• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

high security number plate
ଭିତ୍ତିଭୂମି ନଥାଇ ଡେଡ୍‌ଲାଇନ କିଭଳି ଦେଲ- ହାଇକୋର୍ଟ

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ପୁଣି ବଢିଲା ଟେନସନ୍ । ନମ୍ବର ପ୍ଲେଟ ମାମଲାକୁ ନେଇ ପରିବହନ ବିଭାଗ ଠାରୁ ଜବାବ ମାଗିଛନ୍ତି ହାଇକୋର୍ଟ। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ  ପାଇଁ ସମୟସୀମା ବୃଦ୍ଧି କରିହେବ କି ନାହିଁ ସେ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

 Girl students’ hospitality in Baripada school
ସ୍କୁଲରେ ମକଟେଲ୍ କାଉଣ୍ଟର, ଡାଇନିଂ ଟେବୁଲ୍

ସ୍କୁଲରେ ମକଟେଲ୍ କାଉଣ୍ଟର.. ବୋତଲ୍ ଓ ଗ୍ଲାସ ସବୁ ସଜା ହୋଇ ଥୁଆ ହୋଇଛି.. ହୋଟେଲ୍ ଭଳି ମିଳୁଛି ଖାଦ୍ଯ.. ସବୁ ବ୍ୟବସ୍ଥା ଛାତ୍ରଛାତ୍ରୀମାନେ କରିଛନ୍ତି..

Prerna
ଯୋଗରେ ମାଷ୍ଟର୍ସ କଲି, କିଚେନ୍ ଖୋଲି ଅନ୍ନପୂର୍ଣ୍ଣା ହେଲି

ରୋଷେଇ ଘରୁ ଆରମ୍ଭ ହୋଇଥିବା ସରୋଜାଙ୍କ ଅଭିଯାନ ଆଜି ତାଙ୍କୁ କିଚେନ୍ କୁଇନର ମାନ୍ୟତା ଦେଇଛି.. ସୁଆଦିଆ ଖାଦ୍ଯ ସହ ଲୋକଙ୍କୁ ପରସୁଛନ୍ତି ଫିଟନେସ୍ ବାର୍ତ୍ତା..

  • Wednesday, 28 September 2022
  • Prerna
Employees struggle to make ends meet after closure of many industries
ସେପଟେ ଉଜୁଡ଼ୁଛି ଶିଳ୍ପ, ଏପଟେ ଶିଳ୍ପାୟନ ଚିନ୍ତା

ଗୋଟିଏପଟେ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ସହ ପୁଞ୍ଜି ନିବେଶ ପାଇଁ ଅନ୍ୟ ରାଜ୍ୟକୁ ମୁଖ୍ୟମନ୍ତ୍ରୀ ଗସ୍ତ କରୁଛନ୍ତି, ଅନ୍ୟପଟେ ରାଜ୍ୟରେ ଅନେକ ଶିଳ୍ପରେ ତାଲା ଝୁଲୁଛି। ଫଳରେ ହଜାର ହଜାର କର୍ମଚାରୀଙ୍କ ଜୀବନ ଜୀବିକା ଏବେ ସଙ୍କଟରେ।

Robbers Push Truck Driver Into Mahanadi Flee With Vehicle
ପ୍ରଥମେ ମଦ ପିଆଇ ମାତାଲ୍‌ କଲେ; ପରେ ମହାନଦୀକୁ ଠେଲି ଦେଲେ, ଶେଷରେ...

ପ୍ରଥମେ ଟ୍ରକ୍‌ ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ମଦ ପିଆଇ ମାତାଲ କଲେ, ଏହାପରେ ମହାନଦୀକୁ ଠେଲି ଦେଇଥିଲେ। ଶେଷରେ ଟ୍ରକ୍‌ ନେଇ ଘଟଣାସ୍ଥଳରୁ ଛୁ’ ମାରିଥିଲେ।

  • Wednesday, 28 September 2022
  • Loot
Student finds Rs 25,500 cash
ପାଇଲେ ୨୫ ହଜାର ଟଙ୍କା, ଲୋଭ ନ କରି ଫେରାଇ ଦେଲେ

ସ୍କୁଲରେ ଦିଦି ଶିଖାଇଥିଲେ ପର ଧନକୁ ଲୋଭ କରିବନି.. ଅକ୍ଷରେ ଅକ୍ଷରେ ମାନିଲେ ଛାତ୍ର.. ରାସ୍ତାରୁ ପାଇଲେ ୨୫ ହଜାର ନଗଦ ଟଙ୍କା.. ହେଲେ ଲୋଭ ନ କରି ଫେରେଇ ଦେଲେ..

