• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Secret Tunnel
ପୁରୀ ଗଙ୍ଗାମାତା ମଠରେ ଗୁପ୍ତ ସୁଡ଼ଙ୍ଗ, ଜାଣନ୍ତୁ କୁଆଡ଼େ ଲମ୍ବିଛି...

ବାଲିସାହିରେ ଥିବା ଗଙ୍ଗାମାତା ମଠରେ ଏକ ଗୁପ୍ତ ସୁଡ଼ଙ୍ଗ ଠାବ ହୋଇଛି ।

guthkha
ବାକିରେ ଗୁଟଖା ନଦେବାରୁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବାକିରେ ଗୁଟଖା ଦେବାକୁ ମନା କରିବା ପରେ ଦୋକାନୀ ଆକ୍ରମଣର ଶିକାର ହୋଇଛନ୍ତି ।

Special Story | Sundargarh boy designs paramotors, dreams to design aircraft in future
ପାରା ମୋଟର ତିଆରି କଲେ ଅଙ୍କିତ, ଆଗକୁ ରଖିଛନ୍ତି ବଡ ଲକ୍ଷ୍ୟ

ବାହାର ରାଜ୍ୟରୁ ଶିଖିବାକୁ ଆସୁଛନ୍ତି ଲୋକ । ପାରା ମୋଟର ତିଆରି କରି ରେକର୍ଡ ସୃଷ୍ଟି କରିଛନ୍ତି ସୁନ୍ଦରଗଡର ଯୁବକ ଅଙ୍କିତ । ଡ୍ରୋନ ତିଆରି କରି ଉଡାଉଛନ୍ତି । ଉଡାଜାହାଜ ତିଆରି କରି ଉଡାଇବା ଲକ୍ଷ୍ୟରେ ଅଛନ୍ତି ସେ ।

The Great Odisha Political Circus | Old war horse Sarat Pattanayak named OPCC prez
ମୁଁ ଯାଉଛି ତଳ ସାହି....ଟିକିଏ ଭାଗବତ ଶୁଣି ଆସିବି...

ଗୋସେଇଁ ଇଏ କୋଉ ଶ୍ଲୋକ? ମୋ କାନ ଉଠିବା ଦିନରୁ ମୁଁ ଏମିତି ଶ୍ଲୋକ ଶୁଣିନି? ହାତ ଚିହ୍ନ ଚରା ଚରମର ଅର୍ଥ କଣ? ବ୍ରଜବନ୍ଧୁ ତୁମେ ଜମାରୁ ବୁଝୁନ....

Asha Ra Aloka | Trust issues between man and his wife create dispute
ସାଙ୍ଗ ସହ ମାର୍କେଟ୍‌ ଗଲେ ସନ୍ଦେହ କରୁଛନ୍ତି ସ୍ୱାମୀ...

ସନ୍ଦେହ ଭାଙ୍ଗିଦେଲା ସମ୍ପର୍କ? ସାଙ୍ଗଙ୍କ ସହ ଗଲେ ବି ସନ୍ଦେହ କରୁଛନ୍ତି ସ୍ୱାମୀ। ଏମିତିକି ମାଉସୀଙ୍କ ସହ କଥା ହେଲେ ବି କରୁଛନ୍ତି ଡାଉଟ୍‌। କଥା ଏତିକି? କାହିଁକି ନିଜ ସ୍ତ୍ରୀଙ୍କୁ ସବୁବେଳେ ମାଡ଼ ମାରୁଛନ୍ତି ଚନ୍ଦନ?

Prerana – Meet Kadambari Mallik who sets an example of becoming self reliant
୨୦୦୮ ମସିହାରେ କାଦମ୍ବରୀଙ୍କ ଜୀବନ ବଦଳିଥିଲା....ଜାଣନ୍ତୁ କେମିତି?

ରୋଜଗାରର ବାଟ ଦେଖାଇଲା ବାଉଁଶ ବେତ। ବିଭିନ୍ନ ସାମଗ୍ରୀ ତିଆରି କରି ଭଲ ଦୁଇ ପଇସା ନିଜେ ରୋଜଗାର କରୁଛନ୍ତି ଆଉ ଅନ୍ୟକୁ ରୋଜଗାରର ରାସ୍ତା ବି ଦେଖାଇଛନ୍ତି...

Special Story | Stone packing washes away from embankment on Sona river
ପାଦ ପକାଇଲେ ଦୋହଲୁଛି ପଥର, ଇଏ କାଳେ ବନ୍ୟା ଅଟକାଇବ?

ସରକାର ମାଲ୍‌, ଦରିଆ ମେ’ ଡାଲ୍‌। ପାଦ ପକାଇଲା ମାତ୍ରେ ଦୋହଲୁଛି ପଥର। ନଇରେ ଆସୁଥିବା ବନ୍ୟାକୁ ଇଏ ରୋକିବ କେମିତି? ସେପଟେ ସରକାରୀ ବାବୁ କହୁଛନ୍ତି ଆମ କାମ ଉଚ୍ଚ ମାନର....ସବୁ ଠିକ୍‌ଠାକ୍‌ ଚାଲିଛି

Special Story | Former sarpanch in Kantabanji village converts field into park with own expenses
ଖୋଲା ପଡ଼ିଆକୁ ଏମିତି ପାର୍କ କରିଦେଲେ ନେତା...ଏବେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଲାଗୁଛି ଭିଡ଼....

ନେତା ହେବ ତ ଏମିତି। ନିଜ ଉଦ୍ୟମରେ ପଡ଼ିଆକୁ କରିଦେଲେ ସୁନ୍ଦର ପାର୍କ। କୁଣ୍ଡ ଭିତରେ ଥିବା ଶିବ ମୂର୍ତ୍ତି ଦର୍ଶକଙ୍କୁ କରୁଛି ବିଭୋର। ସେଲଫି ନେବା ପାଇଁ ଯୁବକଙ୍କ ଲାଗୁଛି ଲାଇନ୍‌....ଦେଖନ୍ତୁ କେତେ ସୁନ୍ଦର ଦିଶୁଛି ପାର୍କ

Special Story | This \'Sabitri\' from Cuttack saves husband\'s life by donating kidney
ଇଏ ବି ଜଣେ ସାବିତ୍ରୀ...ସ୍ୱାମୀଙ୍କ ଜୀବନ ବଞ୍ଚାଇବା ଲାଗି ଦେଇଦେଲେ ନିଜ କିଡ଼ନୀ....

ଇଏ ବି ଜଣେ ସାବିତ୍ରୀ। କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ମରଣ ସହ କରୁଥିଲେ ସଂଘର୍ଷ...ନିଜ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ ଦାନ କଲେ କିଡ଼ନୀ...ଏବେ ହସ ଖୁସିରେ ଚଳୁଛି ପରିବାର

Special Story | Women residing in rehabilitation centre in Bolangir observe Sabitri Brata
ସ୍ୱାମୀ ଛାଡ଼ି ଦେଇଛନ୍ତି ସତ କିନ୍ତୁ ଏମାନେ ଏମିତି ବର୍ଷ ବର୍ଷ ହେଲାଣି କରୁଛନ୍ତି ସାବିତ୍ରୀ....

ଏ ସମସ୍ତଙ୍କୁ ସେମାନଙ୍କ ସ୍ୱାମୀ ଛାଡ଼ି ଚାଲିଯାଇଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ସେମାନଙ୍କ ଦୀର୍ଘାୟୁ କାମନା କରିବା ସହ ଶଙ୍ଖା, ସିନ୍ଦୂର ପିନ୍ଧି କରୁଛନ୍ତି ସାବିତ୍ରୀ ବ୍ରତ। ଅପେକ୍ଷା କରିଛନ୍ତି, କେବେ ସ୍ୱାମୀ ଫେରିବେ...ଆଉ ୟାଙ୍କୁ ସ୍ୱଧାର ଗୃହରୁ ହାତ ଧରି ସାଥୀରେ ନେଇଯିବେ...

Cyber Crime- Cyber fraudsters dupe businessman through PhonePe
ଫୋନ ପେ’ରେ ଟଙ୍କା ପାଇବେ କ’ଣ? ବରଂ ଏତିକି ଟଙ୍କା ଠକିନେଲେ ସାଇବର ଲୁଟେରା....

