• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Meet Balasore’s nonagenarian Hara Mausi, a source of inspiration for all mothers
ହୀନିମାନୀ ହର ମାଉସୀ: ଘର ଅଛି, ଛାତ ନାହିଁ

୯୪ ବର୍ଷରେ ବି ହାରିନି ହରମାଉସୀ। ଘର ଖଣ୍ଡିଏ ପାଇଁ ବାରମ୍ବାର ଗୁହାରି ପରେ ବିଧାୟକ ସିନା ଘର କରିଦେଲେ ହେଲେ ଛାତ ପକାଇବାକୁ ଭୁଲି ଗଲେ। ଢୁ ଢୁ ବର୍ଷାରେ ପରପିଣ୍ଡାରେ ଶୋଉଛି ବୁଢୀ ମାଉସୀ...

  • Thursday, 22 September 2022
accident
୩୦ ପିଲାଙ୍କୁ ନେଇ ଯାଉଥିବା ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ

କଟକ ସିଡିଏ-୧୦ରେ ଏକ ଘରୋଇ ସ୍କୁଲ୍ ବସ୍ ଡିଭାଇଡରରେ ପିଟି ହୋଇଛି

Sundargarh Addl Tehsildar under vigilance scanne
୨୨ଟି ପ୍ଲଟ୍, ୨ଟି ବହୁତଳ କୋଠା, ୨ଟି ବୋଲେରୋ : ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା

ଟାଙ୍ଗରପାଲିର ଅତିରିକ୍ତ ତହସିଲଦାରଙ୍କ ଘରେ ଚାଲିଛି ରେଡ୍ । ଦ୍ୱିତୀୟ ଦିନ ପାଇଁ ଭିଜିଲାନ୍ସ ରେଡ୍ ଜାରି । ଠାବ ହେଲାଣି ୨କୋଟିରୁ ଅଧିକ ସମ୍ପତ୍ତି ।

To save from sun heat baba wearing solar powered helmet with fan
ଗରମରୁ ରକ୍ଷା ପାଇବା ପାଇଁ ମୁଣ୍ଡରେ ଫ୍ୟାନ୍‌ ଲଗେଇଦେଲେ ବୃଦ୍ଧ ବାବା

କୁହାଯାଏ ସମସ୍ୟା ହିଁ ନୂଆ କିଛି କରିବାର ବାଟ ଦେଖେଇଥାଏ। ଏହାକୁ ଏବେ ସତ କରି ଦେଖେଇଛନ୍ତି ଜଣେ ବୃଦ୍ଧ ବାବା। ଗରମରୁ ରକ୍ଷା ପାଇବା ପାଇଁ ସେ ତାଙ୍କ ମୁଣ୍ଡରେ ଏକ ଫ୍ୟାନ୍‌ ଲଗେଇ ଦେଇଛନ୍ତି।

NMA Srimandir
ନହକଳେବର ହେବ ଏକାମ୍ର କ୍ଷେତ୍ର

ନୂଆ ନୂଆ ଲାଗିବ ଏକାମ୍ର କ୍ଷେତ୍ର । ସଂରକ୍ଷଣ ଯୋଜନାରେ ଝଲସିବ ଐତିହ୍ୟର ଏନ୍ତୁଡି ଶାଳ ଏକାମ୍ର କ୍ଷେତ୍ର

IAS Officers Property
IAS ବାବୁଙ୍କ ସଂପତ୍ତି କେତେ ?

IAS ବାବୁଙ୍କ ସମ୍ପତ୍ତି କେତେ ? କେତେ ରହିଛି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ? ନା କେହି ତଥ୍ୟ ରଖୁଛନ୍ତି ନା ମିଳିପାରୁଛି ସ୍ପଷ୍ଟ ସୂଚନା । ଆମେ ଆପଣଙ୍କୁ ମନେ ପକାଇ ଦେଉଛୁ ଯେ, ୨୦୨୦ରେ ମୁଖ୍ୟମନ୍ତ୍ରୀ ଏକ ଟ୍ୱିଟ୍‌ କରିଥିଲେ । ଯେଉଁଥିରେ କୁହାଯାଇଥିଲା ସରପଞ୍ଚଙ୍କଠୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ଯାଏଁ ସର୍ବସାଧାରଣରେ ପ୍ରକାଶ କରିବେ ସମ୍ପତ୍ତି ତାଲିକା ।

Dibyang Son
ମଜୁରୀ ଖଟୁଛି ବାପା; ଖଟରେ ଶୋଇଛି ଭେଣ୍ତିଆ ପୁଅ, ସାହାଯ୍ୟ ମିଳିଲେ..

