/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653575933.jpg)
Royal Mint makes its biggest ever coin for Queen Elizabeth's Jubilee
ରାଣୀ ଏଲିଜାବେଥଙ୍କ ୨୫ତମ ଜୟନ୍ତୀ ଉପଲକ୍ଷେ ତିଆରି ହୋଇଛି ବିଶ୍ୱର ସବୁଠୁ ବଡ଼ ଗୋଲ୍ଡ କଏନ୍ । ଏହି କଏନ ବ୍ରିଟେନର ଏକ ଘରୋଇ କମ୍ପାନୀ ରୟାଲ୍ ମେଣ୍ଟ ଦ୍ୱାରା ନିର୍ମାଣ କରାଯାଇଛି । ଏହି ବିଶାଳ କଏନର ଓଜନ ପ୍ରାୟ ୧୫ କିଲୋଗ୍ରାମ ବୋଲି ସୂଚନା ମିଳିଛି ।
Advertisment
A 15kg gold coin has been produced by the Royal Mint to celebrate Queen Elizabeth II's #PlatinumJubilee. The coin is the largest the mint has ever produced in its 1,100-year history. pic.twitter.com/L96k5g6HxG
— Global Times (@globaltimesnews) May 26, 2022
ଶୁଦ୍ଧ ସୁନାରେ ନିର୍ମିତ ୮.୭ ଇଞ୍ଚର ଏହି କଏନଟିକୁ ତିଆରି କରିବାରେ ପ୍ରାୟ ୪୦୦ ଘଣ୍ଟା ସମୟ ଲାଗିଥିଲା । ୧୫୦୦୦ ପାଉଣ୍ଡର ଏହି କଏନର ଗୋଟିଏ ପାର୍ଶ୍ୱରେ ୯୬ ବର୍ଷ ବୟସ୍କା ରାଜକୁମାର ଚିତ୍ରି ହୋଇଥିବାବେଳେ କଏନର ଅନ୍ୟ ପାର୍ଶ୍ୱରେ 'EIIR' ଲେଖା ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)