ଆଗେ ଜାଗା ଦେଖା, ମୁଁ କାମ କରିବି। ମୁଁ ପଙ୍କ...ଯୋଉଠି ପାରିବି ସେଇଠି କାମ କରିବି। ଖାଲି ଜାଗା ଦେଖିବା ମାତ୍ରେ ପୋତି ପକାଇବି ବାଉଁଶ। କହିଦେଉଛି ଜମାରୁ ମଝିରେ ଷଣ୍ଢ ଭର୍ତ୍ତି କରନ୍ତୁ ନାହିଁ
ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ପଞ୍ଚମ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।
ବୟସ ୭୦ ଛୁଇଁଲାଣି। ହେଲେ ପରିବାରର ବୋଝକୁ ନିଜ ଉପରୁ ଖସାଇନାହାନ୍ତି...ବରଂ ଉଦୁଉଦିଆ ଖରା ହେଉ କି ଢୋ ଢୋ ବର୍ଷା...ଏମିତି ଗାଁକୁ ଗାଁ, ଘରକୁ ଘର ବୁଲି କରୁଛନ୍ତି ପାମ୍ପଡ ବେପାର। ଦେଖନ୍ତୁ ଏଇ ହୃଦୟସ୍ପର୍ଶୀ ଭିଡ଼ିଓ
ଇଏ ଏମିତି ଏକ ଗାଁ..ଯେଉଁ ଗାଁକୁ ଭଲ ରାସ୍ତା ଟିଏ ନାହିଁ। ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ। ସ୍ଥିତି ଏମିତି ହେଲାଣି ଯେ, ରାସ୍ତା ପାଇଁ ଗାଁରେ ବାହାଘର ହେଉନଥିବା ହେଲାଣି ଅଭିଯୋଗ
କାଦୁଅ ପଚପଚ ବଡ଼ ବଡ଼ ଖାଲ ଢିପରେ ପରିପୂର୍ଣ୍ଣ ବାଏପାସ ରାସ୍ତା ଲୋକଙ୍କ ପାଇଁ କାଳ ସାଜିଛି । ଅନେକ ଲୋକ ଏହି ରାସ୍ତାରେ ଦୁର୍ଘଟଣାର ଶିକାର ହୋଇସାରିଲେଣି
ହୃଦୟବିଦାରକ ଦୃଶ୍ୟ। ନଈ ଏପଟେ ରୋଗୀ, ସେପଟେ ଡାକ୍ତର। ରୋଗୀଙ୍କ ପାଖରେ ପହଞ୍ଚିପାରୁନାହାନ୍ତି ଡାକ୍ତର...ମାଇକ୍ ଯୋଗେ ଖାଲି ପଚାରୁଛନ୍ତି କାହାର କଣ ଅସୁବିଧା ଅଛି କୁହ...ଆମେ ଔଷଧ ଦେବୁ। ଦେଖନ୍ତୁ ଏଇ ଦୃଶ୍ୟକୁ...
ଚଳିତ ବର୍ଷ ବହୁତ ଚେଷ୍ଟା କରିବା ସତ୍ତ୍ୱେ ସମନ୍ୱୟ ବୈଠକକୁ ଏଡ଼ାଇ ଯାଇଛି ଛତିଶଗଡ଼ । ଗତ ଜୁଲାଇ ୧୩ରେ ବୈଠକ କରିବାକୁ କହି ପୁଣି ଓହରି ଯାଇଛି ।
ପ୍ରତିଦିନ ପାଣିରେ ବୁଡି ଅକାଳରେ ଚାଲିଯାଉଛି ଜୀବନ
ଶିକାର ପୂର୍ବରୁ ସଞ୍ଜୟ ବାଘ ସହ ସେଲ୍ଫି ଉଠାଇ ଏହାକୁ ସୋସିଆଲ୍ ମିଡିଆରେ ଅପ୍ଲୋଡ୍ କରିଥିଲେ। ଫଟୋ ଭାଇରାଲ୍ ହେବାପରେ ସଞ୍ଜୟ ଏବେ ବନ ବିଭାଗ ହାତରେ ଧରାପଡ଼ିଛନ୍ତି।
ନାବାଳକ ପୁଅକୁ କଡ଼ା ତାଗିଦ୍ କରିଥିଲେ ତାର ମା
ଛେନାର ମାନ ପରଖିଲା ସିଏମସି ସ୍ୱାସ୍ଥ୍ୟ ବିଭାଗ । ଲ୍ୟାବକୁ ପଠାଯିବ ନିଆଳି ଛେନାର ନମୁନା ।
ପ୍ରତାରଣା କଲା ପ୍ରେମିକ। ପ୍ରତିଶୋଧ ନେବାକୁ ଏକ ଖବରକାଗଜର ପୂରା ପୃଷ୍ଠାକୁ କିଣିନେଲେ ଯୁବତୀ। ବିରୋଧରେ ଦେଲେ ବିଜ୍ଞାପନ। ଜାଣନ୍ତୁ ଲୋଜେ କ’ଣ କହିଲେ।
ବିବାଦରେ ବଡି ବିଲ୍ଡର୍ ବବି କଟାରିଆ। ବିମାନରେ ସିଗାରେଟ୍ ଟାଣି ବିବାଦକୁ ଆସିଛନ୍ତି। ବିମାନକୁ ସିଗାରେଟ୍ ଓ ଲାଇଟର କିପରି ଗଲା ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଲୋକେ।
ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ପରବର୍ତ୍ତୀ ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହେବ । ହେଲେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ।
ରାଜ୍ୟରେ କେତେ ସୁରକ୍ଷିତ ହାତୀ ଆଜି ବିଶ୍ୱ ହାତୀ ଦିବସରେ ଆସନ୍ତୁ ଜାଣିନେବା।
୩ ବର୍ଷ ପରେ ସେସବୁ କେମିତି ଚାଲିଛି, ମୋବାଇଲ ଟୟଲେଟ୍ ଅବସ୍ଥା କେମିତି ଅଛି ଆସନ୍ତୁ ଜାଣିବା।
ଦେଖାଦେଇଛି ସରକାର କା ମାଲ୍ ଦରିଆ ମେଁ ଡାଲ୍ ପରିସ୍ଥିତି। ଖତ ଖାଉଛି ବିଏମ୍ସିର ମୋବାଇଲ୍ ପାଇଖାନା । ରକ୍ଷଣାବେକ୍ଷଣ ଅଭାବରୁ ଭ୍ରାମ୍ୟମାଣ ପାଇଖାନା ଅଚଳ ହୋଇପଡିଛି। ପାଣିରେ ପଡ଼ିଛି କୋଟି କୋଟି ଟଙ୍କା।
କେବେ ଶିକାରୀ ଗୁଳି ତ କେବେ ଟ୍ରେନ୍ ଟ୍ରାକ୍ ଓ ବିଦ୍ୟୁତ ଝଟ୍କାରେ ଯାଉଛି ହାତୀଙ୍କ ଜୀବନ। ରାଜ୍ୟରେ ୫ ବର୍ଷରେ ଗଲାଣି ୨୩୩ ହାତୀଙ୍କ ଜୀବନ। ଆସନ୍ତୁ ଜାଣିବା ହାତୀ ପ୍ରତି କେତେ ଯତ୍ନବାନ ମଣିଷ ଓ ଆମ ବ୍ୟବସ୍ଥା ?
ରତ୍ନଭଣ୍ଡାରର ମରାମତି ପାଇଁ ASI ର ଚିଠିକୁ ନେଇ ଚର୍ଚ୍ଚା । ଚୂଡ଼ାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ବିପଦପୂର୍ଣ୍ଣ ସ୍ଥିତିରେ ଅଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ।
ଭକ୍ତମାନେ ଯେଉଁ ସ୍ଥାନରୁ ଜଳ ଉଠାଇଥିଲେ ତାହାର ନାମ ହେଉଛି ରୋମାନ୍ ବାଥ୍ । ଏହା ଏକ ଉଷ୍ମ ପ୍ରସ୍ରବଣ ।
ନ୍ୟାସନାଲ୍ ରୁରାଲ୍ ହେଲଥ୍ ମିଶନ୍-NRHM ଜରିଆରେ ଏହାକୁ ନବ ଦମ୍ପତିଙ୍କ ପାଖକୁ ପଠାଯିବ ।
ଯାତ୍ରୀଙ୍କୁ ନେଇ ବସ୍ଟି ଭୁବନେଶ୍ୱରରୁ ପୁରୀ ଆଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ଯୋଜନା ମଧ୍ୟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଆସୁଛି ଅଗଷ୍ଟ ୧୫...ଦେଶ ପାଳୁଛି ଆଜାଦୀ କା ଅମୃତ ମହୋତ୍ସବ...ସବୁଠି ଉତ୍ସାହ...ସବୁଠି ଉଲ୍ଲାସ...
୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା। ତେବେ ଚାବି ହଜିଥିବା ଯୋଗୁ ଭିତର ରତ୍ନଭଣ୍ଡାର ଖୋଲା ଯାଇପାରିନଥିଲା।