ଖାତା ଦେଖାରେ ବ୍ୟସ୍ତ ଥିଲେ ଶିକ୍ଷୟିତ୍ରୀ। ହଠାତ୍ ବାଜିଲା ମୋବାଇଲ। କୁହାଗଲା, ବ୍ୟାଙ୍କରୁ କହୁଛୁ...ଏଟିଏମରେ ଅସୁବିଧା ଅଛି....ଓଟିପି ଦେଲେ ସମସ୍ୟାର ହେବ ସମାଧାନ। ବାସ୍ ଏତିକିରେ ଖେଳ ଖତମ୍। ଆକାଉଣ୍ଟରୁ କଟିଚାଲିଲା ଟଙ୍କା
Published: Pallipuspa Samal
Last updated: 02 May 2022, 12:51 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।