା ଲୋକଙ୍କୁ ଗୀତ ଗାଇ ଶୁଣାଉଛନ୍ତି ସଙ୍ଗୀତକାର। ପୁଣି ଫ୍ରଣ୍ଟଲାଇନ୍ ୱାର୍କରଙ୍କୁ ମିଳୁଛି ୫୦ ପ୍ରତିଶତର ସ୍ୱତନ୍ତ୍ର ରିହାତି....ଆସନ୍ତୁ ଚା’ପିଇବା ଏହି ଦୋକାନରୁ...
Published: Pallipuspa Samal
Last updated: 02 May 2022, 01:32 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।