ଶ୍ରୀମନ୍ଦିର ଐତିହ୍ୟ କରି଼ଡର ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ASIର ପୋଲ୍ଖୋଲ୍ । କରିଡର୍ ପ୍ରକଳ୍ପ ନିର୍ମାଣ ପାଇଁ ନାହିଁ ପରମିଶନ୍ କି ଏନ୍ଓସି । ଏଏସ୍ଆଇ କି ଏନ୍ଏମ୍ଏ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କାହାରି ନାହିଁ ଅନୁମତି । ଆଜି ହାଇକୋର୍ଟରେ ASI ସତ୍ୟପାଠ ଦାଖଲ କରି ଏହା ସ୍ପଷ୍ଟ କରିଛି ।
ଅନ୍ୟ ଜାତିରେ ବିବାହ କରିଥିଲା ଝିଅ। ମରିଗଲା ପରେ ୧୮ ଘଂଟା ଘରେ ପଡି ରହିଲା ଶବ। ଶବ ସତ୍କାର କରିବା ତ ଦୂରର କଥା…ଘରକୁ ଆସିଲେନି ସାହିପଡ଼ିଶା। କାନ୍ଦି କାନ୍ଦି ଗୁହାରି କରୁଥିଲା ଝିଅ, ହେଲେ କେହି ଶୁଣିଲେନି। ଶେଷରେ ସ୍ୱେଚ୍ଛାସେବୀ ବୁଢୀ ମାଆର ଶବକୁ ଶ୍ମଶାନକୁ ନେଲେ, ମାଆ ମୁହଁରେ ମୁଖାଗ୍ନି ଦେଲା ଝିଅ
ଶ୍ରୀଜଗନ୍ନାଥ ମନ୍ଦିର ହେରିଟେଜ୍ କରିଡର ପ୍ରସଙ୍ଗରେ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଭାରତୀୟ ପ୍ରତ୍ନତାତ୍ୱିକ ସଂସ୍ଥା ବା ଏଏସ୍ଆଇ ସ୍ପଷ୍ଟ ଭାବେ ଦର୍ଶାଇଛି ।
କନ୍ଧମାଳଜିଲ୍ଲା ସାରଙ୍ଗଡ଼ ଥାନା ଅଂଚଳର ସମ୍ପୃକ୍ତ ଦମ୍ପତ୍ତି ରହୁଥିବା ବେଳେ ସାହିର ଅନ୍ୟ ଲୋକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି ଓ ବିଷ୍ଠା ଖୁଆଇଛନ୍ତି
ଛୋଟ ପିଲାଙ୍କ ମଧ୍ୟରେ ପୋଲିସ ପ୍ରତି ଭୟ ଦୂର କରିବା ସହ ସେମାନଙ୍କ ପାଇଁ ପୋଲିସ ପ୍ରତି ଏକ ବନ୍ଧୁତ୍ୱର ବାତାବରଣ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଏଭଳି ଉଦ୍ୟମ
ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ହୋଇଥିଲା ହେଲିକପ୍ଟର ବନ୍ଦୋବସ୍ତ । ଏଯାବତ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ମିଳିଲା ସୂଚନା ।
ଭାଗ୍ୟ ବଦଳାଇ ଦେଲା ପରିବା ଚାଷ। ପାଳରେ ଭେଣ୍ଡି, କଖାରୁ, ଗୁଆଁର, କଲରା ଚାଷ କରି ମାସକୁ ଲକ୍ଷେ ଟଙ୍କାରୁ ଅଧିକ ଚାଷ କରୁଛନ୍ତି ଦୁଇ ଭାଇ। ନିଜେ ଭଲରେ ଚଳିବା ସହ ପାଖଆଖ ପିଲାଙ୍କୁ ଦେଉଛନ୍ତି ଭଲ ଦୁଇ ପଇସା ରୋଜଗାର। ଭୁବନେଶ୍ୱରରୁ ବେପାରୀ ଯାଇଁ ନେଇ ଆସୁଛନ୍ତି ପରିବା।
NMAକୁ ଦିଆଯାଇଥିବା ଡିଜାଇନ ଓ ବର୍ତ୍ତମାନ ଡିଜାଇନ ଭିନ୍ନ ରହିଛି । ଡିଜାଇନରେ ବାରମ୍ବାର ପରିବର୍ତ୍ତନ ମଧ୍ୟ ଦେଖାଯାଇଥିବା ଉଲ୍ଲେଖ କରାଯାଇଛି । ଖନନ ଦ୍ୱାରା ଐତିହ୍ୟସ୍ଥଳୀର କୀର୍ତ୍ତିରାଜି ନଷ୍ଟ ହୋଇଥାଇପାରେ ବୋଲି ମଧ୍ୟ କୁହାଯାଇଛି ।
ଯୁବତୀଙ୍କ ସହ ଅସଞ୍ଜତ ଅବସ୍ଥାରେ ଥିଲେ, ରେଡହ୍ୟାଣ୍ଡେଡ୍ ଧରାପଡ଼ିଲେ ସରକାରୀ ଅଧିକାରୀ ।
