ଚଳିତ ବନ୍ୟାରେ ପରିବା ଚାଷ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବିଲରେ ପରିବା ଫଳିଥିଲେ ବି ପାଣି ଜମି ରହିବାରୁ ସେସବୁ ଉଜୁଡ଼ିବାକୁ ବସିଲାଣି।
Published By: Prasan Subudhi
Last updated: 20 August 2022, 03:10 PM IST
ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର। ଛନଛନିଆ ପରିବା ବିଲ ଦେଖି ଚାଷୀର ଛାତି ଫାଟି ଯାଉଛି। ପାଣି କମିଲେ ସତରେ କ’ଣ ଆଉ ପରିବା ଗଣ୍ଡେ ମିଳିବ !
ରୁଆ ହବାକୁ ଧାନତଳି ରେଡ୍ଡି। ହେଲେ ପାଣିରେ ବୁଡ଼ିଥିବା ବିଲରେ ତଳି ରୁଆ ହବ କେମିତି ? ଚାଷୀ ଏବେ ସେଇ ଚିନ୍ତାରେ।
ପାଣି କମିଲା ପରେ ଫସଲ ଅବସ୍ଥା ସବୁ ଏମିତି...ଚାଷୀ ଏସବୁ ନେଇ କି ବେପାର କରିବ ?
ଦର୍ଶକ ବନ୍ଧୁ, ଏଠିକା ଅବସ୍ଥା ଦେଖିଲେ ସତରେ ଛାତି ଫାଟି ଯାଉଛି। ଚାଷୀ ଲଗେଇଥିଲା ଜହ୍ନି। ପାଣି କମିବା ପରେ ଜହ୍ନିର ଅବସ୍ଥା ଦେଖିନ୍ତୁ।