Advertisment

ମୋର ଗୋଟେ ସ୍ୱାଧୀନତା ସଂଗ୍ରାମୀ ଭତ୍ତା କରିଦିଅରେ

ଆବେ ସଃ… ତୋ ବୋପା ଭଲ ରାଜନେତା? ତୋ ବୋପାର ହଜମ ଶକ୍ତି ଏତେ ଯେ, ଯେତେ କାମ ଆସିଥିଲ ସବୁ ଟଙ୍କା ହଜମ କରିଦେଲା। ଆଉ ତୁ ଆସିଛୁ ମୋ ବେକରେ ମାଳା ପକେଇ ସେଲ୍ଫି ନେବୁ ବୋଲି? ସଃ… ଲଜ୍ଜା ନାହିଁ ମୁହଁରେ…

author-image
Pallipuspa Samal
ଅଦ୍ୟତନ ହୋଇଛି

ଆବେ ସଃ… ତୋ ବୋପା ଭଲ ରାଜନେତା? ତୋ ବୋପାର ହଜମ ଶକ୍ତି ଏତେ ଯେ, ଯେତେ କାମ ଆସିଥିଲ ସବୁ ଟଙ୍କା ହଜମ କରିଦେଲା। ଆଉ ତୁ ଆସିଛୁ ମୋ ବେକରେ ମାଳା ପକେଇ ସେଲ୍ଫି ନେବୁ ବୋଲି? ସଃ… ଲଜ୍ଜା ନାହିଁ ମୁହଁରେ… 

Advertisment
The Great Odisha Political Circus
Advertisment
Advertisment