• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Salary Hiked Of Junior Teachers
ଖୁସି ଖବର ! ବଢ଼ିଲା ପାର୍ଟ ଟାଇମ୍‌ କର୍ମଚାରୀଙ୍କ ଦରମା

ସେମାନଙ୍କ ବେତନ ୫୫୫୫ ଟଙ୍କାରୁ ୭୦୦୦ ଟଙ୍କା ବୃଦ୍ଧି କରାଯିବା ନେଇ ସରକାର ନିଷ୍ପତ୍ତି ନେଇଛି ।

Drone
ଏଣିକି ଡ୍ରୋନ୍‌ ଜଗିବ ଜଙ୍ଗଲ ! ବନ କର୍ମଚାରୀଙ୍କୁ ବିପଦରୁ କରିବ ଉଦ୍ଧାର

ଡ୍ରୋନ କିପରି ବ୍ୟବହାର କରାଯିବ, ସେଥିରେ କିପରି ଆବଶ୍ୟକ ସାମଗ୍ରୀ ଅନ୍ୟତ୍ର ପଠାଯିବ । ସେନେଇ ତାଲିମ ଦିଆଯାଇଛି ।

Helmet Checking
ସାବଧାନ !! NH ରେ ହେଲମେଟ୍‌ ନପିନ୍ଧିଲେ ନିସ୍ତାର ନାହିଁ; କଟିବ ମୋଟା ଅଙ୍କର ଫାଇନ୍‌

ଆକ୍ସନ ମୁଡ୍‌ରେ ପରିବହନ ବିଭାଗ । ହେଲମେଟ୍‌ ନଥିଲେ ଫାଇନ୍‌ କଟିବ । ଏଥର ଅମାନିଆ ଗାଡିଚାଳକଙ୍କୁ ମାଫ୍‌ ନାହିଁ । ଗାଡ଼ି ଧରିବା ମାତ୍ରେ ମୁଣ୍ଡରେ ହେଲମେଟ୍‌ ନଥିଲେ ସାଙ୍ଗେ ସାଙ୍ଗେ ଫାଇନ୍‌ କଟିବ । ଏମିତିକି ୩ ମାସ ପର୍ଯ୍ୟନ୍ତ ଲାଇସେନ୍ସ ମଧ୍ୟ ବାତିଲ ହେବ ।

Tulasi Mala
ପେସା ସରକାରୀ ଚାକିରି ହେଲେ ନିଶା ତୁଳସୀ ମାଳି ତିଆରି

ସରକାରୀ କର୍ମଚାରୀ କିନ୍ତୁ ନିଶା ତାଙ୍କର ତୁଳସୀ ମାଳି ତିଆରି କରିବା । ସାଧୁ ସନ୍ୟାସୀମାନଙ୍କୁ ନିଜ ହାତ ତିଆରୀ ମାଳି ଦାନ କରିବା ସହ ନିଜ ସକ୍ଷମ ଅନୁଯାୟୀ ଦକ୍ଷିଣା ଦେଇ ଆତ୍ମତୃପ୍ତି ଲାଭ କରନ୍ତି କମଳ ।

Will dream of second Konark Sun temple become reality?
ରଘୁନାଥ ମହାପାତ୍ରଙ୍କ ଅବର୍ତ୍ତମାନକୁ ପୂରିଲା ବର୍ଷେ, କେତେ ବାଟ ଆଗେଇଛି ଦ୍ୱିତୀୟ କୋଣାର୍କ ସ୍ୱପ୍ନ ?