କିଟିକିଟି ଅନ୍ଧାର ଘର ଭିତରେ ଶୋଇଛି ୧୭ ବର୍ଷୀୟ ଦିବ୍ୟାଙ୍ଗ ପୁଅ। ହାତ ହଲୁନି କି ଗୋଡ ହଲୁନି...ମାଆ ଚାଲିଯିବା ପରେ ସବୁ ସେବା ଏବେ ବାପାଙ୍କ ଉପରେ। ଦିନସାରା ମଜୁରୀ ଖଟନ୍ତି...ଖରା ବେଳେ ଆସି ପୁଅର ସେବା କରନ୍ତି। ପାଖରେ ଟଙ୍କା ନଥିବାରୁ ପୁଅର ଚିକିତ୍ସା ବି ହେଇପାରୁନି କି ସରକାରଙ୍କ ପକ୍ଷରୁ ସହାୟତା ବି ମିଳୁନି...

mid day meal
ଭୋକରେ ଆଉଟୁ ପାଉଟୁ ସ୍କୁଲ୍‌ ପିଲା; ମଧ୍ୟାହ୍ନ ଭୋଜନ ବଦଳରେ ୫ ଟଙ୍କିଆ ବିସ୍କୁଟ ଦେଇ ଶିକ୍ଷକ ଛୁ...

ବାଃ ବାଃରେ ସରକାରୀ ସ୍କୁଲ। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଭାତ, ଡାଲମା ଓ ଅଣ୍ଡା ବଦଳରେ ମିଳୁଛି ୫ ଟଙ୍କିଆ ବିସ୍କୁଟ। ଅଧାଦିନ ଖାଇବା ପାଇଁ ବି ମିଳୁନି। ଖରାବେଳେ ସ୍କୁଲରେ ତାଲା ଠୁଙ୍କି ପଳାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ।

Fastag
ସାବଧାନ ! ଫାସ୍‌ଟ୍ୟାଗ୍‌ ରିଚାର୍ଜ ବେଳେ ଧ୍ୟାନ ରଖନ୍ତୁ ନଚେତ୍‌ ଆକାଉଣ୍ଟରୁ ଗାୟବ ହେବ ଟଙ୍କା

କାରଣ ଏମିତି କିଛି ଭୁଲ ରହିଛି ଯାହା ଆପଣଙ୍କ ଅଜାଣତରେ ହେବ, ତେଣୁ ଆକାଉଣ୍ଟରୁ ଟଙ୍କା କଟୁଥିବ ହେଲେ ରିଚାର୍ଜ ହେଉନଥିବ ।

Odisha Nuapada
ଗାଁ ଲୋକଙ୍କୁ ବଡ଼ ଦୁଃଖ ଦେଲା ପାଣି ଟ୍ୟାଙ୍କର, ପ୍ରଶାସନ କିଛି ଶୁଣୁନି

କେତେ ବିପଦପୂର୍ଣ୍ଣ ଭାବେ ଏହି କାଠଗଣ୍ଡି ବ୍ରିଜ୍‌ ଦେଇ ଯାହାୟତ କରୁଛନ୍ତି ଲୋକେ ତାହା ଆପଣ ନଦେଖି ମଧ୍ୟ ଅନୁମାନ କରିପାରୁଥିବେ ।

  • Wednesday, 21 September 2022
  • Bridge
Arindam Das Scholarship
ପ୍ରଥମ ଅରିନ୍ଦମ ଦାସ ସ୍ମାରକୀ ସ୍କଲାର୍‌ଶିପ୍ ପ୍ରଦାନ କଲା ଓଟିଭି

ଅମ୍ଲାନଙ୍କ କଲେଜ୍ ଫି ଓ ବାର୍ଷିକ ହଷ୍ଟେଲ୍ ଫି ବାବଦ ସମସ୍ତ ରାଶି ଦିଆଯାଇଛି ।

RailRok
ତପସ୍ୱିନୀ ଏକ୍ସପ୍ରେସ ଏବଂ ଜମ୍ମୁତବୀ ଟ୍ରେନ୍ ରହଣୀ ଦାବିରେ ନୂଆଗାଁ ବାସିନ୍ଦାଙ୍କ ରେଳରୋକୋ

