ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ନିଇତି ନୂଆ ନୂଆ କେଁ। ପ୍ରଥମରୁ ଡିଜାଇନ୍ ଓ ଗଭୀର ଖନନକୁ ନେଇ ଅସନ୍ତୋଷ ଚରମସୀମାରେ ପହଞ୍ଚିଥିବାବେଳେ ଏବେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିଷିଦ୍ଧାଞ୍ଚଳ ବାହାରକୁ ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ତେଜିଲାଣି ବିବାଦ। ଅନଭିଜ୍ଞ ସଂସ୍ଥାଙ୍କ ଅପରିଣାମ ଦର୍ଶିତା ଯୋଗୁଁ ଶହ ଶହ କୋଟି ଟଙ୍କା ପାଣିରେ ପଡ଼ିବା ଭଳି ସ୍ଥିତି ଉପୁଜିଥିବା ଓ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ବଢୁଥିବା କହିଛନ୍ତି ପ୍ରକଳ୍ପ ବିପକ୍ଷବାଦୀ ଓ ଐତିହ୍ୟ ଗବେଷକ।
Published: Chandan Shishu
Last updated: 13 May 2022, 10:09 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।