• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Other Videos

ନିଶା ନିବାରଣ ନାଁ କହି ଏ ଦୁଇ ନାରୀ ନେତ୍ରୀ ମୋ ମଦ ଦୋକାନ ଭାଙ୍ଗିଦେଲେ। ଦେଖିଲା ବେଳକୁ ଅଣ୍ଟାରେ ଦି ଚାରି ବୋତଲ ଖୋସି ନିଜ ଗେରସ୍ତଙ୍କ ପାଇଁ ନେଇ ପଳେଇଲେ। ପଚାରିଲାରୁ କହିଲେ ଦେହ ହାତ ପିଡା ହେଉଛି, ଠିପିଏ ମାରିଦେଲେ ଦରଜ କମିଯିବ।

Making news