କରୋନା ମହାମାରୀ ପୂର୍ବରୁ ନୁଆଗାଁ ରେଳ ଷ୍ଟେସନରେ ତପସ୍ୱିନୀ ଏକ୍ସପ୍ରେସ ଏବଂ ଜମ୍ମୁତବୀ ଟ୍ରେନ୍ ରହୁଥିଲା, କିନ୍ତୁ କରୋନା ପରେ ଆଉ ଟ୍ରେନ ଷ୍ଟେସନରେ ରହୁ ନ ଥିବାକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ରେଲବାଇ ଅଧିକାରୀଙ୍କୁ ଅବଗତ କରାଇଥିଲେ । କିନ୍ତୁ କୌଣସି ସୁଫଳ ମିଳି ନ ଥିଲା । ବାଧ୍ୟ ହୋଇ ଗତକାଲି ସୁନ୍ଦରଗଡ ଜିଲ୍ଲା ନୁଆଗାଁ ବ୍ଲକର ସ୍ଥାନୀୟ ବାସିନ୍ଦା ରେଳରୋକୋ କରିଥିଲେ l

cosmetic surgery cost 60 lakh
୩ ଇଞ୍ଚ ଉଚ୍ଚତା ବଢାଇବା ପାଇଁ ବ୍ୟାଙ୍କରୁ ଉଠାଇଲେ ୬୦ ଲକ୍ଷ ଋଣ

ସୁନ୍ଦର ଦିଶିବା ପାଇଁ କିଏ ବା ନ ଚାହେଁ ? ହେଲେ ଯାହାର ଚେହେରା ଯେମିତି ସେ ସେମିତି ହିଁ ଦିଶିବ। ତଥାପି ସୁନ୍ଦର, ଆଉ ସ୍ମାର୍ଟ ଦିଶିବା ପାଇଁ ସମସ୍ତେ ନିଜ ଉପାର୍ଜନର ବେଶ୍‌ କିଛି ଭାଗ ନିଶ୍ଚୟ ବଜେଟ୍‌ରେ ରଖୁଥିବେ। ପାର୍ଲର ଫିସ, କସ୍‌ମେଟିକ୍‌ ରେଟ କହିବ ଏହି ବଜେଟ କେତେ। ହେଲେ ଉଚ୍ଚତା ବଢାଇବାକୁ ଜଣେ ବ୍ୟକ୍ତି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ, ତାହା ପୁଣି ଋଣ କରି ! ଏକଥା ଶୁଣିଲେ ଆପଣ ବିଶ୍ୱାସ କରିବେ ?

fastag
ଫାସଟ୍ୟାଗ୍‌ରେ ଟଙ୍କା ଦେଉଛନ୍ତି କି? ଟୋଲ୍‌କୁ ଯାଉନି ବରଂ....

ଫାସଟ୍ୟାଗ୍ ବ୍ୟବହାର କରୁଛନ୍ତି କି? ସାବଧାନ ହୁଅନ୍ତୁ, ସତର୍କ ରୁହନ୍ତୁ....ଆପଣଙ୍କ ଅଜାଣତରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟୁଛି ହେଲେ ଟୋଲ୍‌ ଦେୟ ଦିଆଯାଉନି। ଏହି ସବୁ କାରଣ ପାଇଁ ଆପଣଙ୍କ ଉପରେ ଲାଗିପାରେ ଫାଇନ୍‌। ଜାଣନ୍ତୁ କେମିତି ଜାଣିବେ ଟୋଲ୍‌ ଦେୟ ଦେଉଛନ୍ତି କି ନାହିଁ....

