ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ହୋଇଥିଲା ହେଲିକପ୍ଟର ବନ୍ଦୋବସ୍ତ । ଏଯାବତ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ମିଳିଲା ସୂଚନା ।
ଭାଗ୍ୟ ବଦଳାଇ ଦେଲା ପରିବା ଚାଷ। ପାଳରେ ଭେଣ୍ଡି, କଖାରୁ, ଗୁଆଁର, କଲରା ଚାଷ କରି ମାସକୁ ଲକ୍ଷେ ଟଙ୍କାରୁ ଅଧିକ ଚାଷ କରୁଛନ୍ତି ଦୁଇ ଭାଇ। ନିଜେ ଭଲରେ ଚଳିବା ସହ ପାଖଆଖ ପିଲାଙ୍କୁ ଦେଉଛନ୍ତି ଭଲ ଦୁଇ ପଇସା ରୋଜଗାର। ଭୁବନେଶ୍ୱରରୁ ବେପାରୀ ଯାଇଁ ନେଇ ଆସୁଛନ୍ତି ପରିବା।
NMAକୁ ଦିଆଯାଇଥିବା ଡିଜାଇନ ଓ ବର୍ତ୍ତମାନ ଡିଜାଇନ ଭିନ୍ନ ରହିଛି । ଡିଜାଇନରେ ବାରମ୍ବାର ପରିବର୍ତ୍ତନ ମଧ୍ୟ ଦେଖାଯାଇଥିବା ଉଲ୍ଲେଖ କରାଯାଇଛି । ଖନନ ଦ୍ୱାରା ଐତିହ୍ୟସ୍ଥଳୀର କୀର୍ତ୍ତିରାଜି ନଷ୍ଟ ହୋଇଥାଇପାରେ ବୋଲି ମଧ୍ୟ କୁହାଯାଇଛି ।
ଯୁବତୀଙ୍କ ସହ ଅସଞ୍ଜତ ଅବସ୍ଥାରେ ଥିଲେ, ରେଡହ୍ୟାଣ୍ଡେଡ୍ ଧରାପଡ଼ିଲେ ସରକାରୀ ଅଧିକାରୀ ।
ଜୁନ୍ ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।
ଫଟୋରେ ଦେଖନ୍ତୁ ନବୀନ ଫ୍ୟାନଙ୍କ କାରନାମା...ଏ ଫ୍ୟାନଙ୍କ କେତେବେଳେ କୋଉ ରୂପ ଜାଣିବା ମୁସ୍କିଲ
୮ମରୁ ଦଶମ ପର୍ଯ୍ୟନ୍ତ ପିଲା ସିଧାସଳଖ ଯାଇଥିବାରୁ ସମସ୍ତଙ୍କ ଫର୍ମଫିଲପ ହେଲା।
ପରିବାକୁ ଦେଖି ହେଉଛି ହେଲେ ହାତ ମାରି ହେଉନି। ଖରା ତାତିଠୁ ବଳିଯାଇଛି ପନିପରିବା ଦର। ଫଳରେ ଚିନ୍ତାରେ ପଡିଯାଇଛନ୍ତି ଖାଉଟି
ଚାଷୀଟିଏ ଚାଷ କରି କିଭଳି ଭଲ ଦି ପଇସା ରୋଜଗାର କରିପାରିବ ସେଥିପାଇଁ ସରକାରୀ ଯୋଜନାରେ ଖୋଳା ହେଉଛି ଫାର୍ମ ପଣ୍ଡ। ହେଲେ କେଇ ହାତ ଖୋଳି ଦେଇ ଟଙ୍କା ଖାଇ ଦେଉଛନ୍ତି ସରକାରୀ ବାବୁ।
ବ୍ରହ୍ମପୁର ବ୍ରହ୍ମାନଗର ପରେ ଏବେ ମାର୍ଥା ସାହି...ଜଣେ ନୁହେଁ ନ୍ୟାୟ ଭିକ୍ଷା କରୁଛନ୍ତି ଦୁଇ ଦୁଇ ଜଣ
ଯେକୌଣସି ମଣିଷ ଉପରେ ଏସିଡ୍ ଆଟାକ୍ ହେଲେ ସେ ସାରାଜୀବନ କଷ୍ଟ ପାଇବ। ତେଣୁ ମୋର ଏହି ଯନ୍ତ୍ରଣା ପାଖରେ ସେମାନଙ୍କୁ ମିଳିଥିବା ସଜାର କିଛି ସମାନତା ନାହିଁ ବୋଲି ପ୍ରମୋଦିନୀ ରାଉଳ କହିଛନ୍ତି।
ନିଖୋଜର ୨୦ ମାସ ପରେ ବି ପତ୍ତା ନମିଳିବାରୁ ଇଚ୍ଛାମୃତ୍ୟୁ ଚାହିଁଲେ ପିହୁର ମା’ ।