Elderly couple trampled to death by a herd of elephants in cuttack
କଟକରେ ହାତୀ ଆତଙ୍କ: ସାରା ରାତି ଉତ୍ପାତ କଲେ, ଭୋରରେ ଜୀବନ ନେଲେ...

ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ସାରା ରାତି ହାତୀପଲ ଉପଦ୍ରବ ଜାରି ରଖିଥିବା ବେଳେ ଆଜି ଭୋରରେ ଜଣେ ବୃଦ୍ଧା ଓ ବୃଦ୍ଧଙ୍କୁ ଦଳିଦେଇଥିବା ସୂଚନା ମିଳିଛି।

News Fuse
ସ୍କୁଲ ବସ୍ ବଦଳରେ ଟ୍ରାକ୍ଟରରେ ବସିଲେ ଶିକ୍ଷାମନ୍ତ୍ରୀ

ହଇରେ ନାରଣ.. ଆଲୋ ହିରୋ ଆସିଗଲେ କି ? ଗୋରେ ଗୋରେ ମୁଖଡେ ପେ କାଲା କାଲା ଚଷମା.. ଯିଏ ଯେତେ ପାଖରେ, ସିଏ ସେତେ ପାଖ ଲୋକରେ ଗଣାହେବ..

Guinness world record for oldest living siblings 4 sisters
ରେକର୍ଡ କଲେ ଚାରି ଭଉଣୀ: ବୟସ ମିଶି ୩୮୯

ରେକର୍ଡ କରିବା ପାଇଁ ସାଧନା ଓ ପରିଶ୍ରମର ଆବଶ୍ୟକତା ଥିବାବେଳେ ଏମିତି ଚାରି ଭଉଣୀଙ୍କ ପାଖକୁ ସୁଯୋଗ ଆପେ ଆପେ ଆସିଯାଇଛି। ସବୁଠାରୁ ଅଧିକ ବର୍ଷ ବଞ୍ଚିବା ନେଇ ସେମାନେ ରେକର୍ଡ କରିଛନ୍ତି। ଆସନ୍ତୁ ଜାଣିବା ଏମାନେ କିଏ…

This brinjal save you from cancer
ଅଦ୍ଭୁତ ବାଇଗଣ! ଦୂର କରିବ କର୍କଟ

ଅନୁସନ୍ଧାନକାରୀମାନେ ବାଇଗଣୀ ରଙ୍ଗର ଟମାଟୋ ପ୍ରସ୍ତୁତ କରିଛନ୍ତି ଏବଂ ଆମେରିକାର କୃଷି ବିଭାଗ ଏହାକୁ ବିକ୍ରି କରିବାକୁ ଅନୁମତି ମଧ୍ୟ ଦେଇଛି। ଏହି ଟମାଟୋରେ ମଧ୍ୟ ଅନେକ ବିଶେଷତା ଅଛି। ବୈଜ୍ଞାନିକମାନେ ଏହାକୁ ପ୍ରସ୍ତୁତ ଏବଂ ପରୀକ୍ଷଣ କରିଛନ୍ତି ଯେ ସାଧାରଣ ଟମାଟୋ ଅପେକ୍ଷା ଏଥିରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ୍‌ ଅଛି ବୋଲି କହିଛନ୍ତି।

High Security Number Plate
ଯାଉନି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଟେନ୍‌ସନ୍, ଚିନ୍ତାରେ ଗାଡ଼ି ମାଲିକ ଓ ଚାଳକ

କେଉଁଠି ଦୁର୍ବଳ ନେଟ୍‌ୱର୍କ ଯୋଗୁଁ ଅନ୍‌ଲାଇନ୍ ଆବେଦନ ହୋଇପାରୁନି ତ ଆଉ କେଉଁଠି ସିଆମ୍‌ ୱେବ୍‌ସାଇଟ୍ ସର୍ଭର ଡାଉନ୍ ଯୋଗୁଁ ହଇରାଣ ଆବେଦନକାରୀ ।

Ratnabhandar
ଶ୍ରୀମନ୍ଦିର ପରିଚାଳନା କମିଟିରେ କାହିଁକି ଉଠୁନି ମହାପ୍ରଭୁ ଜଗନ୍ନାଥଙ୍କ ଗୁରୁତ୍ୱପୂର୍ଣ୍ଣ ରତ୍ନଭଣ୍ଡାର ପ୍ରସଙ୍ଗ ?

ମହାପ୍ରଭୁଙ୍କ ଦୁର୍ଲଭ ରତ୍ନଭଣ୍ଡାରର ମରାମତି ସହ ରତ୍ନଅଳଙ୍କାର ସବୁର ଗଣତି ଓ ମଣତି କଥା ?

Ratnabhandar
ରତ୍ନଭଣ୍ଡାର ପ୍ରସଙ୍ଗକୁ ସାଂଘାତିକ ଅଣଦେଖା ! ପରିଚାଳନା କମିଟି ସଦସ୍ୟଙ୍କ ପ୍ରଶ୍ନ ସତ୍ତ୍ୱେ ଦିଆଗଲାନି ଗୁରୁତ୍ୱ

ଏଜେଣ୍ଡାରେ ନଥିବା କହି ଏଡ଼ାଇଗଲେ ମୁଖ୍ୟ ପ୍ରଶାସକ । ମହାପ୍ରଭୁଙ୍କ ଜମିଜମା ରେକ଼ର୍ଡର ଡିଜିଟାଇଜେସନ୍ ନିଷ୍ପତ୍ତି ।

Bus Accident
ପୋଖରୀକୁ ଖସିପଡ଼ିଲା ବସ୍‌, ବସିଥିଲେ ୪୦ ଯାତ୍ରୀ

ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ।

Paradeep Town
ଲୋକେ ହନ୍ତସନ୍ତ ! ନାଁକୁ ମାତ୍ର ପାରାଦୀପ ସହର, ହେଲେ ୱାର୍ଡରେ ନାହିଁ ରାସ୍ତା କି ଡ୍ରେନ୍..

ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ସାଧାରଣ ଲୋକେ । ଶୋଚନୀୟ ରାସ୍ତାଘାଟ, ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ।

Ratna Bhandar
ନିରାଶ ଜଗନ୍ନାଥ ପ୍ରେମୀ ! ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ଏଡ଼ାଇଲେ ଗଜପତି ମହାରାଜ

ପରିଚାଳନା କମିଟି ଏଜେଣ୍ଡାରେ ନଥିବାରୁ ଆଲୋଚନା ହେଲାନି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ।

Anubhav Mohanty And Varsha Priyadarshini
କଟକ ଫ୍ୟାମିଲି କୋର୍ଟରେ ବର୍ଷା ଓ ଅନୁଭବ

ମଧ୍ୟସ୍ଥତା ପାଇଁ ଉଭୟ କୋର୍ଟରେ ପହଞ୍ଚିଥିବା ସୂଚନା

villagers build wooden bridge
ସରକାର ଶୁଣିଲାନି, ଲୋକେ କଲେ କାଠ ପୋଲ

ଆମ ସରକାର ଲୋକଙ୍କ ସମସ୍ୟା ଆଧାରରେ ଯୋଜନା କରନ୍ତି ନା ଅମଲାଙ୍କ ନକ୍ସା ଦେଖି ତାହା ସେ ହିଁ ଜାଣିଥିବେ। ହେଲେ ଏଠି ଏମିତି ପୋଲ ତିଆରି କରିଛନ୍ତି ଯେ, ଲୋକେ କହିଲେ ରଖ ତମ ଯୋଜନା, ଆମେ ବାନ୍ଧିବୁ କାଠ ପୋଲ। ଚାଲନ୍ତୁ ଦେଖିବା ବାସୁଦେବପୁରରୁ ଏ ରିପୋର୍ଟ

