ହାଏରେ ଦଇବ ତୁ ଏ କି କଲୁ? ଆଧୁନିକ ସମାଜରେ ଏମିତି କୁସଂସ୍କାର ଆଜି ବି ରାଜ୍ କରୁଛି? ମାଆର ଦେହ ଖରାପ ହେଲା ଯେ, ପୁଅ ମାନେ ମେଡିକାଲ୍ ନେଲେ। ଜାତି ଭାଇ ଗାଁ ଲୋକଙ୍କୁ ଡରି ବାସନ୍ଦ ଭୟରେ ନିଜ ଜନ୍ମକଲା ମାଆକୁ ଦୁଇ ପୁଅ ବାଧ୍ୟ ହୋଇ ମଶାଣିରେ ଛାଡ଼ିଦେଲେ। ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଜକେଇ ଆସିବ। ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ହଜିଯାଇଛି ହୃଦୟ
କିଛି ଘଂଟାରେ ସବୁ ସ୍ୱପ୍ନକୁ ଚୁରମାର କରିଦେଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ। ଜଳଭଣ୍ଡାର ପାଇଁ ବିନା ଇଚ୍ଛାରେ ଗାଁ ଛାଡ଼ିଲେ ଲୋକେ। ଘର କବାଟରେ ତାଲା ପଡିଛି ସତ ହେଲେ ଉପର ପୂରା ମେଲା। ଶୁଭବିବାହ ଲେଖା କାନ୍ଥରୁ ଲିଭିନି....କିନ୍ତୁ ନୂଆ ବୋହୂର ମନ ଭାଙ୍ଗିଯାଇଛି। ଦେଖନ୍ତୁ ନିଜ ପୈତୃକ ଘର ଛାଡିବା ପରେ କେମିତି କାନ୍ଦୁଛନ୍ତି ଗାଁ ଲୋକେ...