• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Beach Erosion

Beach erosion
ଭୟଙ୍କର ହେଲାଣି ପୁରୀ ସମୁଦ୍ର...ଗର୍ଜନ କରି ଗାଁ ଭିତରକୁ ମାଡ଼ି ଆସୁଛି..

ଉଗ୍ରରୂପ ଧାରଣ କଲାଣି ପୁରୀ ସମୁଦ୍ର। ଘୋ ଘୋ ଗର୍ଜନ କରି ମାଡ଼ି ଆସୁଛି କୂଳକୁ...ଜୁଆର ମାଡରେ ଭାସିଯାଉଛି ବାଲିବସ୍ତା....ଝାଉଁ ଜଙ୍ଗଲକୁ ନିଜ ଗର୍ଭକୁ ନେବା ଉପରେ ସମୁଦ୍ର...ସେପଟେ କେଉଟଜଙ୍ଗାରେ ଖୋଳି ହୋଇଗଲାଣି ମୁହାଣ। ଚିନ୍ତାରେ ଅଂଚଳବାସୀ...