Passenger alleges loot of Rs 15,400 in Mo Bus in Bhubaneswar
‘ମୋ ବସ୍‌’ରୁ ଯାତ୍ରୀଙ୍କ ଠାରୁ ଚୋରି

‘ମୋ ବସ୍‌’ରେ ଜଣେ କ୍ୟାନ୍ସର ରୋଗୀଙ୍କଠାରୁ ୧୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏମ୍ସ ହସ୍ପିଟାଲ୍‌ରୁ କଟକ OMP ଛକ ଯାଉଥିବା ୧୯ ନମ୍ବର ‘ମୋ ବସ୍‌’ରେ ଏହି ଚୋରି ହୋଇଛି।

Puri Srimandir
ଶ୍ରୀମନ୍ଦିର ନିକଟରେ ତିଆରି ହେବ ଅଭ୍ୟର୍ଥନା କକ୍ଷ; ଅନୁମତି ଦେଲା ଏନଏମ୍ଏ

ଶ୍ରୀମନ୍ଦିର ଚାରିପାଖରେ ମଧ୍ୟରେ ପୁଣି ହେବ ନିର୍ମାଣ କାର୍ଯ୍ୟ। ଏହି ନିର୍ମାଣ ଲାଗି ଏନଏମ୍ଏର ସ୍ପଷ୍ଟ ନିର୍ଦ୍ଦେଶ ଆସିଛି । ଶ୍ରୀମନ୍ଦିରଠାରୁ ଶହେ ମିଟର ଦୂରରେ ଏହି ନିର୍ମାଣକାର୍ଯ୍ୟ  ହେବ। ଏଠାରେ ନିର୍ମାଣ କରାଯିବ ଶ୍ରୀ ଜଗନ୍ନାଥ ଅଭ୍ୟର୍ଥନା କକ୍ଷ। ତେବେ ପ୍ରଶ୍ନ ଉଠୁଛି କେଉଁଠି ନିର୍ମାଣ ହେବ ଏହି ରିସେପ୍‌ସନ ସେଣ୍ଟର ?   ପୂର୍ବରୁ ଉଚ୍ଛେଦ ହୋଇଥିବା ୭୫ ମିଟର ବାଦ୍ ଆଉ କେଉଁ ସ୍ଥାନରେ ଅଧିକ ୨୫ ମିଟର ଭଙ୍ଗାଯାଇ ଏହାର ନିର୍ମାଣ ହେବ ?

mid day meal
ମଧ୍ୟାହ୍ନ ଭୋଜନ ବଦଳରେ ୫ ଟଙ୍କିଆ ବିସ୍କୁଟ ଦେଇ ଶିକ୍ଷକ ଛୁ...

ବାଃ ବାଃରେ ସରକାରୀ ସ୍କୁଲ। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଭାତ, ଡାଲମା ଓ ଅଣ୍ଡା ବଦଳରେ ମିଳୁଛି ୫ ଟଙ୍କିଆ ବିସ୍କୁଟ। ଅଧାଦିନ ଖାଇବା ପାଇଁ ବି ମିଳୁନି। ଖରାବେଳେ ସ୍କୁଲରେ ତାଲା ଠୁଙ୍କି ପଳାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। ସତ ସାମ୍ନାକୁ ଆସିବା ପରେ କ୍ୟାମେରା ସାମ୍ନାରେ ଏମିତି କହୁଛନ୍ତି ଶିକ୍ଷକ...

Newsfuse
ସୁରଙ୍କ ବାଇଟ୍‌ ଶୁଣିବା ପାଇଁ ହାଉସ୍‌ ଫୁଲ...

ଚା’ ବିକୁଥିଲା ଏବେ ୪୦ ଲକ୍ଷର ଡ୍ରେସ୍‌ ପିନ୍ଧିବ? ମଲା ଯା, ସୁର କେତେବେଳେ ମୋଦିଙ୍କୁ ଗାଳି ଦିଅନ୍ତିନି କି? ମୋ ବୋଉଲୋ...ଇଏ କଣ? ଏନର୍ଜି କଥା କହୁ କହୁ ଦେଖୁନୁ କେମିତି ଗର୍ଜନ କଲେ...

man suffering with his dibyang son
ମାଆ ନାହିଁ…ବାପା ମଜୁରୀ କରି ଯାଇଛି…ଭୋକ ଉପାସରେ ଘରେ ଦିବ୍ୟାଙ୍କ ପୁଅ ଶୋଇଛି

କିଟିକିଟି ଅନ୍ଧାର ଘର..ଆଉ ଏଇ ଘରେ ଶୋଇଛି ୧୭ ବର୍ଷୀୟ ଦିବ୍ୟାଙ୍ଗ ପୁଅ। ହାତ ହଲୁନି କି ଗୋଡ ହଲୁନି...ମାଆ ଚାଲିଯିବା ପରେ ସବୁ ସେବା ଏବେ ବାପାଙ୍କ ଉପରେ। ଦିନସାରା ମଜୁରୀ ଖଟନ୍ତି...ଖରା ବେଳେ ଆସି ପୁଅର ସେବା କରନ୍ତି। ପାଖରେ ଟଙ୍କା ନଥିବାରୁ ପୁଅର ଚିକିତ୍ସା ବି ହେଇପାରୁନି କି ସରକାରଙ୍କ ପକ୍ଷରୁ ସହାୟତା ବି ମିଳୁନି....