ନିଜର ଅସାବଧାନତା ପାଇଁ ହରାଇଲେ ହଜାର ହଜାର ଟଙ୍କା। ଫୋନ୍‌ ପେ’ ଅଫିସରୁ କଲ୍‌ କରିଥିବା କହି ଆକାଉଣ୍ଟରୁ ଲୁଟିନେଲେ ଏତିକି ଟଙ୍କା। ସତ ଜାଣିବା ପରେ....

News Fuse- Otter struggles to quench thirst, humans yet to realise importance of water #Watch
ମଣିଷ ବୁଝିଲାନି, ଓଧ ବୁଝିଲା ପାଣିର ମହତ...

ପାଣିର ଅଭାବ ମଣିଷ ବୁଝିନି। କିନ୍ତୁ ପଶୁ ବୁଝୁଛି। ଶୋଷ ମେଂଟାଇବା ପାଇଁ ଏମିତି କରୁଛନ୍ତି ସଂଘର୍ଷ...ଦେଖନ୍ତୁ ଏହି ଭିଡ଼ିଓ

Rath Yatra 2022। Construction of chariots underway in full swing in Puri ॥ Updates from Ratha Khala
ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ରଥ ଚକରେ ଫାଟ ସୃଷ୍ଟି; ନଟବୋଲ୍ଟ ଓ କ୍ଲାମ୍ପ ଫିଟିଂ କରାଯାଇ କରାଯିବ ମରାମତି

କଞ୍ଚା କାଠ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଚକରେ ଫାଟ ସୃଷ୍ଟି ହୋଇଥିବା ସୂଚନା...

Special story
ରଞ୍ଜିତ୍‌ଙ୍କ ଶରୀରରେ ଛବିଲତାଙ୍କ କିଡନୀ : ଅଧା ଅଙ୍ଗ ଦେଇ ଅର୍ଦ୍ଧାଙ୍ଗୀନିର କର୍ତ୍ତବ୍ୟ ପାଳନ କଲେ ମହିଳା

କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ମରଣ ସହ କରୁଥିଲେ ସଂଘର୍ଷ...ନିଜ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ କିଡ଼ନୀ ଦାନ କଲେ ସ୍ତ୍ରୀ

 Srimandir Heritage Corridor Row
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ହେବ...

Man eat 32340 burgers and set world record
୩୨,୩୪୦ ବର୍ଗର ଖାଇ ତିଆରି କଲେ ୱାର୍ଲ୍ଡ ରେକର୍ଡ

ଜଣେ ବ୍ୟକ୍ତି ୫୦ ବର୍ଷ ଧରି ପ୍ରାୟ ପ୍ରତ୍ୟେକ ଦିନ ଏକ ବର୍ଗର ଖାଉଛନ୍ତି। ଖାଇସାରିଲେଣି ୩୨,୩୪୦ ବର୍ଗର। ଏବେ ବି ଚାଲିଛି ଖାଇବା। ଏନେଇ ମିଳିଛି ୱାର୍ଲ୍ଡ ରେକର୍ଡ।

Nepal plane crash
ଆଖିରୁ ଲୁହ ଶୁଖୁନି, ମନରୁ କୋହ ଯାଉନି; ଶବ ଅପେକ୍ଷାରେ ପରିବାର

ନୀରବି ଯାଇଛି ପରିବାର । ସ୍ଥାଣୁ ପାଲଟିଯାଇଛନ୍ତି ସମସ୍ତେ । ନା ପେଟରେ ଭୋକ ଅଛି ନା ଆଖିରେ ନିଦ । ନେପାଳରେ ବିମାନ ଦୁର୍ଘଟଣାପରଠୁ ନୀରବି ଯାଇଛନ୍ତି ପରିବାର ଲୋକେ । କାହିଁକି ବା ନ ହେବେ, ଯେଉଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି, ସେହି ବିମାନରେ ଯାତ୍ରା କରୁଥିବା ନିଜ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରାଣ ହରାଇଛନ୍ତି ଅଶୋକ ତ୍ରିପାଠୀ, ତାଙ୍କ ପତ୍ନୀ ବୈଭବୀ, ପୁଅ ଧନୁଷ ଏବଂ ଝିଅ ରିତିକା । 

