ଶୋଇ ଶୋଇ ସଫଳତା। ଦୀର୍ଘ ସମୟ ଶୋଇଥିବାରୁ ହେଲେ ଚାମ୍ପିଅନସିପ୍ ବିଜେତା। ଯେଉଁ କାମ ପାଇଁ ଦିନେ ସମସ୍ତେ ଘୃଣା କରୁଥିଲେ ଆଜି ତାଙ୍କୁ ଏନେଇ ପ୍ରଶଂସାର ସୁଅ ଛୁଟିଛି। ଏନେଇ ସେ ମାଲାମାଲ୍ ମଧ୍ୟ ହୋଇଯାଇଛନ୍ତି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଧିକ ସଶକ୍ତ କରିବା ଲାଗି ପ୍ରସ୍ତୁତ ବ୍ଲୁ-ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି ।
ପିକେଟିଂ ଯୋଗୁଁ ଆଜି ଦିନ ତମାମ ବହୁ ସ୍ଥାନରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା । କିଛି ସ୍ଥାନରେ ବନ୍ଦ ରହିଥିଲା ଶିକ୍ଷାନୁଷ୍ଠାନ ।
ଏହି ଯୋଜନାରେ ସରକାରୀ ହେଉ କି ବେସରକାରୀ ହାଉସିଂ ପ୍ରୋଜେକ୍ଟ, ସବୁଥିରେ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ରହିବ ନିଶ୍ଚିତ ସଂରକ୍ଷଣ ବ୍ୟବସ୍ଥା ।
ସୁନିଆରେ ପ୍ରଚଳନ ହେଲା ନୂଆ ସ୍ୱର୍ଣ୍ଣ ମୁଦ୍ରା। ଶ୍ରୀମନ୍ଦିରରେ ପାରମ୍ପରିକ ରୀତିରେ ବାମନ ଜନ୍ମନୀତି ପାଳିତ।
ଯାହାଙ୍କ ପାଇଁ ନିଜେ ଅଣ୍ଟା ସଳଖି ଚାଲିବା କାଠିକର ପାଠ, ସେମାନଙ୍କ ପିଠିରେ ଏବେ ଚିନ୍ତାର ପାହାଡ଼ । ଚିନ୍ତା ପେଟକୁ ନେଇ ଆଉ ତାଠୁ ବଳି ପୁଅକୁ ନେଇ ।
ପିକେଟିଂ ଯୋଗୁଁ ଆଜି ଦିନ ତମାମ ବହୁ ସ୍ଥାନରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା । କିଛି ସ୍ଥାନରେ ବନ୍ଦ ରହିଥିଲା ଶିକ୍ଷାନୁଷ୍ଠାନ ।
ଜିଲ୍ଲାପାଳ କହିଛନ୍ତି ରାସ୍ତା ପ୍ରଶସ୍ତୀକରଣ ପାଇଁ ପର୍ଯ୍ୟାୟକ୍ରମେ ସମସ୍ତ ପକ୍ଷଙ୍କ ସହ ସବିଶେଷ ଆଲୋଚନା ହେଉଛି, କାମ ଶୀଘ୍ର ଆଗେଇବ ।
ସରକାରୀ ପ୍ରୋଜେକ୍ଟରେ ୨୦ ପ୍ରତିଶତ ଏବଂ ବେସରକାରୀ ପ୍ରୋଜେକ୍ଟରେ ୧୦ ପ୍ରତିଶତ ଘର ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ରଖାଯିବ ।
ଅନଲାଇନ୍ ଭୋଟିଂ ଜରିଆରେ ପ୍ରାର୍ଥୀ ବାଛିପାରିବେ ଓଟିଭି ଦର୍ଶକ
ଆଉ ଥରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ଆବେଦନ କରିଥିଲେ । ତଳ କୋର୍ଟରେ ଆବେଦନ ଅଗ୍ରାହ୍ୟ ହେବାରୁ ହାଇକୋର୍ଟ ଆସିଥିଲେ ବର୍ଷା ।
କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ରଶି ଲଗାଇ ଝୁଲି ପଡ଼ିବାରୁ ବିଚାରପତି ସୁବାସଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଆଜି ପବିତ୍ର ସୁନିଆ ଉତ୍ସବ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆଜିଠାରୁ ଆରମ୍ଭ ହୋଇଛି ୧୪୩୦ ସାଲ ୬୫ ଅଙ୍କର ପ୍ରବେଶ ।
ବାଃ ବାଃ...କାର ଚୋରି କରିନେବା ପରେ ମେଟ୍ରୋ ଷ୍ଟେସନ ସିଡି ଦେଇ କାର ନେଇ ପଳାଉଥିଲା ଚୋର। ହେଲେ ଅଧା ରାସ୍ତାରେ ଫଶିଗଲା କାର୍। ତା’ପରେ ଦେଖନ୍ତୁ ହେଲା କଣ?
ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ସାରି ବାଇକ୍ରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଛି।
୧୦ ଦିନରେ ବାପା-ମାଆ ଚାଲିଯିବା ପରେ ୨ ଅନାଥଙ୍କ ଦୁଃଖ ସହିପାରିଲେନି ୭୦ ବର୍ଷର ବୃଦ୍ଧ। ସେଇଥି ପାଇଁ ତ ନିଜେ ଲୁନା ଧରି ୩୫୦ କିମି ବାଟ ଅତିକ୍ରମ କରି ପହଞ୍ଚିଲେ ଭଦ୍ରକରେ। ଉଦ୍ଦେଶ୍ୟ ଥିଲା ଦୁଇ ପିଲାଙ୍କୁ ସାହାଯ୍ୟ କରିବା...ଆଉ ଗାଁରେ ପହଞ୍ଚିବା ପରେ...