ଆଜି ବି ପ୍ରତି କ୍ଷଣରେ ମନେ ପକାଉଛନ୍ତି ପରିବାର ଲୋକେ ଓ ସହଯୋଗୀ ଶିଳ୍ପୀ ।

Special Story
ଅଟୋ ଚଳାଉଛନ୍ତି ବାପା, ପୁଅ ପାଇଲା ଗୋଲ୍ଡ ମେଡାଲ

ଅଟୋଚାଳକଙ୍କ ପୁଅ ଉତ୍କଳ ବିଶ୍ୱବିଦ୍ୟାଳୟରେ ଗୋଲ୍ଡ ମେଡାଲ ପାଇଲେ ।

SpecialStory
କେନ୍ଦୁପତ୍ର ତୋଳାଳିଙ୍କ ଦୁଃଖ : ଦୁଇବର୍ଷ ହେଲା ସରକାରୀ ଯୋଜନାରୁ ବଞ୍ଚିତ

କଠିନ ପରିଶ୍ରମ କରୁଥିଲେ ସୁଦ୍ଧା କେନ୍ଦୁପତ୍ର ତୋଳାଳିଙ୍କ ଦୁଃଖ କମୁନି । ଏଥିରୁ ରାଜ୍ୟ ସରକାର ଭଲ ରାଜସ୍ୱ ପାଉଛନ୍ତି । ସେଥିପାଇଁ ତୋଳାଳିଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ ଦୁଇ ବର୍ଷ ହେଲାଣି ସେମାନଙ୍କୁ ଛାତ୍ରବୃତ୍ତି, ବିବାହ ପ୍ରୋତ୍ସାହନ, ବୋନସ୍ ଆଦି ମିଳୁନାହିଁ ।

Special Story
ସାଙ୍ଗକୁ ବଞ୍ଚାଇବାକୁ ଯାଇ ୭ ଦିନ ହେଲା ସମୁଦ୍ରରେ ନିଖୋଜ ଅଛନ୍ତି ସୁମିତ

ଆଖି ସାମ୍ନାରେ ବୁଡ଼ି ଯାଉଥିଲେ ସାଙ୍ଗ। ପହଁରା ନଜାଣି ମଧ୍ୟ ସମୁଦ୍ର ଭିତରକୁ ମାରିଥିଲେ ଡିଆଁ। ସାଙ୍ଗକୁ ଉଦ୍ଧାର କରିବା ପାଇଁ ଯାଇଥିଲେ ସତ ହେଲେ ନିଜେ ହିଁ ସମୁଦ୍ର ମଧ୍ୟରେ ନିଖୋଜ ହୋଇଗଲେ

teenager’s whereabouts who jumped into sea to rescue friends
ସାଙ୍ଗକୁ ବଞ୍ଚାଇବାକୁ ଯାଇଥିଲେ, ୭ ଦିନ ହେଲା ନିଜେ ସମୁଦ୍ରରେ ନିଖୋଜ ଅଛନ୍ତି...

ଆଖି ସାମ୍ନାରେ ବୁଡ଼ି ଯାଉଥିଲେ ସାଙ୍ଗ। ପହଁରା ନଜାଣି ମଧ୍ୟ ସମୁଦ୍ର ଭିତରକୁ ମାରିଥିଲେ ଡିଆଁ। ସାଙ୍ଗକୁ ଉଦ୍ଧାର କରିବା ପାଇଁ ଯାଇଥିଲେ ସତ ହେଲେ ନିଜେ ହିଁ ସମୁଦ୍ର ମଧ୍ୟରେ ନିଖୋଜ ହୋଇଗଲେ। ୭ ଦିନ ହେଲାଣି ଖୋଜା ଚାଲିଛି ହେଲେ ମିଳୁନି ଅତ୍ତାପତା...କାନ୍ଦି କାନ୍ଦି କଳାକାଠ ପଡ଼ିଗଲାଣି ମାଆ

BJP Leader Bijay Mohapatra
'ରାଜ୍ୟ ସରକାରଙ୍କ ଅହଙ୍କାର ଓ ASIର ଅବହେଳାର ଲଢ଼େଇରେ ‍ଶ୍ରୀମନ୍ଦିରର ହେଉଛି କ୍ଷତି'

ଅଭିଯୋଗ ଉପରେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।

Kholakatha
କାମ ହେଲେ ଜେସିବି ଗର୍ଜିବ...ୟାକୁ କିଏ ରୋକିବ?

