• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

CYBER CRIME
ମୋ ଟଙ୍କା ଗଲା, କଣ କରିବି ଏବେ ?

ମୁଁ ଥାନାକୁ ଗଲି ଅଭିଯୋଗ କରିବାକୁ। ସେ କହିଲେ ଯଦି FIR ଦେବୁ ତୋ ସିମ୍ ବ୍ଲକ୍ ହେଇଯିବ। ଯା SP ଆଉ DGଙ୍କୁ କହ।

Apana Eka Nuhanty
ଆଉ କେତେ ଦୁଃଖ ଦେବ ହେ ଠାକୁରେ…

ଘରର ରୋଜଗାରିଆ ପୁଅକୁ ରୋଗ ଘାରିଛି। ଭଙ୍ଗା ଘରେ ସପରିବାର ରହୁଛନ୍ତି। କେତେବେଳେ ଘର ଭାଙ୍ଗିଯିବ ତାର କିଛି ହିସାବ ନାହିଁ। ବର୍ଷା ହେଲେ ଛନକା… ଏ ପରିବାର କଣ ସରକାରୀ ସୁବିଧା ପାଇବା ପାଇଁ ହକଦାର ନୁହଁନ୍ତି?

The Great Odisha Political Circus
ମୋର ଗୋଟେ ସ୍ୱାଧୀନତା ସଂଗ୍ରାମୀ ଭତ୍ତା କରିଦିଅରେ

ଆବେ ସଃ… ତୋ ବୋପା ଭଲ ରାଜନେତା? ତୋ ବୋପାର ହଜମ ଶକ୍ତି ଏତେ ଯେ, ଯେତେ କାମ ଆସିଥିଲ ସବୁ ଟଙ୍କା ହଜମ କରିଦେଲା। ଆଉ ତୁ ଆସିଛୁ ମୋ ବେକରେ ମାଳା ପକେଇ ସେଲ୍ଫି ନେବୁ ବୋଲି? ସଃ… ଲଜ୍ଜା ନାହିଁ ମୁହଁରେ…

pregnant woman crosses flooded river
କୂଳ ଖାଉଛି ଭରା ନଈ ହଣ୍ଡାରେ ପାର ହେଲେ ଗର୍ଭବତୀ

ନଦୀରେ ପ୍ରଖର ସୁଅ। ସେପଟେ ଡାକ୍ତରଖାନା ଏପଟେ ଗର୍ଭବତୀ ମହିଳା। ୯ମାସର ଗର୍ଭଧାରଣ କରିଥିବା ଏହି ଆସନ୍ନପ୍ରସବା ମହିଳା ଜଣକ ରସହଣ୍ଡାରେ ନଈ ପାର ହେବେ ! ଦୁଇ ଦଶନ୍ଧିର ଏ ସ୍ଥିର ସରକାର ଶେଷରେ ଗର୍ଭବତୀ ମହିଳାଙ୍କୁ ହଣ୍ଡାରେ ନଈ ପାର କରାଇ ହାତ ଟେକିଦେଲା !

Hyva driver burnt alive in Sundargarh
ସତ ଚେଷ୍ଟା ପରେ ବି ନିଜକୁ ବଞ୍ଚାଇ ପାରିଲେନି, ହାଇୱା ସହ ଜୀଅନ୍ତା ଜଳିଗଲେ

୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ହାଇୱା ଗାଡ଼ି ଜଳି ଯାଇଛି। ଗାଡ଼ି ଭିତରେ ଥିବା ଚାଳକ ଗାଡ଼ି ବାହାରକୁ ଆସି ନପାରିବାରୁ ବିଦ୍ୟୁତ୍ ତାର ଲାଗି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।   

Small girl letter to the Chief Minister
ମୁଖ୍ୟମନ୍ତ୍ରୀଙ୍କୁ କୁନିଝିଅର ଚିଠି-ଏତେ ବଡ଼ ଦୁନିଆରେ କେମିତି ଚଳିବି? ମତେ ସମସ୍ତେ ଘୃଣା କରୁଛନ୍ତି

ଦଶମ ଶ୍ରେଣୀର ଝିଅଟିଏ। ତାକୁ ପାଳିଥିବା ବାପାଙ୍କର ମୃତ୍ଯୁ ହୋଇଯାଇଛି। ମାଆ ମାନସିକ ରୋଗୀ। ସେ ମୁଖ୍ଯମନ୍ତ୍ରୀଙ୍କୁ ଚିଠି ଲେଖିଛି, ‘ଏତେ ବଡ଼ ଦୁନିଆରେ ମୁଁ କେମିତି ଚଳିବି? ମତେ ସାହାଯ୍ଯ କର। ପାଖ ପଡ଼ୋଶୀରେ ମତେ ସମସ୍ତେ ଘୃଣା କରୁଛନ୍ତି।‘

News Fuse
ସୁର ଭାଇ ମୁଣ୍ଡଳୀ ମାଛ କିଣିଲ ଟି ?

