କଟକ ଜିଲ୍ଲାର ନୂଆପାଟଣା ବାନ୍ଧକଳା ପାଇଁ ପ୍ରସିଦ୍ଧ। ପ୍ରତି ବର୍ଷ ରଥ ପୂବର୍ରୁ ଏଠାରେ ଶ୍ରୀଜିଉଙ୍କ ପାଇଁ ଅତି ଶ୍ରଦ୍ଧାର ସହ କାରିଗରମାନେ ଖଣ୍ଡୁଆ ପାଟ ତିଆରି କରନ୍ତି।
Published By: Prasan Subudhi
Last updated: 26 May 2022, 05:41 PM IST
ଶ୍ରୀଜିଉଙ୍କ ପାଇଁ ଖଣ୍ଡୁଆ ପାଟ ତିଆରି ପୂର୍ବରୁ ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା
ଖଣ୍ଡୁଆ ପାଟ ପାଇଁ ସୂତା କଟା ଯାଉଛି...ଭଳିକି ଭଳି ରଙ୍ଗର ସୂତା କଟାଯିବା ପରେ ପାଟ ବୁଣା ଆରମ୍ଭ ହୁଏ...
ସୂତା କଟା ପରେ ଖଣ୍ଡୁଆ ପାଟ ତିଆରିରେ ନିମଗ୍ନ କାରିଗର...
କାରିଗରଙ୍କ ଖୁସି କହିଲେ ନସରେ...ଖଣ୍ଡୁଆ ପାଟ ଏବେ ପ୍ରସ୍ତୁତ...
ମହାପ୍ରଭୁଙ୍କ ପାଇଁ ତିଆରି ଖଣ୍ଡୁଆ ପାଟରେ ଗୀତଗୋବିନ୍ଦ...