ରାଣୀ ଏଲିଜାବେଥଙ୍କ ୨୫ତମ ଜୟନ୍ତୀ ଉପଲକ୍ଷେ ତିଆରି ହୋଇଛି ବିଶ୍ୱର ସବୁଠୁ ବଡ଼ ଗୋଲ୍ଡ କଏନ୍ । ଏହି କଏନ ବ୍ରିଟେନର ଏକ ଘରୋଇ କମ୍ପାନୀ ରୟାଲ୍ ମେଣ୍ଟ ଦ୍ୱାରା ନିର୍ମାଣ କରାଯାଇଛି । ଏହି ବିଶାଳ କଏନର ଓଜନ ପ୍ରାୟ ୧୫ କିଲୋଗ୍ରାମ ବୋଲି ସୂଚନା ମିଳିଛି ।
Also Read
A 15kg gold coin has been produced by the Royal Mint to celebrate Queen Elizabeth II's #PlatinumJubilee. The coin is the largest the mint has ever produced in its 1,100-year history. pic.twitter.com/L96k5g6HxG
— Global Times (@globaltimesnews) May 26, 2022
ଶୁଦ୍ଧ ସୁନାରେ ନିର୍ମିତ ୮.୭ ଇଞ୍ଚର ଏହି କଏନଟିକୁ ତିଆରି କରିବାରେ ପ୍ରାୟ ୪୦୦ ଘଣ୍ଟା ସମୟ ଲାଗିଥିଲା । ୧୫୦୦୦ ପାଉଣ୍ଡର ଏହି କଏନର ଗୋଟିଏ ପାର୍ଶ୍ୱରେ ୯୬ ବର୍ଷ ବୟସ୍କା ରାଜକୁମାର ଚିତ୍ରି ହୋଇଥିବାବେଳେ କଏନର ଅନ୍ୟ ପାର୍ଶ୍ୱରେ 'EIIR' ଲେଖା ହୋଇଛି ।