ଏମାନଙ୍କ ଘର ପୁରୀରେ ନୁହେଁ। ଆମେ ପୁରୀରେ ରହୁଛୁ...ରାତିରେ ଡେଲିଭରି ଗାଡ଼ି ବି ଆମ ଘର ପାଖକୁ ଆସିପାରୁନି। ଭଙ୍ଗା ଯାଇଛି ମାନେ ଶୀଘ୍ର କାମ ସାର। ବିରୋଧ କରି କାମ ବନ୍ଦେ କୌଣସି ଲାଭ ନାହିଁ। ASI କହିପାରିବ ମନ୍ଦିର ସୁରକ୍ଷିତ ଅଛି କି ନାହିଁ...

Ashara Alok
ମରିଗଲେ କଣ ସବୁ ସମସ୍ୟାର ସମାଧାନ ହୋଇଯାଏ? ରାଗ ଭାଙ୍ଗିଦେଲା କି ପରିବାର?

ସ୍ୱାମୀ-ସ୍ତ୍ରୀଙ୍କ ପାଟିରେ ନାହିଁ ସଂଯମତା। ଯିଏ ଯାହାକୁ ଯାହା ପାଇଲା ତାହା କହିଲା। ଷ୍ଟେଜ୍‌ ଉପରେ ଭୁଲ ମାନିଲେ ସ୍ୱାମୀ। ଶାଶୂ କହୁଛନ୍ତି ଝିଅର କିଛି ହେଲେ ତୁମ ପରିବାରକୁ ଥାନାକୁ ଟାଣିବି। ସଟ୍‌ଟେମ୍ପର ପାଇଁ ହଇରାଣ ହେଉଛନ୍ତି ନଗମା? ଦେଖନ୍ତୁ ଏହା ପରେ ହେଲା କଣ?

Taste of Odisha
ପିଆଜ ବଟା, ଖଣ୍ଡ ରସୁଣ ଦେଇ ତିଆରି କରନ୍ତୁ କଙ୍କଡ଼ା ମୁସମୁସ୍‌ ଫ୍ରାଏ...

କଙ୍କଡ଼ା ମୁସମୁସ୍‌ ଫ୍ରାଏ। ନାଁ ଶୁଣିବା ମାତ୍ରେ ପାଟିରେ ଆସିଲାଣି ଲାଲ। ପିଆଡ ବଟା ସାଙ୍ଗକୁ ଅଦା ଆଉ ରସୁଣ ପେଷ୍ଟ ଦେଇ ଏବେ ହିଁ ତିଆରି କରନ୍ତୁ କଙ୍କଡ଼ା ମୁସମୁସ୍‌ ଫ୍ରାଏ। ନିଜେ ଖାଆନ୍ତୁ ଆଉ ଅନ୍ୟକୁ ବି ଖୁଆନ୍ତୁ...

MKCG Hospital
MKCG ରେ ନାହାନ୍ତି ଡାକ୍ତର: ଅଧା ବିଭାଗରେ ତାଲା...ହନ୍ତସନ୍ତ ରୋଗୀ

ନାହିଁ ନାହିଁରେ ଚାଲିଛି MKCG। ଅଧା ବିଭାଗରେ ଡାକ୍ତର ନାହାନ୍ତି...ଦୁଆରେ ଝୁଲୁଛି ବଡ଼ ବଡ଼ ତାଲା। ଡିନ୍‌ କହୁଛନ୍ତି ଖୁବଶୀଘ୍ର ଆସିବେ ଡାକ୍ତର। ରୋଗ ଦେଖାଇବା ପାଇଁ ଖରା ତରାରେ ସିଝୁଛନ୍ତି ରୋଗୀ ଓ ସମ୍ପର୍କୀୟ। ଅଭିଯୋଗ କଲେ ବି ମିଳୁନି କିଛି ସୁଫଳ। ବିଧାୟକ କହୁଛନ୍ତି, ମନ୍ତ୍ରୀଙ୍କ ସହ ଆଲୋଚନା କରିଛି...ଖୁବଶୀଘ୍ର ଆସିବେ ନୂଆ ଡାକ୍ତର