Sweet corn makes Dhenkanal farmers smile
ମିଠା ମକା ଭାରି ବଢ଼ିଆ, ବର୍ଷକୁ ଚାଷ ଦୁଇଥର

ଆମେ ବହୁତ ଧାନ ଚାଷ କଲୁ ହେଲେ ଲାଭ କାହିଁ ? ତେଣୁ ସ୍ଥିର କଲୁ ମିଠା ମକା ଚାଷ କରିବୁ। ବର୍ଷକୁ ଦୁଇ ଥର, ରାସ୍ତା କଡ଼ରେ ବସିଲେ ସେଇଠି ମେଲିଲା ବଜାର। ଏ ଚାଷ ଆମକୁ ନୂଆ ଉପାୟ ବତେଇଛି

Woman print her resume on cake to show her crative skill
ଚାକିରି ନ ମିଳିବାରୁ ଶେଷରେ କେକ୍‌ ଉପରେ ପ୍ରିଣ୍ଟ୍ କଲେ ନିଜ ବାୟୋଡାଟା

ଚାକିରି ପାଇଁ ମହିଳାଙ୍କ ଅଜବ ରିଜ୍ୟୁମ୍। ନିଜ ସୃଜନଶୀଳତା ଦେଖେଇବା ନେଇ କେକ୍‌ରେ ପ୍ରିଣ୍ଟ୍ କଲେ ନିଜ ବାୟୋଡାଟା। ଏହାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା।

Meet multi-talented visually-challenged Santosh
ଦୃଷ୍ଟିବାଧିତ ହୋଇ ବି ଧୁରନ୍ଧର ସନ୍ତୋଷ

ସିଲେଇ କରିଜାଣନ୍ତି, ଇଲେକ୍ଟ୍ରି କାମ କରନ୍ତି, ଟେଣ୍ଟ୍ ହାଉସ୍ ବି ଅଛି। ହାରମନିୟମ ଧରିଲେ ଗୀତ ଗାଆନ୍ତି। ଏତେ କାମ କରି ପାରୁଥିବା ସନ୍ତୋଷ କିନ୍ତୁ ସରକାରଙ୍କ ଉପରେ ଅସନ୍ତୋଷ। କାରଣ ସେ ଦୁନିଆ ଦେଖି ପାରନ୍ତି ନାହିଁ। ଦୃଷ୍ଟିବାଧିତ ସନ୍ତୋଷଙ୍କ ପାଇଁ ସରକାର ଦୃଷ୍ଟିହୀନ ହୋଇଯାଇଛନ୍ତି

scb medical
SCBରୁ ଶିଶୁ ଗାଏବ ଘଟଣାରେ ଟ୍ୱିଷ୍ଟ: ଜଣେ ମହିଳା ମାଷ୍ଟରମାଇଣ୍ଡ

ଏହା ପରେ ସେମାନେ ହସ୍ପିଟାଲକୁ ଆସି ନିଜ ପିଲାକୁ ନେଇ ତୋଫାନଙ୍କ ଝିଅକୁ ଛାଡ଼ି ଯାଇଛନ୍ତି। 

E-bike showroom
ବମିଖାଲ ଇ-ସ୍କୁଟର ସୋରୁମ୍‌ରେ ଅଗ୍ନିକାଣ୍ତ

ଭୁବନେଶ୍ୱରର ବମିଖାଲରେ ପିଓର କେକେ ଟ୍ରାଡିଂ ନାମକ ଏକ ଇଲ୍ରେିକ୍ ସ୍କୁଟର ଶୋ’ରୁମ ରହିଛି। ଗତ ରାତିରେ ଏହି ଶୋ’ ରୁମ୍‌ରେ ନିଆଁ ଲାଗି ତାହା ସର୍ଭିଂସ ସେଣ୍ଟରକୁ ବ୍ୟାପି ଯାଇଥିଲା। ଏକ ଖରାପ ବ୍ୟାଟେରିରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

news fuse
ଏଠି ଟାଙ୍କି ପୂରା ଫୁଲ୍, ଗିୟର ପଡ଼ିଲେ ଏସିଲିରେଟର ବଢ଼ୁଛି

ଯାଇଁଲୁରେ ନାରଣ ତୁ ଆଉ କିଛି କହନା। ଏଠି ଟାଙ୍କି ପୂରା ଫୁଲ୍। ଗାଡ଼ି ମେନ୍ ରେ ଅଛି। ଗିୟର ପଡ଼ିଲେ ଏସିଲିରେଟର ବଢ଼ୁଛି। ଆଜି ପେଗ୍ ବଢ଼ି ଯାଇଛି