Srimandir
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାରି ଆଡୁ ବିରୋଧ । ରାଜନୈତିକ ଦଳଠୁ ନେଇ ସାମାଜିକ ସଙ୍ଗଠନ, କିଛି ଆଇନଜୀବୀ, ଐତିହାସିକ, ଗବେଷକ, ଏମିତିକି ଜଗଦ୍ଗୁରୁ ଶଙ୍କାରାଚାର୍ଯ୍ୟ ବି । ହେଲେ ତା ସତ୍ତ୍ୱେ ବି ନିୟମକୁ ଜଳାଞ୍ଜଳି ଦେଇ ଶ୍ରୀମନ୍ଦିର ଚାରିପାଖେ ଜୋର୍ସୋର୍ରେ ଚାଲିଛି ନିର୍ମାଣ । ଆଉ ଏହି ଭିତରେ ହାଇକୋର୍ଟରୁ ନ୍ୟାୟ ନ ମିଳିବାରୁ କାମ ବନ୍ଦ ପାଇଁ ସୁପ୍ରିମ୍କୋର୍ଟରେ କେଶ୍ ଫାଇଲ୍ କରିଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)