Advertisment

ମାଆ ନାହିଁ…ବାପା ମଜୁରୀ କରି ଯାଇଛି…ଭୋକ ଉପାସରେ ଘରେ ଦିବ୍ୟାଙ୍କ ପୁଅ ଶୋଇଛି

କିଟିକିଟି ଅନ୍ଧାର ଘର..ଆଉ ଏଇ ଘରେ ଶୋଇଛି ୧୭ ବର୍ଷୀୟ ଦିବ୍ୟାଙ୍ଗ ପୁଅ। ହାତ ହଲୁନି କି ଗୋଡ ହଲୁନି...ମାଆ ଚାଲିଯିବା ପରେ ସବୁ ସେବା ଏବେ ବାପାଙ୍କ ଉପରେ। ଦିନସାରା ମଜୁରୀ ଖଟନ୍ତି...ଖରା ବେଳେ ଆସି ପୁଅର ସେବା କରନ୍ତି। ପାଖରେ ଟଙ୍କା ନଥିବାରୁ ପୁଅର ଚିକିତ୍ସା ବି ହେଇପାରୁନି କି ସରକାରଙ୍କ ପକ୍ଷରୁ ସହାୟତା ବି ମିଳୁନି....

author-image
Pallipuspa Samal

Man Suffering
Advertisment
Advertisment