Govt employee
ସରକାରୀ ଦପ୍ତରରେ ରାସଲୀଳା କରୁଥିଲେ ବାବୁ, ଅସଞ୍ଜତ ଅବସ୍ଥାରେ ଧରିପକାଇଲେ ଲୋକେ

ସରକାରୀ କ୍ୱାର୍ଟରରେ ରାସଲୀଳା କରୁଥିଲେ ବାବୁ। ଅସଞ୍ଜତ ଅବସ୍ଥାରେ ଧରି ପକାଇଲେ ଲୋକେ। ଆଉ ଏହାପରେ ଦେଖନ୍ତୁ ହେଲା କ’ଣ?

gold medalist
ବାପା ଅଟୋ ଚଳାଉଛନ୍ତି, ପୁଅ ଇତିହାସରେ ଗୋଲ୍ଡ ମେଡାଲ...

ବାପା ଅଟୋ ଚଳାଉଛନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟରେ ଗୋଲ୍ଡ ମେଡାଲ ପାଇଲେ ପୁଅ। ଟଙ୍କାର ଅଭାବ ସତ୍ୱେ ପୁଅର ପାଠ ପଢାରେ କୌଣସି ଅବହେଳା କରିନଥିଲେ ବାପା-ମାଆ। ସରକାରୀ ସାହାଯ୍ୟ ପାଇଲେ ପୁଅ ପ୍ରଫେସର ହେବ ବୋଲି କହୁଛି ପରିବାର

boat
ମାଛମାରି ଫେରିବା ସମୟରେ ବୁଡ଼ିଲା ଡଙ୍ଗା : ଅଳ୍ପକେ ବର୍ତ୍ତିଲେ ୬୦ ମତ୍ସ୍ୟଜୀବୀ

ବାତ୍ୟା ଉପକୂଳ ଛୁଇଁବନି ବୋଲି ସ୍ପଷ୍ଟ ହୋଇଥିଲେ ସୁଦ୍ଧା ଧୀରେ ଧିରେ ତା’ର ପ୍ରଭାବ ଦେଖାଇଲାଣି । ସମୁଦ୍ର ଅଶାନ୍ତ ହୋଇ ଉଠୁଛି । ଏହି କ୍ରମରେ ଗୋପାଳପୁରର ଆର୍ଯ୍ୟପଲ୍ଲୀ ନିକଟରେ ଏକ ଡଙ୍ଗା ବୁଡି ଯାଇଛି ।

Kenduleaf pluckers
କେନ୍ଦୁପତ୍ର ତୋଳାଳିଙ୍କ ଦୁଃଖ, ଦୁଇବର୍ଷ ହେଲା ସରକାରୀ ଯୋଜନାରୁ ବଞ୍ଚିତ

ପଶ୍ଚିମ ଓଡିଶାରେ ଅଧିକାଂଶ ଲୋକଙ୍କ ଜୀବନ ଜିବିକା ହେଉଛି କେନ୍ଦୁପତ୍ର। ବର୍ଷକର ଖରାଦିନେ ଯାହା କିଛି ରୋଜଗାର ହୁଏ, ତାହା ପରିବାର ପାଇଁ ବର୍ଷକର ସମ୍ୱଳ। ଅନେକ ଦୁଃଖକଷ୍ଟ କରି ତୋଳାଳି କେନ୍ଦୁପତ୍ର ସଂଗ୍ରହ କରି ସରକାରଙ୍କ ଅର୍ଥନୀତିକୁ ବଢାଉଥିବା ବେଳେ ସରକାରୀ ଯୋଜନାର ଲାଭ ପାଉନାହାଁନ୍ତି ତୋଳାଳି। ଦୀର୍ଘ ଦୁଇବର୍ଷ ହେଲାଣି ଅନେକ ଯୋଜନାରୁ ବଂଚିତ ତୋଳାଳି...