ଏ ପିଲେ ପାଖେଇ ଯା… ଆମ ସୁର ଭାଇ ଆସିଲେଣି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବେ… ଆଲୋ ହେ… ଏଠି ବନ୍ୟା ବିପନ୍ନଙ୍କୁ ଭେଟୁଛ ନା ମୁଣ୍ଡଳି ବୁଲି ସେଲ୍ଫି ନେଉଛି? ହଉ ନିଅ, ମୁଣ୍ଡଳୀ ମାଛ କିଲେ ବି ନେଇଯା ଆଉ…

How will be a study room according to Vastu
ଏମିତି କରନ୍ତୁ ପଢାଘର, ପିଲାଙ୍କୁ ନେଇ ରହିବନି ଆଉ ଚିନ୍ତା

ବାସ୍ତୁ ବ୍ୟକ୍ତି ଉପରେ ଅନେକ ସକାରାତ୍ମକ ପ୍ରଭାବ ପକେଇ ଥାଏ। ଏଥିରେ ବ୍ୟତିକ୍ରମ ହେଲେ ଏହା ଓଲଟା ଫଳ ଦେଇଥାଏ। ତେବେ ବାସ୍ତୁ ମତରେ ପଢାଘର କିପରି ହେବା ଦରକାର ଆସନ୍ତୁ ଜାଣିବା।

Muslim boy dressed up as Krishna on janmashtmi
ମୁସଲମାନ ମହିଳାଙ୍କ ହିନ୍ଦୁ ପ୍ରେମ; ପୁଅକୁ କରିଲେ କୁନି କୃଷ୍ଣ

ସାମ୍ପ୍ରଦାୟିକ ଦଙ୍ଗା ସତ୍ତ୍ୱେ ଆଜି ବି ଭାରତରେ ରହିଛି ଭାଇଚାରା। ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଜଣେ ମୁସଲମାନ ମା’ ତାଙ୍କ ପୁଅକୁ କରିଛନ୍ତି କୁନି କୃଷ୍ଣ।

Flood
ବିପନ୍ନଙ୍କୁ ସାପ ଭୟ ! ଘରୁ ଗୋଡ଼ କାଢ଼ିଲେ କେଉଁଠି ଚନ୍ଦନବୋଡ଼ା ତ କେଉଁଠି ଅଜଗର

SRCଙ୍କ ସୂଚନା ଅନୁଯାୟୀ, ଚଳିତ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ବନ୍ୟା ପ୍ଲାବିତ ଅଞ୍ଚଳରୁ ୫ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଲାଣି ।C

Flood
ପାଣି ଭିତରେ ବି ମିଳୁନି ପାଣି ! କୂଅ-ନଳକୂଅ ସବୁ ବୁଡ଼ିଯାଇଛି..

ବନ୍ୟା ପ୍ରଭାବିତ ଅଞ୍ଚଳରେ ପିଇବା ପାଣି ପାଇଁ ହାହାକାର । ପ୍ରାଶାସନିକ ଉଦାସୀନତାକୁ ନେଇ ଚରମରେ ଅସନ୍ତୋଷ ।

ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା  ଆଠଗଡ଼ ଅଞ୍ଚଳର। ଛନଛନିଆ ପରିବା ଚାଷ ବନ୍ୟା ପାଣିରେ ବୁଡ଼ି ରହିଛି।
ପାଣି କମୁଛି, ହେଲେ ଦୁର୍ଦ୍ଦଶା ବଢୁଛି.. ଉଜୁଡ଼ିଗଲା ଚାଷବାସ.. ଚିନ୍ତାରେ ଚାଷୀ

ଚଳିତ ବନ୍ୟାରେ ପରିବା ଚାଷ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବିଲରେ ପରିବା ଫଳିଥିଲେ ବି ପାଣି ଜମି ରହିବାରୁ ସେସବୁ ଉଜୁଡ଼ିବାକୁ ବସିଲାଣି।