Girls are in ahead in Civil Service Exam
ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ବାଜି ମାରିଲେ ଝିଅ; ପଛରେ ପଡିଲେ ପୁଅ

ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ୩ଟି ସ୍ଥାନ ଝିଅ ଅକ୍ତିଆର କରିଛନ୍ତି। ଦିଲ୍ଲୀର ଶ୍ରୁତି ଶର୍ମା ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ଓ ତୃତୀୟରେ ବି ଝିଅ ଅଛନ୍ତି।

Minor Boy
କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲା ନାବାଳକ

କୁମ୍ଭୀର ମୁହଁରୁ ସଂଘର୍ଷ କରି ଜୀବନ ବଞ୍ଚାଇଲେ ନାବାଳକ । କାଣି ନଦୀରେ ଗାଧୋଇଲା ବେଳେ କୁମ୍ଭୀର ଟାଣି ନେଇଥିଲା ।

Odia family On Board In Nepal Plane Crash
ବିଧିର ବିଧାନ ଥିଲା ଏମିତି: ମର୍ତ୍ତ୍ୟରେ ଅଲଗା, ସ୍ୱର୍ଗରେ ଏକାଠି

ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନ୍ମର ସାଥୀ ହେବା ପାଇଁ ସ୍ୱପ୍ନ ଦେଖିଥିଲେ। ହେଲେ ଗୋଟିଏ ଜନ୍ମରେ ସବୁକିଛି ଓଲଟ ପାଲଟ ହୋଇଗଲା। ବିଧିର ବିଧାନ ଥିଲା କିଛି ଅଲଗା। ପରିବାରକୁ ଏମିତି ଦୁର୍ଭାଗ୍ୟ ମାଡ଼ି ଆସିଲା ଯେ କଡ଼ ଲେଉଟାଇ ସବୁ କିଛି ଛାରଖାର କରିଦେଲା।

VIPs get piority In Puri
ସରକାରୀ ବାବୁଙ୍କ ପାଇଁ ଜଗାକୁ ଦେଖି ପାରିଲେନି ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ !

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ଶ୍ରୀକ୍ଷେତ୍ର ଯାଇ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ସେମାନଙ୍କ ପାଇଁ ରହିଥିବା ବ୍ୟାଟେରୀ ଅଟୋ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି।

Girl executes loot on guise of boy in Puri
ପୁରୀ ବଡ଼ଦାଣ୍ଡରୁ ଲୁଟ୍‌ ; ଯୁବକ ବେଶରେ ଆସି ଲୁଟିଲେ ଯୁବତୀ

ଯୁବକ ବେଶରେ ଆସି ଲୁଟ୍ କଲେ ଯୁବତୀ । ନକଲି ଚାବିରେ ସ୍କୁଟର ଡିକି ଖୋଲି ନେଇଗଲେ କାଗଜପତ୍ର ।

Special story
ଅଜଣା ଭାଇ ହାତରେ ସାବିତ୍ରୀ ସଜ : ଶହ ଶହ ମହିଳାଙ୍କୁ ଫଳମୂଳ ଦେଇ ଆସିଲେ ସୁଜୟ

ଅଜଣା ଭାଇର ହାତରୁ ସାବିତ୍ରୀ ସଜ ନେଲାବେଳେ କଇଁକଇଁ ହୋଇ କାନ୍ଦି ପକାଇଥିଲେ ମହିଳାମାନେ

Asha Ra Aloka - Child suffers when parents lack respect for each other
ବାପା-ମାଆ ଅଲଗା...ହେଲେ ପିଲା ରହିବ କାହା ପାଖରେ?

ବାପା-ମାଆଙ୍କ ଝଗଡ଼ାରେ ବଳି ପଡ଼ିଗଲା କି ଝିଅ? କେତେବେଳେ ବାପାଙ୍କ ପାଖରେ ରହିବାକୁ କହୁଛି ପୁଣି କେତେବେଳେ ମାଆଙ୍କ ପାଖରେ ରହିବାକୁ କହୁଛି ଝିଅ...ତେବେ ହେବ କ’ଣ?