ଜୁନ୍ ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।
ଫଟୋରେ ଦେଖନ୍ତୁ ନବୀନ ଫ୍ୟାନଙ୍କ କାରନାମା...ଏ ଫ୍ୟାନଙ୍କ କେତେବେଳେ କୋଉ ରୂପ ଜାଣିବା ମୁସ୍କିଲ
୮ମରୁ ଦଶମ ପର୍ଯ୍ୟନ୍ତ ପିଲା ସିଧାସଳଖ ଯାଇଥିବାରୁ ସମସ୍ତଙ୍କ ଫର୍ମଫିଲପ ହେଲା।
ପରିବାକୁ ଦେଖି ହେଉଛି ହେଲେ ହାତ ମାରି ହେଉନି। ଖରା ତାତିଠୁ ବଳିଯାଇଛି ପନିପରିବା ଦର। ଫଳରେ ଚିନ୍ତାରେ ପଡିଯାଇଛନ୍ତି ଖାଉଟି
ଚାଷୀଟିଏ ଚାଷ କରି କିଭଳି ଭଲ ଦି ପଇସା ରୋଜଗାର କରିପାରିବ ସେଥିପାଇଁ ସରକାରୀ ଯୋଜନାରେ ଖୋଳା ହେଉଛି ଫାର୍ମ ପଣ୍ଡ। ହେଲେ କେଇ ହାତ ଖୋଳି ଦେଇ ଟଙ୍କା ଖାଇ ଦେଉଛନ୍ତି ସରକାରୀ ବାବୁ।
ବ୍ରହ୍ମପୁର ବ୍ରହ୍ମାନଗର ପରେ ଏବେ ମାର୍ଥା ସାହି...ଜଣେ ନୁହେଁ ନ୍ୟାୟ ଭିକ୍ଷା କରୁଛନ୍ତି ଦୁଇ ଦୁଇ ଜଣ
ଯେକୌଣସି ମଣିଷ ଉପରେ ଏସିଡ୍ ଆଟାକ୍ ହେଲେ ସେ ସାରାଜୀବନ କଷ୍ଟ ପାଇବ। ତେଣୁ ମୋର ଏହି ଯନ୍ତ୍ରଣା ପାଖରେ ସେମାନଙ୍କୁ ମିଳିଥିବା ସଜାର କିଛି ସମାନତା ନାହିଁ ବୋଲି ପ୍ରମୋଦିନୀ ରାଉଳ କହିଛନ୍ତି।
ନିଖୋଜର ୨୦ ମାସ ପରେ ବି ପତ୍ତା ନମିଳିବାରୁ ଇଚ୍ଛାମୃତ୍ୟୁ ଚାହିଁଲେ ପିହୁର ମା’ ।
ରୋଗୀଙ୍କୁ ବିନା ବାଧାରେ ଚିକିତ୍ସା ସେବା ଯୋଗାଇବାରେ ସାହାଯ୍ୟ କରିବ।
ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ। ଏହି ଭିଡିଓ ଚର୍ଚ୍ଚାରେ ରହିବାର କାରଣ ହେଉଛି ଏଥିରେ ଦେଖାଯାଉଥିବା ଜୀବର ଲମ୍ବା ବେକ ଅଛି ଯାହା ଅବିକଳ ଡାଇନୋସର ପରି ଦେଖାଯାଉଛି। ଏହି ଭିଡିଓ ଦେଖି ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ ଏହା ପ୍ରକୃତରେ ଡାଇନୋସର ନୁହେଁ ତ?
ସଦ୍ୟ ପ୍ରକାଶିତ ନ୍ୟାସନାଲ ଫାମିଲି ହେଲ୍ଥ ସର୍ଭେ NFHS-5ର ତଥ୍ୟ କହୁଛି, ଓଡ଼ିଶାରେ ୧୮ରୁ ୪୯ ବର୍ଷ ବୟସର ପ୍ରତି ୩ ବିବାହିତା ମହିଳାଙ୍କ ମଧ୍ୟରୁ ଜଣେ ଅର୍ଥାତ୍ ୩୩ ପ୍ରତିଶତ ଘରୋଇ ହିଂସାର ଶିକାର ହେଉଛନ୍ତି ।
ମାଆ ଆଗରେ ସଂସାରର ସମସ୍ତ ଐଶ୍ୱର୍ଯ୍ୟ ତୁଚ୍ଛ । ମାଆ ଥିଲେ ସବୁ ଅଛି, ମାଆ ନାହିଁ ତ ସାହା ନାହିଁ ।
ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ରଜତ କର।
ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଖୋଜାଖୋଜି ଜାରି ରହିଛି।
ଗିରଫ ପରେ ଆସନ୍ତା ୨୧ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଏକାଦଶ ଶତାବ୍ଦୀରୁ ପୃଥିବୀରେ ବୋମାର ବ୍ୟବହାର ଆରମ୍ଭ ହୋଇଛି