ଲାଇଫ୍ ଟାଇମ୍ ଆଚିଭ୍ମେଂଟ୍ ଆୱାର୍ଡ ପରେ ଭୁବନେଶ୍ୱର ଫେରିଲେ ନବୀନ। ବାସ୍...ରାଜଧାନୀର ରାଜରାସ୍ତା ଏମିତି ଜାମ୍ ହେଲା ଯେ ଟ୍ରାଫିକ୍ ଅବସ୍ଥା ପୂରା ବେହାଲ ହୋଇଗଲା। ଛକ ଛକରେ ଫସିରହିଲା ଆମ୍ବୁଲାନ୍ସ। ସାଇରନ୍ ମାରୁଥିଲେ ବି ଯିବାକୁ ନଥିଲା ରାସ୍ତା। ଏତେ ଲୋକ ଆସିବା ନେଇ ସୂଚନା ଥିବା ପରେ ବି କାହିଁକି ଆମ୍ବୁଲାନ୍ସ ପାଇଁ କରାଯାଇନଥିଲା ଗ୍ରୀନ କରିଡର? ରୋଗୀଙ୍କ ଜୀବନ ସହ ଖେଳିବାକୁ ୟାଙ୍କୁ ଅନୁମତି ଦେଲା କିଏ?
ମୋ ବୋଉଲୋ...ଇଏ କଣ? ଟିଫିନ୍ ପାଇଁ ଏତେ ଜାମ୍? ଦେଖୁନୁରେ ନାରଣ ଅଧା ଲୋକଙ୍କୁ ମିଳିଲା ଆଉ ଯାହାଙ୍କୁ ନମିଳିଲା ସେ କେମିତି ପାଟିମୁଣ୍ଡ କରିକି ଉଛନ କଲେଣି?
ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।
ଭାଇରାଲ୍ ହେଉଛି ଲୋମଟାଙ୍କୁରା ଭିଡିଓ। ଜଣେ ଯାତ୍ରୀ ଟ୍ରେନ୍ରୁ ଖସି ପଡୁଥିଲେ। ଗୋଟିଏ ମୁହୂର୍ତ୍ତ ବି ଡେରି ହୋଇଥିଲେ ଚାଲିଯାଇଥାନ୍ତା ଜୀବନ। ସେଠାରେ ଥିବା ଜଣେ ରେଲ୍ୱେ ପୁଲିସ୍ ତାଙ୍କ ପାଖକୁ ଦୌଡିଗଲେ ଆଉ ତାଙ୍କୁ ଟ୍ରେନ୍ ଭିତରକୁ ଠେଲିଦେଲେ।
ମିଳିଛି ୫ ଲକ୍ଷ ବର୍ଷର ହାତୀ ଦାନ୍ତ। ଏହାର ଲମ୍ବ ଓ ଓଜନ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଦାନ୍ତରୁ ଅନୁସନ୍ଧାନକାରୀମାନେ ଅନୁମାନ କରୁଛନ୍ତି ସେତେବେଳର ହାତୀ ପ୍ରାୟ ୧୬ ଫୁଟ ଲମ୍ବର ଥିଲେ। ତେବେ ଜାଣନ୍ତୁ ଏହି ଦାନ୍ତର ଲମ୍ବ ଓ ଓଜନ କେତେ।
ଭାରତରେ ଏମିତି ଅନେକ ନିଆରା ଜାଗା ଅଛି ଯାହାକୁ ଆପଣ ପ୍ରାୟ ଦେଖିଥିବେ। କିନ୍ତୁ ଏଇ ଭାରତରେ ଏମିତି କିଛି ଜାଗା ଅଛି ଯାହା ଅନ୍ତିମ ଜାଗା। ଆପଣ କେବେ ଏ ଜାଗା ବିଷୟରେ ଜାଣିଛନ୍ତି କି? ଜାଣିବା ପାଇଁ ପଢନ୍ତୁ…
ରେଳ ଟ୍ରାକ୍ରେ ପଡିଗଲେ ଯୁବକ। ଟ୍ରେନ୍ ଆସି କ୍ଷିପ୍ର ଗତିରେ ତାଙ୍କ ଉପରେ ଚାଲିଗଲା। ଯୁବକଙ୍କ ଉପସ୍ଥିତ୍ ବୁଦ୍ଧି ଯୋଗୁଁ ବଞ୍ଚିଗଲେ। ଭାଇରାଲ୍ ହେଉଛି ଏହି ଭିଡିଓ।
ଗଂଜାମରୁ ୩୦୦ କିଲୋମିଟର ଦୂର ନିଜେ ଗାଡି ଚଲାଇ ପହଂଚିଥିଲେ ଅଭାବୀ ପରିବାର ପାଖରେ ଏବଂ ୧୦ ହଜାର ଟଙ୍କା ସହାୟତା କରିଥିଲେ ।
ଜମି ଅଧିଗ୍ରହଣ ହୋଇନପାରିବାରୁ ଅଧାରେ ଅଟକିଛି କାମ