Tangarpali Additional Tehsildar In Vigilance Net
ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି।

Sarpanch training programme in Dhenkanal
ଏଣିକି ଗ୍ରାମାଞ୍ଚଳରେ ହାତ ପାହାନ୍ତାରେ ମିଳିବ ସହରୀ ସୁବିଧା

ପଞ୍ଚାୟତର ବିକାଶ ପାଇଁ ନବ ର୍ନିବାଚିତ ସରପଞ୍ଚ ଶିକ୍ଷାଲାଭ କରୁଛନ୍ତି। ର୍ନିବାଚନ ପରେ ପଞ୍ଚାୟତ ସ୍ତରରେ ଉନ୍ନୟନମୂଳକ କାମ କିଭଳି ହେବ ସେଥିପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ ହେଉଛି। 

Odisha Commerce & Transport Dept to crack down on overloading
ଓଭରଲୋଡିଂ କରି ଗାଡ଼ିରେ ଯାତାୟତ କରୁଛନ୍ତି କି ? ସାବଧାନ ! ନହେଲେ ଗଣିବେ ୨୦ ହଜାର ଟଙ୍କା ଫାଇନ୍‌

୨୦୨୧ ମସିହାରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁର ୧୪% ଓଭରଲୋଡିଂ ଦୁର୍ଘଟଣା ଜନିତ ବୋଲି ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ ଏବେ ଓଭରଲୋଡିଂକୁ ପରିବହନ ବିଭାଗ ଗୁରୁତ୍ୱର ସହ ନେଇଛି।

BJP criticises Bharat Jodo Yatra
ପଦଯାତ୍ରା କଲେ କେହି ପ୍ରଧାନମନ୍ତ୍ରୀ ହୁଅନ୍ତେ, ତାହେଲେ ମେଣ୍ଢା ଚରାଳୀ ବି ହୁଅନ୍ତେ ପିଏମ୍…

ପଦଯାତ୍ରା କଲେ କେହି ହେବେନି ପ୍ରଧାନମନ୍ତ୍ରୀ। ନହେଲେ ଦେଶର ସବୁ ମେଣ୍ଢା ଚରାଳୀ ହୁଅନ୍ତେ ପିଏମ୍‌ କ୍ୟାଣ୍ଡିଡେଟ୍‌...ବରିଷ୍ଠ ନେତାଙ୍କ ଏମିତି ବୟାନ ପରେ କଂଗ୍ରେସରେ କମ୍ପନ

In the sundang there was a local brewery
ମଦ ତିଆରିର ଗୁପ୍ତ କୋଠରୀ ଖୁଲାସା; ସୁଡ଼ଙ୍ଗ ଭିତରେ ଥିଲା ଦେଶୀ ମଦ ଭାଟି

ରାଜଧାନୀରେ ମଦ ତିଆରିର ଗୁପ୍ତ କୋଠରୀ ଖୁଲାସା। ସାଲିଆସାହି ଇଡ୍କୋ ବସ୍ତିରେ ସୁଡ଼ଙ୍ଗ ଭିତରେ ଚାଲିଥିଲା ଦେଶୀ ମଦ ଭାଟି। ଚଢ଼ାଉ କରି ଖୁଲାସା କଲା କମିଶନରେଟ ପୋଲିସ। ହଜାର ହଜାର ଲିଟର ମଦ ସହ ପୋଚ ଜବତ ହୋଇଛି।

Srimandir Corridor Project
ପ୍ରୋହିବିଟେଡ୍ ଏରିଆ ବାହାରେ ହେବ ଶ୍ରୀଜଗନ୍ନାଥ ରିସେପସନ୍ ସେଣ୍ଟର

ପ୍ରଶ୍ନ, ଏବେ କେଉଁଠି ନିର୍ମାଣ ହେବ ଏହି ରିସେପସନ୍ ସେଣ୍ଟର ?