ରୋଗୀଙ୍କୁ ବିନା ବାଧାରେ ଚିକିତ୍ସା ସେବା ଯୋଗାଇବାରେ ସାହାଯ୍ୟ କରିବ।
ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ। ଏହି ଭିଡିଓ ଚର୍ଚ୍ଚାରେ ରହିବାର କାରଣ ହେଉଛି ଏଥିରେ ଦେଖାଯାଉଥିବା ଜୀବର ଲମ୍ବା ବେକ ଅଛି ଯାହା ଅବିକଳ ଡାଇନୋସର ପରି ଦେଖାଯାଉଛି। ଏହି ଭିଡିଓ ଦେଖି ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ ଏହା ପ୍ରକୃତରେ ଡାଇନୋସର ନୁହେଁ ତ?
ସଦ୍ୟ ପ୍ରକାଶିତ ନ୍ୟାସନାଲ ଫାମିଲି ହେଲ୍ଥ ସର୍ଭେ NFHS-5ର ତଥ୍ୟ କହୁଛି, ଓଡ଼ିଶାରେ ୧୮ରୁ ୪୯ ବର୍ଷ ବୟସର ପ୍ରତି ୩ ବିବାହିତା ମହିଳାଙ୍କ ମଧ୍ୟରୁ ଜଣେ ଅର୍ଥାତ୍ ୩୩ ପ୍ରତିଶତ ଘରୋଇ ହିଂସାର ଶିକାର ହେଉଛନ୍ତି ।
ମାଆ ଆଗରେ ସଂସାରର ସମସ୍ତ ଐଶ୍ୱର୍ଯ୍ୟ ତୁଚ୍ଛ । ମାଆ ଥିଲେ ସବୁ ଅଛି, ମାଆ ନାହିଁ ତ ସାହା ନାହିଁ ।
ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ରଜତ କର।
ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଖୋଜାଖୋଜି ଜାରି ରହିଛି।
ଗିରଫ ପରେ ଆସନ୍ତା ୨୧ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଏକାଦଶ ଶତାବ୍ଦୀରୁ ପୃଥିବୀରେ ବୋମାର ବ୍ୟବହାର ଆରମ୍ଭ ହୋଇଛି
ଡ୍ରାଇଭର ଗଲା ପରେ ଖତ ଖାଉଛି ଆମ୍ବୁଲାନ୍ସ..ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର
ନାମକୁ ମାତ୍ର ସ୍ମାର୍ଟ ସିଟି। ହେଲେ ରାଜଧାନୀ ଭୁବନେଶ୍ୱରରେ ଏମିତି ଅନେକ ସ୍ଥାନ ଅଛି, ଯେଉଁଠି ଲୋକମାନେ ବିପଦ ସଙ୍କୁଳ ଅବସ୍ଥାରେ ଯା’ଆସ କରୁଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଚନ୍ଦ୍ରଶେଖରପୁର-ନୀଳାଦ୍ରିବିହାରକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲକୁ ଦେଖିଲେ ଅନୁମାନ କରିହେବ।
୯୭ ଲକ୍ଷ ଠକେଇ ମାମଲା : ପୁଣି ରିମାଣ୍ଡରେ ଅଭିଯୁକ୍ତ ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡ
କପ୍ତିପଦା ମଝିଗଡ଼ିଆ ହାଇସ୍କୁଲର ଦୁଇ ଶିକ୍ଷକଙ୍କ ନାଁରେ ଅଭିଯୋଗ
ଭିତ୍ତିଭୂମି ବିକାଶ ଲାଗି ଅନ୍ୟ ସଂସ୍ଥାକୁ ସହାୟତା ମାଗୁଛନ୍ତି କାହିଁକି ?