ଯାହା ପାଇଁ ଚିନ୍ତାରେ ଥିଲେ ଗ୍ରାହକ, ସେ ଚିନ୍ତା ଗଲା। ଦୁଇ ବର୍ଷ ପାଇଁ ଶସ୍ତା ହୋଇଯିବ ଖାଇବା ତେଲ। ସରକାର ଏମିତି ବଡ଼ ନିଷ୍ପତ୍ତି ନେବା ପରେ ଆଶ୍ୱସ୍ତ ହୋଇଛନ୍ତି ଦେଶର କୋଟି କୋଟି ଖାଉଟି
Published: Pallipuspa Samal
Last updated: 26 May 2022, 01:35 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।