Advertisment

କାଳେ ବିଶ୍ୱସ୍ତରୀୟ ବସ୍‌ଷ୍ଟାଣ୍ଡ….ଛି ଛି ଛି...

ଭାଇଲୋ କୁଆଡ଼େ ଯିବୁ? ହାଉଲେ ଚାଲିବୁ..ଦେଖୁନୁ ଏ ବାଦାମବାଡ଼ିର ଅବସ୍ଥା କେମିତି ହେଲାଣି? ଚାଲୁ ଚାଲୁ ଯଦି ଟିକେ ଏପଟ ସେପଟ ହେବ ସିଧା କାଦୁଅରେ ଗାଧୋଇ ପଡ଼ିବ। ନାରଣ ଏଇଟା ପା’ ବିଶ୍ୱସ୍ତରୀୟ ବସ୍‌ଷ୍ଟାଣ୍ଡ..

author-image
Otv Khabar Bureau

ଭାଇଲୋ କୁଆଡ଼େ ଯିବୁ? ହାଉଲେ ଚାଲିବୁ....ଦେଖୁନୁ ଏ ବାଦାମବାଡ଼ିର ଅବସ୍ଥା କେମିତି ହେଲାଣି? ଚାଲୁ ଚାଲୁ ଯଦି ଟିକେ ଏପଟ ସେପଟ ହେବ ସିଧା କାଦୁଅରେ ଗାଧୋଇ ପଡ଼ିବ। ନାରଣ ଏଇଟା ପା’ ବିଶ୍ୱସ୍ତରୀୟ ବସ୍‌ଷ୍ଟାଣ୍ଡ..

Advertisment
Badambadi Bus Stand News Fuse
Advertisment
Advertisment