Train
୪୫ ମିନିଟ୍ ଅଟକି ରହିଲା ଟ୍ରେନ.. ଅଧ ରାତିରେ ସହର ଶୋଇଥିଲା, ଟ୍ରେନ ଆଗକୁ ବଢୁଥିଲା...ଏତିକି ବେଳେ ହଠାତ୍ କୁନିଙ୍କର ହୋଇଥିଲା ପ୍ରସବ ଯନ୍ତ୍ରଣା। ଉପସ୍ଥିତ ଥିବା ଆରପିଏଫ୍ ଯବାନଙ୍କ ସାହାଯ୍ୟରେ ଚଳନ୍ତା ଟ୍ରେନରେ ଜନ୍ମ ହେଲା ନବଜାତ ଶିଶୁ ପୁତ୍ର। କୁନି ପୁଅ ପାଇଁ ୪୫ ମିନିଟ୍ ପର୍ଯ୍ୟନ୍ତ ଅଟକି ରହିଲା ଏକ୍ସପ୍ରେସ ଟ୍ରେନ୍
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)