୫ ବର୍ଷ ହେଲାଣି ଏମିତି ବିପଦପୂର୍ଣ୍ଣ ଅବସ୍ଥାରେ ଟାୱାର ବସିଛି। ମାସକୁ ଭଡ଼ା ବାବଦକୁ ଜମି ମାଲିକଙ୍କୁ ଟଙ୍କା ମିଳୁନି କି ସୁରକ୍ଷାକର୍ମୀଙ୍କୁ ଦରମା ମିଳୁନି। ଚୁକ୍ତିରେ ସ୍ୱାକ୍ଷର କରିଥିବାରୁ ଟାୱାରକୁ ହଟାଇ ପାରୁନାହାନ୍ତି ଜମି ମାଲିକ। ଯଦି କେତେବେଳେ କାହା ଘରେ କି କାହା ଉପରେ ପଡ଼େ ତେବେ ପ୍ରାଣ ଯିବା ସୁନିଶ୍ଚିତ।
ଲୋକାର୍ପଣର ୧୦ ବର୍ଷ ପରେ ବି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନି ଜଗତସିଂପୁର ବସ୍ଷ୍ଟାଣ୍ଡ୍। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏଠାରେ ଦୋକାନ ଗୃହ ଉପରେ ଗଛଲତା ମାଡିଗଲାଣି।
ପ୍ରଥମେ ଛାତ୍ରଛାତ୍ରୀଙ୍କୁ ପ୍ରଲୋଭନ ଦେଖାଇ କଲେଜରେ ଆଡମିଶନ କରାଇଲେ। ପରେ ସେମାନଙ୍କ ନାଁରେ ଆସିଥିବା ୨ ବର୍ଷର ଷ୍ଟାଇପେଣ୍ଡ୍ ଟଙ୍କାକୁ ଆତ୍ମସାତ କରାଗଲା।
ଟ୍ରେନ୍ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ଅଳ୍ପକେ ବର୍ତ୍ତିଗଲେ ସିନା, ହେଲେ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଡାହାଣ ହାତ ସମ୍ପୂର୍ଣ୍ଣ କଟି ଯାଇଛି।
ରାୟ ଆସିବା ପର୍ଯ୍ୟନ୍ତ ନିର୍ମାଣ ସ୍ଥଗିତ ରହିଲେ ପ୍ରକଳ୍ପ ପାଇଁ ଅସୁବିଧା ନାହିଁ ବୋଲି ଚିଠିରେ ଦର୍ଶାଯାଇଛି ।
ଖୋର୍ଦ୍ଧା ପାଖରେ ନିନା ବେଉରାଙ୍କ ଗାଡ଼ିକୁ ପିଛା କରି ଧରିଲା ଭିଜିଲାନ୍ସ ଟିମ୍ ।
ଗଂଜେଇ କାରବାର ଧରିବାକୁ ଯାଇ ଆକ୍ରମଣର ଶିକାର ହେଲା ମାଲକାନଗିରି ପୋଲିସ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳରେ ପୋଲିସକୁ ମାଡ଼ ମାରିଲେ ସ୍ଥାନୀୟ ଲୋକେ ।
ଶ୍ରଦ୍ଧାଞ୍ଜଳି ସଭାରେ ଧୁମ୍ଧଡ୍କା ନାଚ। ଜଣେ ଯୁବତୀ ସଲମାନ ଖାନଙ୍କ ୱାଣ୍ଟେଡ୍ ଫିଲ୍ମର ‘ଚାନ୍ଦିନୀ ଚାନ୍ଦିନୀ ରାତ୍ ହୈ’ ଗୀତରେ ନାଚୁଥିବାର ନଜର ଆସନ୍ତି। ସେ ଏଥିରେ ଜବରଦସ୍ତ ବେଲୀ ଡ୍ୟାନ୍ସ କରୁଥିବା ଦେଖାଯାଏ।
ଆପଣ ଗୁଗୁଲରେ ଯାହା ଖୋଜୁଛନ୍ତି ତାହା ଉପରେ କିଛି ଲୋକ ନଜର ରଖନ୍ତି। ଏଥିରେ ଏକ ସୁରକ୍ଷା ଦଳ ମଧ୍ୟ ଅନ୍ତର୍ଭୁକ୍ତ। ଏପରି ପରିସ୍ଥିତିରେ ଯଦି କିଛି ଧରାଯାଏ ଯେ ଯାହା ବିପଜ୍ଜନକ, ତେବେ ଦଳ ଏହାକୁ ଟ୍ରାକ୍ କରେ।
ଉପରମୁହାଁ ବଜାର ଦର ଖାଦ୍ୟ ସାମଗ୍ରୀ ସମେତ ଅତ୍ୟାବଶକୀୟ ଜିନିଷର ଦରଦାମ୍ ବଢିଛି । ହାତ ମାରିବାକୁ ବି ଡର ଲାଗୁଛି । ଟମାଟୋ କିଲୋ ପିଛା ଶହେ, ଚିକେନ୍ ପାଖାପାଖି ୩ ଶହ ଆକାଶଛୁଆଁ ଦରକୁ ଦେଖି ମୁଣ୍ଡରେ ହାତ ଦେଲେଣି ଖାଉଟି । ଚାହିଦା ତୁଳନାରେ ଉତ୍ପାଦନ ନଥିବାରୁ ଦର ବଢିଥିବା କହିଛନ୍ତି ବ୍ୟବସାୟୀ ।
ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ନିଇତି ନୂଆ ନୂଆ କେଁ। ପ୍ରଥମରୁ ଡିଜାଇନ୍ ଓ ଗଭୀର ଖନନକୁ ନେଇ ଅସନ୍ତୋଷ ଚରମସୀମାରେ ପହଞ୍ଚିଥିବାବେଳେ ଏବେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିଷିଦ୍ଧାଞ୍ଚଳ ବାହାରକୁ ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ତେଜିଲାଣି ବିବାଦ।
ଅଳ୍ପକେ ରକ୍ଷାପାଇଗଲା ହାତୀ। ରେଳ ଲାଇନକୁ ପାରିହେଲା ବେଳେ ଆସୁଥିଲା ଟ୍ରେନ୍। ହାତୀ ଉପରେ ନଜର ପଡିଗଲା ଲୋକୋ ପାଇଲଟ୍ଙ୍କ। ଲଗେଇଲେ ଜରୁରୀକାଳୀନ ବ୍ରେକ୍।
ଆକାଶଛୁଆ ଖାଦ୍ୟ ସାମଗ୍ରୀର ଦରକୁ ନେଇ ହନ୍ତସନ୍ତ ଖାଉଟି, ଚିନ୍ତା ବଢ଼ାଉଛି ଖୁଚୁରା ମୁଦ୍ରାସ୍ଫୀତି
ଜୁନ୍ ୨୮ରେ ହାଜର ହୋଇ ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଟୁକୁନି ସାହୁଙ୍କ ଦାଦାଗିରି ! କଇଁ କଇଁ କାନ୍ଦିଲେ ପୌର ପରିଷଦର ଅଧ୍ୟକ୍ଷା ।
ଆମେରିକାର ସ୍ପେସ୍ ଏଜେନ୍ସି ନାସା ଚନ୍ଦ୍ରରୁ ଆଣିଥିବା ମାଟିରେ ଚାରା ଲଗାଇ ଦେଖାଇଛି ।
ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗତ ବର୍ଷ ପ୍ରଚୁର ଆମ୍ବ ଫଳିଥିଲା ବେଳେ ଏ ବର୍ଷ ଆମ୍ବ ଗଛରେ ଆମ୍ବର ଦେଖା ନାହିଁ । ଯାହାକୁ ନେଇ ଚିନ୍ତାରେ ଚାଷୀ ।
