Ratnabhandar
ଖୋଦ୍ ଗଜପତି ଚିନ୍ତାବ୍ୟକ୍ତ କରିଥିଲେ । ନିକଟରେ ଏଏସ୍ଆଇ ବି ଚିଠି ଲେଖିଥିଲା । ତଥାପି ଶ୍ରୀମନ୍ଦିର ପରିଚାଳନା କମିଟିରେ କାହିଁକି ଉଠୁନି ମହାପ୍ରଭୁ ଜଗନ୍ନାଥଙ୍କ ଗୁରୁତ୍ୱପୂର୍ଣ୍ଣ ରତ୍ନଭଣ୍ଡାର ପ୍ରସଙ୍ଗ ? ମ୍ୟାନେଜିଂ କମିଟିର ବୈଠକ ପରେ ବୈଠକ ବସୁଥିଲେ ବି କେଉଁ କାରଣରୁ ଏଜେଣ୍ଡାରେ ଅନ୍ତର୍ଭୁକ୍ତ ହେଉନି ମହାପ୍ରଭୁଙ୍କ ଦୁର୍ଲଭ ରତ୍ନଭଣ୍ଡାରର ମରାମତି ସହ ରତ୍ନଅଳଙ୍କାର ସବୁର ଗଣତି ଓ ମଣତି କଥା ?
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)