Train
ରାତି ଅଧରେ ଟ୍ରେନରେ ଜନ୍ମ ହେଲା ଶିଶୁ ପୁତ୍ର

୪୫ ମିନିଟ୍‌ ଅଟକି ରହିଲା ଟ୍ରେନ.. ଅଧ ରାତିରେ ସହର ଶୋଇଥିଲା, ଟ୍ରେନ ଆଗକୁ ବଢୁଥିଲା...ଏତିକି ବେଳେ ହଠାତ୍‌ କୁନିଙ୍କର ହୋଇଥିଲା ପ୍ରସବ ଯନ୍ତ୍ରଣା। ଉପସ୍ଥିତ ଥିବା ଆରପିଏଫ୍‌ ଯବାନଙ୍କ ସାହାଯ୍ୟରେ ଚଳନ୍ତା ଟ୍ରେନରେ ଜନ୍ମ ହେଲା ନବଜାତ ଶିଶୁ ପୁତ୍ର। କୁନି ପୁଅ ପାଇଁ ୪୫ ମିନିଟ୍‌ ପର୍ଯ୍ୟନ୍ତ ଅଟକି ରହିଲା ଏକ୍ସପ୍ରେସ ଟ୍ରେନ୍‌

cancer-stricken mother
ମଶାଣୀରେ କାନ୍ଦୁଛି ମାଆ, ଜାତି ଭୟରେ ଅସହାୟ ପୁଅ

ହାଏରେ ଦଇବ ତୁ ଏ କି କଲୁ? ଆଧୁନିକ ସମାଜରେ ଏମିତି କୁସଂସ୍କାର ଆଜି ବି ରାଜ୍ କରୁଛି? ମାଆର ଦେହ ଖରାପ ହେଲା ଯେ, ପୁଅ ମାନେ ମେଡିକାଲ୍ ନେଲେ। ଜାତି ଭାଇ ଗାଁ ଲୋକଙ୍କୁ ଡରି ବାସନ୍ଦ ଭୟରେ ନିଜ ଜନ୍ମକଲା ମାଆକୁ ଦୁଇ ପୁଅ ବାଧ୍ୟ ହୋଇ ମଶାଣିରେ ଛାଡ଼ିଦେଲେ। ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଜକେଇ ଆସିବ। ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ହଜିଯାଇଛି ହୃଦୟ

Rabindra Narayan Mishra
ଭିତର ରତ୍ନଭଣ୍ଡାରକୁ ଲୋକନାଥ ମହାପ୍ରଭୁ ଜଗିଛନ୍ତି ସର୍ପ ବେଶରେ !

୧୯୮୨ ମସିହାରେ ମିଞ୍ଜିମିଞ୍ଜି ହୋଇ ଜଳୁଥିବା ଦୀପଟିଏ ଧରି ମୁଁ ଭିତର ରତ୍ନଭଣ୍ଡାରକୁ ଯାଇଥିଲି। ସେଠି ମୁଁ ଯାହା ଦେଖିଛି, ଆପଣ ଶୁଣିଲେ ଅବାକ୍ ହୋଇଯିବେ। ବିରାଟ ବିରାଟ ସିନ୍ଦୁକରେ ଶହ ଶହ ହୀରାନୀଳା ମୋତି ମାଣିକ ଖଚ୍ଚିତ ମୁକୁଟ। ପ୍ରଭୁଙ୍କ କୁଣ୍ଡଳ କଦଳୀ ଭଣ୍ଡାପରି

Special story
ଜଙ୍ଗଲରୁ ମିଳିଲା ନର କଙ୍କାଳ : ଛାନଭିନ୍‌ ଆରମ୍ଭ କଲା ପୋଲିସ୍‌

ମାସକ ତଳେ ନିଖୋଜ ହୋଇଯାଇଥିଲେ ଜଣେ ଯୁବକ

Special story
ରାଜ୍ୟରେ ଭୟଙ୍କର ବନ୍ୟାସ୍ଥିତି : ବନ୍ୟାର ଆଁ ଭିତରେ ୧୨ ଜିଲ୍ଲା

କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାରେ ସ୍ଥିତି ସଂଗୀନ, ପାଣି ଛାଡ଼ିବାର ୭ଦିନରେ କ୍ଷୟକ୍ଷତି ଆକଳନ ସହ ୧୫ଦିନ ରିଲିଫ୍ ଦେବାକୁ ସରକାରଙ୍କ ଘୋଷଣା

cancer-stricken mother
ମରିଯାଉଛି ମାନବିକତା ! ଶବକୁ ଦେଲେନି କାନ୍ଧ, ଜିଇଁ ଥାଉ ଥାଉ ମାଆକୁ ମଶାଣୀରେ ଛାଡ଼ିଲା ପୁଅ