ନ୍ୟାୟ ପାଇଁ ଅଗ୍ନି ବିପନ୍ନଙ୍କ ଆତ୍ମାହୂତି ଉଦ୍ୟମ । ପ୍ରଥମେ ଭଦ୍ରକ ଟାଉନ୍ ଥାନା ଆଗରେ ଧାରଣା ଦେଇ କେହି ନଶୁଣିବାରୁ ଏସ୍ପିଙ୍କ ଅଫିସ୍ ଆଗରେ ଧାରଣା ଦେଲେ ଭଦ୍ରକ ଗବସାହିର ଅଗ୍ନି ବିପନ୍ନ ସୁଦର୍ଶନ ଦାସ ।
ରାଜ୍ୟ ସରକାରଙ୍କୁ ପୂର୍ବତନ ରାଜ୍ୟପାଳଙ୍କ ପରାମର୍ଶ । ଜଳ ସଂପଦର ଉପଯୁକ୍ତ ବିନିଯୋଗ ପାଇଁ ପରାମର୍ଶ ଦେଇଛନ୍ତି ପୂର୍ବତନ ରାଜ୍ୟପାଳ ଏମ୍ ଏମ୍ ରାଜେନ୍ଦ୍ରନ । ମହାନଦୀର ଉପନଦୀରେ ଅଧିକରୁ ଅଧିକ ଚେକଡ୍ୟାମ ପାଇଁ ପରାମର୍ଶ ଦେଇଛନ୍ତି ।
ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ପରେ ପ୍ରଥମଥର ପାଇଁ ଏଏସଆଇ ଟିମ୍ ପୁରୀରେ ପହଞ୍ଚିଛନ୍ତି ।
ପାଗଳ କରିଛି ପଶୁପ୍ରେମ । ବାଘର ବଂଶ ବିସ୍ତାର ପାଇଁ ଭିଟାମାଟି ଛାଡ଼ିବାକୁ ପ୍ରସ୍ତୁତ ହେଲେ ଗାଁ ଲୋକେ। ପଲ୍ଲୀସଭାରେ ନିଆଗଲା ବଡ଼ ନିଷ୍ପତ୍ତି । ହେଲେ ପ୍ରଶାସନର ଅବହେଳା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।
ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ସେ ଏପରି ବିମାନ ଉଡ଼ାଇ ସାରିଛନ୍ତି ।
ପିସି ଦେଉନଥିବାରୁ କାର୍ଯ୍ୟରୁ ନିଲମ୍ବନ ହେଲେ ଫରେଷ୍ଟର। ପ୍ରତିବାଦ କରି ଡିଏଫ୍ଓଙ୍କ ଅଫିସ ସାମ୍ନାରେ ବସି ଆମ୍ବ ବିକିଲେ। କହିଲେ, ପ୍ରମାଣ ରଖିପାରିବିନି ବୋଲି ହ୍ୱାଟ୍ସଆପ୍ରେ କଲ୍ କରୁଥିଲେ ।
ଦେବଦୂତ ସାଜିଲେ କୋବ୍ରା ଯବାନ । ସାଥୀ କମାଣ୍ଡୋଙ୍କ ଝିଅ ବାହାଘର କରାଇ ନିଜର ମହାନତା ଦେଖାଇଛନ୍ତି କୋବ୍ରା ଯବାନ। ବାହାଘର ପାଇଁ ଆର୍ଥିକ ସହାୟତା ଯୋଗାଇବା ସହ ଜିନିଷପତ୍ର କିଣାକିଣି ଲାଗି ଯୋଗାଇଦେଲେ ଗାଡ଼ି ।
କୁନି କୁନି ପିଲା କରୋନା ଟିକା ନେବା କେତେ ଜରୁରୀ? ଯଦି ଟିକା ନେଇ ନାହାନ୍ତି ତେବେ କରୋନା ସେମାନଙ୍କୁ ସମସ୍ୟାରେ ପକାଇବ କି? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଶିଶୁ ରୋଗ ବିଶେଷଜ୍ଞ..