ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି, ପବିତ୍ର କୃଷ୍ଣ ଜନ୍ମାଷ୍ଟମୀ । ପୌରାଣିକ ଆଖ୍ୟାନ ଅନୁସାରେ, ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଏହି ଦିନ ଜନ୍ମ ନେଇଥିଲେ ।
ଜନ୍ମାଷ୍ଟମୀଙ୍କର ଏହି ଶୁଭ ଦିନରେ ଅନେକ ନୂତନ ବସ୍ତ୍ର ମଧ୍ୟ ପିନ୍ଧନ୍ତି। ଏହି ଦିନରେ ବିଭିନ୍ନ ରଙ୍ଗର ପୋଷାକର ଭିନ୍ନ ମହତ୍ତ୍ୱ ରହିଛି। ନିର୍ଦ୍ଦିଷ୍ଟ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ତେବେ ଆସନ୍ତୁ କେଉଁ ରଙ୍ଗର ପ୍ରଭାବ କ’ଣ ସେ ବିଷୟରେ ଜାଣିନେବା।
ସାମ୍ପ୍ରଦାୟିକ ଦଙ୍ଗା ସତ୍ତ୍ୱେ ଆଜି ବି ଭାରତରେ ରହିଛି ଭାଇଚାରା। ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଜଣେ ମୁସଲମାନ ମା’ ତାଙ୍କ ପୁଅକୁ କରିଛନ୍ତି କୁନି କୃଷ୍ଣ।
ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ ଗୋପାଳ ରୂପକୁ ପୂଜା କରାଯାଏ। ଏହି ଦିନ ଭଗବାନ କୃଷ୍ଣଙ୍କୁ ରାତିରେ ପୂଜା କରାଯାଏ ବୋଲି ବିଶ୍ୱାସ କରାଯାଏ। କୁହାଯାଏ ଭଗବାନ କୃଷ୍ଣ ରାତିରେ ଜନ୍ମ ହୋଇଥିଲେ। ଆସନ୍ତୁ ଜାଣିବା ରାତିରେ କାହିଁକି ଜନ୍ମ ନେଲେ ଶ୍ରୀକୃଷ୍ଣ?
ଭଗବାନ ଶ୍ରୀହରିଙ୍କ ଦୁଇ ମାନବ ଅବତାର ହେଲା ଶ୍ରୀରାମ ଓ ଶ୍ରୀକୃଷ୍ଣ। ଶ୍ରୀରାମଙ୍କ ପାଖରେ ୧୨ କଳା ଥିବାବେଳେ ଶ୍ରୀକୃଷ୍ଣଙ୍କ ପାଖରେ କିପରି ରହିଲା ୧୬ କଳା? ଶ୍ରୀହରିଙ୍କ ଏହି ଦୁଇ ଅବତାରରେ କିଏ ଶ୍ରେଷ୍ଠ?
ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ପାଳନ ପାଇଁ ଚଳଚଂଚଳ ବୃନ୍ଦାବନ। ମଥୁରା ସହ ସାରାଦେଶ ଓ ପୁରୀରେ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି।