/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660903610.jpg)
ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର। ଛନଛନିଆ ପରିବା ଚାଷ ବନ୍ୟା ପାଣିରେ ବୁଡ଼ି ରହିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660903610.jpg)
1/4
ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର। ଛନଛନିଆ ପରିବା ବିଲ ଦେଖି ଚାଷୀର ଛାତି ଫାଟି ଯାଉଛି। ପାଣି କମିଲେ ସତରେ କ’ଣ ଆଉ ପରିବା ଗଣ୍ଡେ ମିଳିବ !
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660903847.jpg)
2/4
ରୁଆ ହବାକୁ ଧାନତଳି ରେଡ୍ଡି। ହେଲେ ପାଣିରେ ବୁଡ଼ିଥିବା ବିଲରେ ତଳି ରୁଆ ହବ କେମିତି ? ଚାଷୀ ଏବେ ସେଇ ଚିନ୍ତାରେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660904024.jpg)
3/4
ପାଣି କମିଲା ପରେ ଫସଲ ଅବସ୍ଥା ସବୁ ଏମିତି...ଚାଷୀ ଏସବୁ ନେଇ କି ବେପାର କରିବ ?
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660904206.jpg)
4/4
ଦର୍ଶକ ବନ୍ଧୁ, ଏଠିକା ଅବସ୍ଥା ଦେଖିଲେ ସତରେ ଛାତି ଫାଟି ଯାଉଛି। ଚାଷୀ ଲଗେଇଥିଲା ଜହ୍ନି। ପାଣି କମିବା ପରେ ଜହ୍ନିର ଅବସ୍ଥା ଦେଖିନ୍ତୁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)