• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Small Girl Letter To The Chief Minister

Small girl letter to the Chief Minister
ମୁଖ୍ୟମନ୍ତ୍ରୀଙ୍କୁ କୁନିଝିଅର ଚିଠି-ଏତେ ବଡ଼ ଦୁନିଆରେ କେମିତି ଚଳିବି? ମତେ ସମସ୍ତେ ଘୃଣା କରୁଛନ୍ତି

ଦଶମ ଶ୍ରେଣୀର ଝିଅଟିଏ। ତାକୁ ପାଳିଥିବା ବାପାଙ୍କର ମୃତ୍ଯୁ ହୋଇଯାଇଛି। ମାଆ ମାନସିକ ରୋଗୀ। ସେ ମୁଖ୍ଯମନ୍ତ୍ରୀଙ୍କୁ ଚିଠି ଲେଖିଛି, ‘ଏତେ ବଡ଼ ଦୁନିଆରେ ମୁଁ କେମିତି ଚଳିବି? ମତେ ସାହାଯ୍ଯ କର। ପାଖ ପଡ଼ୋଶୀରେ ମତେ ସମସ୍ତେ ଘୃଣା କରୁଛନ୍ତି।‘