ଆଜି ଶୀର୍ଷରେ ପହଞ୍ଚିଲାଣି ମଣିଷର ଶିକ୍ଷା, ଦୀକ୍ଷା ଆଉ ସଂସ୍କାର । କିନ୍ତୁ ସଚେତନତା ଅଭାବରୁ ଗ୍ରାମାଞ୍ଚଳରେ ଡେଣା ମେଲାଇଥିବା କୁସଂସ୍କାର ନିହାତି ଦୁର୍ଭାଗ୍ୟଜନକ ।

Cave Collapsed
ବର୍ଷା ହେଲା ବୋଲି ଗୁମ୍ଫାରେ ନେଇଥିଲେ ଆଶ୍ରୟ, ହେଲେ ସେଠାରେ ହିଁ ଚାଲିଗଲା ଜୀବନ

ଯେଉଁଠି ଆଶ୍ରୟ ନେଇଥିଲେ ସେଠାରେ ହିଁ ତାଙ୍କର ଜୀବନ ଚାଲିଗଲା ।

Elon Musk
ମଞ୍ଚେଷ୍ଟର ୟୁନାଇଟେଡ୍‌ ଫୁଟବଲ୍‌ କ୍ଲବ୍‌କୁ ନେଇ ସୋସିଆଲ ମିଡିଆରେ ମଜାକ୍‌ କଲେ ଏଲନ ମସ୍କ

କିଛି ଦିନ ପୂର୍ବରୁ ସେ ଟ୍ୱିଟର କିଣିବେ ବୋଲି କହିବା ସହ ଏଥିରେ ଅନେକ ପରିବର୍ତ୍ତନ କରିବେ ବୋଲି କହି ବେଶ୍‌ ଚର୍ଚ୍ଚାରେ ରହିଲେ । 

Special story
ଶ୍ରାବଣ ଛତୁର ଭାରି ଡିମାଣ୍ଡ୍ : କିଲୋ ପିଛା ଦର ୧୬୦୦, ଚିକେନ୍, ମଟନ୍ ବି ପଛରେ . . .

କୋରାପୁଟରେ ଏବେ ମିଳୁଛି ଶ୍ରାବଣ ଛତୁ। ଏ ଛତୁ ମଟନ୍ ଠାରୁ ବି ଅଧିକ ଦାମ। ମଟନ୍ କେଜି ଯଦି ୭୦୦ କିମ୍ବା ୮୦୦ ଟଙ୍କା ଏ ଶ୍ରାବଣ ଛତୁର ଦାମ ତା ଠୁ ଆହୁରି ଦୁଇଗଣ ଅଧିକ।

Daughter-in-law and son carry mother’s body for last rites in Jeypore
ହଜିଗଲା ମାନବିକତା: ଅନ୍ୟ ଜାତିର ଘରେ ପୁଅ ଖାଇଲା ବୋଲି ମା’କୁ ମିଳିଲାନି ଚାରି କାନ୍ଧ

ଗାଁର ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ଗ୍ରାମବାସୀମାନେ କାନ୍ଧ ଦେଇନଥିଲେ। କାରଣ ତାଙ୍କ ପୁଅ ଅନ୍ୟ ଜାତିର ଘରେ ଖାଇଥିଲେ। ଶେଷରେ ବୃଦ୍ଧାଙ୍କ କୋକେଇକୁ ଘୋଷାଡି ଘୋଷାଡ଼ି ନେଇଥିଲେ ତାଙ୍କ ପୁଅ, ବୋହୂ। 

  • Thursday, 18 August 2022
Special story
ଗରିବ ହିତାଧିକାରୀଙ୍କ ଚାଉଳ ହଡପ୍ : କେବେ ମିଳିବ, କିଛି ଜଣାନାହିଁ . .

ଚାଉଳ ହଡପ କଥା ଧରାପଡିଲା କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଲା, କିନ୍ତୁ ଅମଳାଭଟା ପଞ୍ଚାୟତ ଲୋକେ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ୩ ମାସର ଚାଉଳ ପାଇନାହାନ୍ତି