/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642245581.jpg)
AIIMS BHUBANESWAR
ପୁଣି ଏକ ଅଘଟଣ । ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ । ଏମ୍ସ ସର୍ଜରୀ ବିଭାଗ ପଞ୍ଚମ ମହଲା ଉପରୁ ଡେଇଁପଡ଼ି ରୋଗୀଙ୍କ ମୃତ୍ୟୁ ହୋଇଛି । ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ ଏହି ରୋଗୀ । କେଉଁ କାରଣ ପାଇଁ ଛାତରୁ ଡେଇଁଲେ ତାହା ଏଯାଏଁ ଅସ୍ପଷ୍ଟ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)