News Fuse
ଅଧ ରାତିରେ ପେଟେ ପିଇଥିଲେ, ଏବେ ମାମୁଁ ବଇଁଶି ଫୁଙ୍କାଇଲେ

ଭାଇଲେ ରାତି ଅଧରେ କିଆଁ ପିଇଲୁ? ମାମୁଁ ପା ମଝି ରାସ୍ତାରେ ଛକିଛି। ଦେଖୁନୁ...କେମିତି ପାଟିରେ ବଇଁଶି ଲଗାଇ ଫୁଙ୍କ ଫୁଙ୍କ କହୁଛି....ବାଃ ବାଃରେ ନାରଣ। ଏତେ ପିଇବୁ କାହିଁକି? ମଝି ରାସ୍ତାରେ ଏମିତି ହେବୁ କାହିଁକି?

Sweet business started by nani and natin also becoming popular in foreign
କରୋନା ଦେଖେଇଦେଲା ବାଟ; ୮ ମାସରେ ୪ ଲକ୍ଷ ରୋଜଗାର

କରୋନା ବେଳେ ଜଣେ ୬୫ ବର୍ଷ ବୟସ୍କା ମହିଳା ତାଙ୍କ ୨୧ ବର୍ଷର ନାତୁଣୀ ସହିତ ଏକ ବ୍ୟବସାୟ ଆରମ୍ଭ କରିଥିଲେ। କିଛି ମାସ ମଧ୍ୟରେ ବ୍ୟବସାୟରୁ ପ୍ରଚୁର ଲାଭ କରିଥିଲେ। ଆଇମା’ର କୌଶଳ ଓ ନାତୁଣୀର ଶିକ୍ଷା ପ୍ରତ୍ୟେକ ମହିଳାଙ୍କୁ ଆଗକୁ ବଢିବାକୁ ଏବଂ ପରିସ୍ଥିତି ସାମ୍ନାରେ ହାର ନ ମାନିବାକୁ ପ୍ରେରଣା ଦିଏ।

Aparajita Sarangi
'ମହାପ୍ରଭୁ ଜଗନ୍ନାଥ ନିଜେ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି'

 ନିର୍ମାଣରେ ସାଧାରଣ ଲୋକଙ୍କ ବିପୁଳ ଅର୍ଥ ଜବରଦସ୍ତ ଖର୍ଚ୍ଚ କରାଯାଇଛି।

Kissa Khaki Ka story of woman head constable Gurpreet Kaur
୫୬ ପରିବାରର ଈଶ୍ୱର ହୋଇ ଆସିଲେ ଗୁରୁପ୍ରୀତ କୌର୍‌, ଦେଲେ ଖୁସି

୨୦୨୧ ମସିହାରେ ହେଡ୍‌ କନଷ୍ଟେବଳ ଗୁରୁପ୍ରୀତ କୌରଙ୍କୁ ଆଣ୍ଟି ହ୍ୟୁମାନ ଟ୍ରାକିଙ୍ଗ୍‌ ୟୁନିଟ୍‌ରେ ପୋଷ୍ଟିଂ ଦିଆଯାଇଥିଲା। ତିନିମାସ ମଧ୍ୟରେ ସେ ୫୬ ନିଖୋଜ ପିଲାଙ୍କୁ ସେମାନଙ୍କ ପରିବାର ସହିତ ଏକାଠି କରିଛନ୍ତି। ଏହି ପିଲାମାନଙ୍କ ମଧ୍ୟରୁ ତିନି ଜଣଙ୍କର ବୟସ ୧ ରୁ ୮ ବର୍ଷ ମଧ୍ୟରେ ବି ଅଛି।